ରାନୁ ମଣ୍ଡଳଙ୍କ ଲୋକପ୍ରିୟତା ଆଗରେ ଫିକା ପଡିଗଲା ସଲମାନ ଖାନଙ୍କର ଷ୍ଟାରଦମ, ଏହି ବିଷୟରେ ପଛରେ ପକାଇଲେ ସଲମାନ ଙ୍କୁ !

ବର୍ତମାନ ସମୟ ରେ ରାନୁ ମଣ୍ଡଳ ଭାରତ ରେ ସବୁ ଜାଗା ରେ ବେଶ ଚର୍ଚା ରେ ରହିଛନ୍ତି I ଏକ ସମୟ ରେ ସେ ଷ୍ଟେସନ ରେ ଗୀତ ଗାଇକି ସମୟ ବିତାଉଥିଲେ I କିନ୍ତୁ ଆଜିକା ସମୟ ରେ ରାନୁ ମଣ୍ଡଳ ଜଣେ ସେଲିବ୍ରେଟି ହେଇଯାଇଛନ୍ତି I ବିଗତ 14 ନଭେମ୍ବର ରେ ରାନୁ ମଣ୍ଡଳ ଙ୍କ ର ଗୀତ ରିଲିଜ ହେଇଥିଲା I ଏବଂ ଏକ ବିଶେଷ ମାମଲା ରେ ରାନୁ ମଣ୍ଡଳ , ସଲ୍ମାନ ଖାଁ ଙ୍କୁ ମଧ୍ୟ ପଛରେ ପକାଈ ଦେବେ I ସଲ୍ମାନ ଙ୍କ ର ପ୍ରତିଟି ଫିଲ୍ମ 200 କୋଟି ରୁ ଅଧିକ ରୋଜଗାର କରିଥାଏ I ଏବଂ ତାଙ୍କ ର ଫ୍ୟାନ୍ସ ଙ୍କ ସଂଖ୍ୟା ମଧ୍ୟ ଅଧିକ ଅଟେ I କିନ୍ତୁ ଏକ ବିଶେଷ ମାମଲା ରେ ରାନୁ ମଣ୍ଡଳ ଙ୍କ ଠାରୁ ପଛ ରେ ରହିବେ ସଲ୍ମାନ I

ବିଗତ ଦିନ ରେ ସଲ୍ମାନ ଙ୍କ ର ଆଗାମୀ ଫିଲ୍ମ ଦବଂଗ 3 ର ହୁଡ଼ ହୁଡ଼ ଗୀତ ରିଲିଜ ହେଇଯାଇଛି I ଏବଂ ଏହି ଗୀତ ଇଣ୍ଟେର୍ନେଟ ରେ ବେଶ ଭାଇରଲ ମଧ୍ୟ ହେଇଚି I କିନ୍ତୁ ରାନୁ ମଣ୍ଡଳ ଙ୍କ ର ଗୀତ “ଆସିକି ମେ ତେରି 2.0 ” ବେଶ ଚର୍ଚା ରେ ରହିଛି I ଏବଂ ଏହି ଗୀତ ରେ ରାନୁ ମଣ୍ଡଳ ଙ୍କ ର ଲୋକପ୍ରିୟତା ମଧ୍ୟ ଅଧିକ ରହିଛି I ଏବଂ ଏହି ଗୀତ ରେ ଆପଣ ଜାଣିପାରିଥିବେ କି ସଲ୍ମାନ ଙ୍କ ର ଲୋକପ୍ରିୟତା ରାନୁ ମଣ୍ଡଳ ଙ୍କ ଠାରୁ କମ ଅଟେ I

ଆପଣ ଙ୍କ ର ଜାଣିରଖିବା ପାଁଇ କହି ରଖୁଛୁ କି ଦବଂଗ 3 ଏହି ବର୍ଷ 20 ବର୍ଷ ରେ ରିଲିଜ ହେଇଚି I ଏହି ଫିଲ୍ମ ରେ ସଲ୍ମାନ ଙ୍କ ସହ ସୋନାକ୍ଷୀ ଙ୍କୁ ଦେଖିବାକୁ ମିଳିଛି I ଏହି ଫିଲ୍ମ 2020 ମସିହା ଜାନୁୟାରୀ ରେ ରିଲିଜ ହେବ I


ବିଗତ କିଛି ଦିନ ପୂର୍ବ ରୁ ରାନୁ ମଣ୍ଡଳ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା କୁ ଆସିଥିଲେ I ବିଗତ ଦିନ ରେ ରାନୁ ମଣ୍ଡଳ ଙ୍କ ର ଭିଡିଓ ବେଶ ଭାଇରଲ ହେଇଥିଲା I ଏବଂ ଏକ ସେଲିବ୍ରେଟି ପରି ବେଶ ଚର୍ଚା କୁ ଆସିଥିଲେ I କିନ୍ତୁ ଏକ ସ୍ଥାନ ରେ ଜଣେ ବ୍ୟକ୍ତି ଙ୍କୁ ରାନୁ ମଣ୍ଡଳ କହିଥିଲେ ମୋତେ ସଂମାନ ଦେବା ଶିଖ ମୁ ଜଣେ ସେଲିବ୍ରେଟି ଅଟେ I ଏହା କୁ ନେଇ ସେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା କୁ ଆସିଥିଲେ I

ଯେପରି କି ଆପଣ ଜାଣିଥିବେ ବିଗତ ଦିନ ରେ ଏକ ଗୀତ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ଆସିଥିଲେ I ଏବଂ ଏପରି ଲୋକପ୍ରିୟତା କୁ ନେଇ ରାନୁ ମଣ୍ଡଳ ସଲ୍ମାନ ଙ୍କୁ ମଧ୍ୟ ପଛ ରେ ପକାଇ ଦେଇଛନ୍ତି I ତେବେ ଆପଣ ଏହିଥିରୁ ଆପଣ ଅନୁମାନ କରିପାରୁଥିବେ କି କିଏ ଅଧିକ ଲୋକପ୍ରିୟ ଅଟନ୍ତି I