ମୃତ୍ୟୁ କୁ ଛାଡିକି ଆଉ ସବୁ ରୋଗକୁ ମୂଳରୁ ନିପାତ କରିଦେଇଥାଏ ଏହି ଜିନିଷ, ଆପଣଙ୍କ ବାଡ଼ିରେ ଅଛି ଏହି ଗଛ

ଆଜି ଆମେ ଯେଉଁ ଖାଦ୍ୟ ବିଷୟ ରେ କହିବା କୁ ଯାଉଛୁ ଏହା ଅନେକ ରୋଗ ପାଁଇ ଲାଭକାରୀ ଅଟେ I କିନ୍ତୁ ଅଜ୍ଞାନତା ଅଭାବ ରୁ ଆପଣ ଏହି ସବୁ ଖାଦ୍ୟ କୁ ସେବନ କରିପାରନ୍ତି ନାହିଁ I ଆଜି ଆମେ ଯେଉଁ ଗଛ ର ନାମ କହିବା କୁ ଯାଉଛୁ ତାହା ହେଉଛି ସଜନା I ଏହି ସଜନା ର ସେବନ ଯିଏ କରନ୍ତି ସେମାନେ ସହଜ ରେ ରୋଗ ରେ ପଡନ୍ତି ନାହିଁ I ସଜନା ପତ୍ର ରେ ଫଲିକ ଏସିଡ , କାର୍ବୋହାଇଡ୍ରେଡ଼ , ଫାଇବର ,ମିନେରାଲ , କ୍ୟାଲସିୟମ , ମ୍ୟାଗନେସିୟମ, ଆଇରନ , ଫସଫରସ , ଜିଙ୍କ ଏବଂ ଅନେକ ପ୍ରକାର ର ଭିଟାମିନ ମଧ୍ୟ ରହିଥାଏ I

ସଜନା ପତ୍ର କୁ ଲୋକେ ରୋଷେଇ କରିକି ସେବନ କରନ୍ତି I ଏହା ଏକ ସ୍ୱାଦିଷ୍ଟ ଖାଦ୍ୟ ଅଟେ I ଏବଂ ଏହା ଶରୀର ପାଁଇ ବିଶେଷ ଲାଭକାରୀ ଅଟେ I ଏଥିରେ ଅନେକ ପୋଷକତତ୍ୱ ରହିଥାଏ I ଏପରି କି କ୍ୟାନ୍ସର ପରି ରୋଗ ମଧ୍ୟ ଅନେକାଂଶ ରେ ଭଲ ହେଇଯାଇଥାଏ I ସଜନା ଶାଗ ସେବନ ଦ୍ୱାରା ମଧୁମେହ ପରି ରୋଗ ମଧ୍ୟ ଭଲ ହେଇଯାଇଥାଏ I

ସଜନା ର ପ୍ରୟୋଗ ଆୟୁର୍ବେଦ ରେ ମଧ୍ୟ ଔଷଧୀୟ ବୃକ୍ଷ ରୂପେ ଉଲେଖ ରହିଛି I ଏପରି କି ସଜନା ର ଫଳ ଯାହା କୁ ଆମେ ସଜନା ଛୁଇଁ ରୂପେ କହିଥାଉ I ଏହି ସଜନା ଛୁଇଁ ର ସେବନ ଦ୍ୱାରା ମଧ୍ୟ ଏହା ଶରୀର ପାଁଇ ବିଶେଷ ଲାଭକାରୀ ହେଇଥାଏ I