ସବୁବେଳେ ଫୋନରେ ବେସ୍ତ ରହୁଥିବାରୁ Sabyasachiଙ୍କ ଉପରେ ରାଗିଲେ ଅର୍ଚ୍ଚିତା, କହିଲେ ଏମିତି କଥା

ଦର୍ଶକବନ୍ଧୁ ଓଲିଉଡ଼ ର ଜବରଦସ୍ତ ଯୋଡି ସବ୍ୟସଚୀ ଓ ଅର୍ଚ୍ଚିତାଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ତେବେ କିଛିଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଅର୍ଚ୍ଚିତା ଓ ସବ୍ୟସଚୀ | କିନ୍ତୁ ବର୍ତମାନ ସମୟରେ ଅର୍ଚିତା ଙ୍କ ତରଫରୁ ସବ୍ୟସଚୀ ଙ୍କୁ ନେଇ ଗୋଟେ ବହୁତ ବଡ କମ୍ପ୍ଲେନ ଶୁଣିବାକୁ ମିଳିଛି | ତେବେ ବନ୍ଧୁଗଣ ଏସବୁ ବିଷୟରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା |


ଗତ ମାର୍ଚ୍ଚ 1 ତାରିଖରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଅର୍ଚ୍ଚିତା ଓ ସବ୍ୟସଚୀ | ତେବେ ଆପଣମାନେ ଜାଣିଥିବେ ଗତ 10 ବର୍ଷ ହେବ ପରସ୍ପରକୁ ଭଲପାଉଥିଲେ ଓ ଶେଷରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଓଲିଉଡ଼ର ଏଇ ଜବରଦସ୍ତ ଯୋଡି | କିନ୍ତୁ ବିବାହ ପରେ ବର୍ତମାନ ସମୟରେ ଅର୍ଚିତା ଙ୍କୁ ସମୟ ଦେଉ ନାହାନ୍ତି ସବ୍ୟସଚୀ | ତେବେ ଆପଣମାନେ ଜାଣିଥିବେ ଓଡ଼ିଶାରେ ବର୍ତମାନ କରୋନା ଭାଇରସ ର ପ୍ରଭାବ ବଢ଼ିବାରେ ଲାଗିଛି |


ଓ ଏପରି ପରିସ୍ଥିତି ରେ ଓଡିଶା ର ଲୋକମାନଙ୍କ ପାଇଁ ଦେବଦାସ ସାଜିଛନ୍ତି ସବ୍ୟସଚୀ ଦରକାର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସବ୍ୟସଚୀ | ସେଥିପାଇଁ ସେ ଅର୍ଚିତା ଙ୍କୁ ସମୟ ଦେଇ ପାରୁନାହାନ୍ତି |ଏହାର କମ୍ପ୍ଲେନ କରି ଅର୍ଚ୍ଚିତା ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସବ୍ୟସଚୀ ଙ୍କର ଗୋଟେ ଭିଡିଓ ପୋଷ୍ଟ କରିଥିଲେ | ଯେଉଁଥିରେ ସେ ଫୋନ ରେ ବ୍ୟସ୍ତ ଥିବାର ନଜର ଆସିଛନ୍ତି |

ନୂଆ ନୂଆ ବିବାହ କରିଥିବା ଅର୍ଚ୍ଚିତା ସବ୍ୟସଚୀ ଙ୍କ ସହ କଥା ହେବାକୁ ଚାହୁଁଥିଲା ବେଳେ ସାବ୍ୟସାଚୀ କିନ୍ତୁ ଫୋନ ରେ ବ୍ୟସ୍ତ ରହିଛନ୍ତି | ଏହା ଛଡା ଅର୍ଚ୍ଚିତା ମଧ୍ୟ ସବ୍ୟସଚୀ ଙ୍କୁ ତାଙ୍କ ଭଲ କାମ ଦେଖି ବହୁତ ପ୍ରଂଶସା ମଧ୍ୟ କରିଛନ୍ତି ତେବେ | ବନ୍ଧୁଗଣ ଆପଣମାନଙ୍କୁ ସବ୍ୟସଚୀ ଓ ଅର୍ଚ୍ଚିତା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |