ଆମେ ସମସ୍ତେ ଜାଣିଛୁ ଯେ ବାପ-ଝିଅ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ | ଝିଅ ମାନେ ବାପାଙ୍କ ପାଖରେ ଅତି ପ୍ରିୟ ହୋଇଥାନ୍ତି | ପ୍ରତ୍ୟେକ ପିତାମାନେ ନିଜ ଝିଅ କୁ ନରି ଅନେକ ଗର୍ବ କରିଥାନ୍ତି | କିନ୍ତୁ ପ୍ରତ୍ୟେକ ବାପ-ଝିଅ ଙ୍କ କ୍ଷେତ୍ର ଏହା ହୋଇନଥାଏ | ଏହାର ଏକ ଜ୍ୱଳନ୍ତ ଉଦାହରଣ ଏକ ଘଟଣାରୁ ଦେବାକୁ ଯାଉଛୁ | ଏହି ପୋଷ୍ଟ ମାଧ୍ୟମରେ ଆମେ ଏପରି ଏକ ଘଟଣା ବର୍ଣ୍ଣିତ ଥିବା ଏକ କ୍ଷୁଦ୍ର ଭିଡ଼ିଓ ଦେଖେଇବୁ |
ଏକ ରାକ୍ଷସରୂପି ପିତା କିପରି ନିଜ ଝିଅସହ ଅସଦାଚରଣ କରିଛି,ତାହା ଏହି ଭିଡ଼ିଓ ରେ ବର୍ଣ୍ଣନା କରାଯାଇଛି | ଝିଅର ଜନ୍ମ ଦିନରେ ସେ ନିଜ ଝିଅ କୁ ବାହାରକୁ ବୁଲେଇନେବା ବାହାନାରେ ନେଇ ଦୁଷ୍କର୍ମ କରିଥିଲା | ଏହା ପରେ ସେ ଝିଅ ସହ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିଆସୁଥିଲା | ଝିଅଟି ଘଟୁଥିବା ଘଟଣା କୁ ସହ୍ୟ କରିନପାରି ଏହି ଭିଡ଼ିଓ ମାଧ୍ୟମରେ ନିଜ ରାକ୍ଷସରୂପି ପିତାଙ୍କର ମୁଖା ଖୋଲିଦେଲା |
ଦେଖନ୍ତୁ ଭିଡ଼ିଓ
ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଅନ୍ୟ ମାନଙ୍କ ନିକଟକୁ ସେୟାର କରନ୍ତୁ