ଅନେକ ସମୟ ରେ ଏକ ସନ୍ଦେହ ଯେ ପୁରା ପରିବାର ର ବିଶ୍ୱାସ କୁ ଭାଙ୍ଗି ଦେଇଥାଏ I ଏବଂ ଏହି ସନ୍ଦେହ ର ପରିଣାମ କେତେବେଳେ ଭଲ ହେଇଥାଏ ତ କେତେବେଳେ ବହୁତ ଖରାପ ହେଇଥାଏ I ଆଜି ଆମେ ଏଠାରେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କ ଘର ଆମେରିକା ରେ ଓ ସେଠାରେ ଯେଉଁ ମହିଳା ରହିଥାନ୍ତି ତାଙ୍କ ନାମ ମେଳାନୀୟ I ମେଳାନୀୟ ଙ୍କ ପତି ଆମେରିକା ରେ ଏକ କମ୍ପାନୀ ରେ କାମ କରନ୍ତି I ଦୀର୍ଘ ସମୟ ରେ ସେ ଦେଖିବାକୁ ପାଇଥିଲେ କି ତାଙ୍କ ପତ୍ନୀ ମେଳାନୀୟ ସର୍ବଦା ଶାରୀରିକ ପୀଡା ର ବାହାନା କରି ତାଙ୍କ ଠାରୁ ଦୁରେଇ ରହିଥାନ୍ତି I
ଏହା କୁ ନେଇ ସେ ସନ୍ଦେହ କରିବା ଆରମ୍ଭ କରିଥିଲେ I ଏବଂ ଘର ମଧ୍ୟ ରେ ସିସିକ୍ୟାମେରା ଲଗାଇଥିଲେ I କିନ୍ତୁ ସେ ଯାହା ଦେଖିଲେ ଏହା ଅତ୍ୟନ୍ତ ଦୁଃଖ ଦାୟକ ଥିଲା I ତାଙ୍କ ପତ୍ନୀ ସର୍ବଦା ଅନେକ କାମ କରୁଥିଲେ I
ଗୋଟେ ପଟେ ଘର କାମ ଅନ୍ୟପଟେ ପିଲାଟି ର ଦେଖାଶୁଣା ଆଦି କାର୍ଯ୍ୟ I ପିଲାଟି କୁ ବିଳମ୍ବିତ ରାତି ରେ ଶୁଣାଇବା ପରେ ମେଳାନୀୟ ସର୍ବଦା ଥକିଯାଇ ସୋଇଯାଇଥାନ୍ତି I ଯାହା କୁ ନେଇ ସେ ସର୍ବଦା ଦୁଖୀ ରହୁଥିଲେ I ଏବଂ ନିଜ ପତି ଙ୍କୁ ସମୟ ଦେଇପାରୁ ନ ଥିଲେ I
ଏହା ପରେ ସେ ଜାଣିପାରିଥିଲେ କି ତାଙ୍କ ପତ୍ନୀ କେତେ ପରିଶ୍ରମ କରୁଛନ୍ତି ଏବଂ ବାସ୍ତବ ରେ ମା ହେବା ସବୁଠାରୁ ଅଧିକ କଷ୍ଟକର ଅଟେ I ତେବେ ସୋସିଆଲ ମିଡ଼ିଆ ରେ ଏହି ପୋଷ୍ଟ ଦେଖୁ ଦେଖୁ ଖୁବ ଭାଇରଲ ହେଇଯାଇଥିଲା I
ସ୍ତ୍ରୀ ସବୁବେଳେ ରହୁଥିଲେ ଥକା ଥକା, ସ୍ଵାମୀକୁ ହେଲା ସନ୍ଦେହ ରୁମରେ ଲଗାଇଦେଲେ କ୍ୟାମେରା, ଆଉ ଖୋଲିଗଲା ସବୁ ରହସ୍ୟ
