ଆଜି ଆମେ ଆପଣ ଙ୍କୁ କିଛି ଔଷଧୀୟ ଗୁଣ ରେ ଭରପୁର ଜିନିଷ ବିଷୟ ରେ କହିବା କୁ ଯାଉଛୁ I ଏହା ଆପଣ ଙ୍କ ର ସବୁ ପ୍ରକାର ର କମଜୋରୀ କୁ ଦୂର କରି ଶରୀର କୁ ଶକ୍ତିଶାଳୀ କରିଥାଏ I ଏହା ଏକ କୋଚ
( ଇଂରାଜୀ ନାମ ) ର ମଞ୍ଜି ଅଟେ I
1. କୋଚ
( ଇଂରାଜୀ ନାମ ) ର ମଞ୍ଜି ପାଉଡର କୁ ବ୍ୟବହାର କରିବା ଦ୍ୱାରା ଆପଣ ଙ୍କୁ ଭଲ ନିଦ ଆସିଥାଏ I ଏଥିରେ ଡୋପାମାଇନ ର ସ୍ତର ବେଶ ଅଧିକ ରହିଥାଏ I ତେଣୁ ଯେଉଁ ଲୋକ ଙ୍କ ର ନିଦ ଠିକ ରେ ନ ହେଉଥିବ ସେହି ଲୋକେ ଏହା ର ବ୍ୟବହାର କରିପାରିବେ I
2.କୋଚ ( ଇଂରାଜୀ ନାମ ) ର ମଞ୍ଜି ଓ ଚେର ସମାନ ମାତ୍ରା ରେ ନେଇ ଗୁଣ୍ଡ କରିକି ଏହା କୁ ସମାନ ମାତ୍ରା ରେ ଚିନି ରେ ମିଶାଇ ଦିଅନ୍ତୁ I ଏହି ଚୁର୍ଣ କୁ ପ୍ରତୋକ ଦିନ 10 ଗ୍ରାମ କ୍ଷୀର ରେ ମିଶାଇ ସେବନ କରିବା ଉଚିତ I ଏହା ଦ୍ୱାରା ଶାରୀରିକ ଶକ୍ତି ବୃଦ୍ଧି ହେଇଥାଏ I
3.କୋଚ ର ବେହୋସ ବ୍ୟକ୍ତି ଙ୍କ ର ଶରୀର ରେ ଘଷିବା ଦ୍ୱାରା ହୋସ କୁ ସେହି ବ୍ୟକ୍ତି ଆସିଥାନ୍ତି I ଏବଂ ଏହା ପରେ ଆପଣ ଗାଈ ଘିଅ କୁ ଶରୀର ରେ ମାଲିସ କରନ୍ତୁ I
4.ମହୁ ଓ ଅଦା ର ରସ 1-1 ଚାମଚ ଓ କୋଚ ମଞ୍ଜି କୁ ଅଧା ଚାମଚ ନିଅନ୍ତୁ I ଏହି ସବୁ କୁ ଏକାଠି ଗୁଣ୍ଡ କରିକି ସକାଳେ ଓ ସନ୍ଧ୍ୟା ରେ ସେବନ କରନ୍ତୁ I ଏହା ଦ୍ୱାରା ଦମା ରୋଗ ଭଲ ହେଇଥାଏ I
5.ଓଜନ ବୃଦ୍ଧି ଓ ମୋଟାପଣ – ଆଜିକା ସମୟ ରେ ଅନେକ ଲୋକେ ଓଜନ ବୃଦ୍ଧି ଓ ମୋଟାପଣ ଜନିତ ସମସ୍ୟା ରେ ପୀଡିତ ଅଟନ୍ତି I ତେଣୁ ପ୍ରତୋକ ବ୍ୟକ୍ତି ଙ୍କୁ ସଠିକ ବ୍ୟାୟାମ ର ଜରୁରୀ ମଧ୍ୟ ଆବଶ୍ୟକ ଅଟେ I ଯଦି ଆପଣ କୋଚ ମଞ୍ଜି ର ସେବନ କରନ୍ତି ତେବେ ଏହା ଆପଣ ଙ୍କ ପାଁଇ ମଧ୍ୟ ବିଶେଷ ଲାଭକାରୀ ଅଟେ I
6.ଶରୀର କୁ ସୁସ୍ଥ ରଖିବା କୁ ଆପଣ ଙ୍କ ର ଆଣ୍ଟିଅକ୍ସିଡେଣ୍ଟ ର ଆବଶ୍ୟକ ରହିଛି I ଏହା ଅନେକ ରୋଗ ରୁ ଶରୀର କୁ ବଂଚାଇଥାଏ I ତେଣୁ ଆପଣ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଯୁକ୍ତ ଖାଦ୍ୟ ହିଁ ସେବନ କରିବା ଉଚିତ I ତେବେ ଏହି କୋଚ ମଞ୍ଜି ରେ ମଧ୍ୟ ସମ୍ପୂର୍ଣ ଆଣ୍ଟି ଅକ୍ସିଡେଣ୍ଟ ରହିଛି I ଯାହା କି ଶରୀର ପାଁଇ ଲାଭକାରୀ ଅଟେ I