ସାବଧାନ; ଚାଇନାରୁ ଆସୁଥିବା ଏହି ୭ଟି ଜିନିଷ ଭାରତରେ ବଢ଼ାଉଛି କ୍ୟାନ୍ସର, ଯଥାଶୀଘ୍ର ବନ୍ଧ କରିଦିଆନ୍ତୁ ବ୍ୟବହାର

ଭାରତ ରେ ଅନେକ କିଛି ଆପଣ ଙ୍କ ର ବ୍ୟବହାର ର ଜିନିଷ ବିଦେଶ ରୁ ଆମଦାନୀ ହେଇଥାଏ ଏବଂ ଅନେକ କିଛି ବି ଚିନ ରୁ ଆମଦାନୀ ହେଇଥାଏ I ତେବେ ବିଦେଶ ରୁ ଆମଦାନୀ ହେଉଥିବା ଜିନିଷ ଖୁବ ଆକର୍ଷିତ ବି କରିଥାଏ ଲୋକଙ୍କୁ I ତେବେ ଆଜି ଆମେ ଏପରି କିଛି ବିଦେଶୀ ସାମଗ୍ରୀ ସମ୍ପର୍କ ରେ ଆପଣ ଙ୍କୁ ଜଣାଇବାକୁ ଯାଉଛୁ ଯାହା କି ଭାରତ ରେ କ୍ୟାନ୍ସର ବ୍ୟାପିବାର ମୁଖ୍ୟ କାରଣ ହେଇଥାଏ I

TILAPIA FISH
ଏହି ମାଛ ଗୁଡିକ ଚାଇନା ରେ ମାଛ ଫର୍ମ ରେ ଅଧିକ ମାତ୍ରାରେ ହେଇଥାଏ I ଏବଂ ଏହି ବ୍ୟବସାୟ ଚାଇନା ରେ ବହୁଳମାତ୍ର ରେ ହେଇଥାଏ I ତେଣୁ ଦେଖିବାକୁ ଗଲେ ଏହି ମାଛ ଏତେ ପୁଷ୍ଟିକର ବି ନୁହେ ଏହା ଛଡା ଅବା ବିଷାକ୍ତ ବି ହେଇଥାଏ ଯାହା କି ସ୍ୱାସ୍ଥ୍ୟ ପକ୍ଷ ରେ ହାନିକାରକ ହେଇଥାଏ I

CODE FISH
ଚୀନ ରୁ ଆମଦାନୀ ହେଉଥିବା ଏହି ମାଛ ବି ଦୂଷିତ ପାଣି ର ବିଷାକ୍ତ ପରିବେଶ ରେ ହେଇଥାଏ ଏହି କାରଣ ରୁ ଏହା ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇଥାଏ I

CHINESE APPLE JUICE
ବଜାର ରେ ଚୀନ ର ଏହି ସାମଗ୍ରୀ ବହୁଳମାତ୍ରାରେ ଚାଲିଛି ପାଖାପାଖି 50 ପ୍ରତିସଦ ଆପେଲ ଜୁସ କୀଟାଣୁ ଓ ଦୂଷିତ ପାଣି ରେ ଭରପୁର ହେଇଥାଏ I ଏବଂ ଏଥିରେ ସରକାର ର ମାତ୍ରା ବି ଅଧିକ ରହିଥାଏ ଯାହା କି ଆପଣ ଙ୍କ ପାଁଇ ହାନିକାରକ ହେଇଥାଏ I

REFINED MUSHROOMS
ଚୀନ ରୁ ଆମଦାନୀ ହେଉଥିବା ଏହି ଜିନିଷ ବି ବହୁତ ସ୍ଵାସ୍ତ୍ୟ ପକ୍ଷରେ ହାନିକାରକ ହେଇଥାଏ ତେବେ ପୂର୍ବ ରୁ ଆପଣ ଏହା ବି ଶୁଣିଥିବେ ନକଲି ଚାଉଳ ଓ ନକଲି ଅଣ୍ଡା ସମ୍ପର୍କ ରେ I

CHINESE GARLIC
ଏହି ଜିନିଷ ରେ କିଛି କଂକଲୋସେନ ନାମ କ କେମିକାଲ ର ମିଶ୍ରଣ ହେଇଥାଏ I ଏହି ଚାଇନା ଜିନିଷ ବି ଲୋକଙ୍କ ଶରୀର ପାଁଇ ହାନିକାରକ ହେଇଥାଏ I

BLACK PAPPER
ତେବେ ଏହା ବି ଯାଞ୍ଚ ରୁ ଜଣାଯାଇଛି କି ଏହି BLACK PAPPER ଚାଇନା ର ଏକ କଳା ମାଟି ରୁ ନିର୍ମିତ ହେଇଥାଏ I ଯାହା କି ଦେଖିବାକୁ ଅସଲି BLACK PAPPER ପରି ବି ହେଇଥାଏ I

GREEN PEAS
ଏହି ସବୁଜ ମଟର ର ବ୍ୟବହାର ପ୍ରତୋକ ଭାରତୀୟ ମାନେ ଖାଦ୍ୟ ରେ ବ୍ୟବହାର କରିଥାନ୍ତି I ତେବେ ଚାଇନା ରେ ବହୁଳମାତ୍ରାରେ ଏହି GREEN PEAS ର ଉତ୍ପାଦନ ଦେଖିବାକୁ ମିଳିଥାଏ I ଏବଂ ଆପଣ ଏହା କୁ ସେବନ କରିବା ସମୟ ରେ ଅସଲି କି ନକଲି ନ ଜାଣିପାରି ନିଜ ଶ୍ବାସ୍ୟ କୁ ଖରାପ କରିଥାନ୍ତି I