ବୋହୁ ସବୁଦିନ ରାତିରେ ନିଜ ପ୍ରେମିକ ସହ କରୁଥିଲେ ଭିଡିଓ କଲ, ଦିନେ ଶାଶୁ ମା ଦେଖିଦେଲେ ଆଉ ତାପରେ …

ବୋହୁ ରାତିସାରା କରୁଥିଲେ ପ୍ରେମୀ ଙ୍କୁ ଭିଡିଓ କଲ I ଅନେକ ସମୟ ରେ ଜୟପୁର ରୁ ମଧ୍ୟ ଅଲଗା ଅଲଗା କାମ ରେ ଶଶୁର ଘର କୁ ମଧ୍ୟ ଡାକିଥିଲେ I ଏହା ପରେ ବୋହୁ ଙ୍କ ର ଏପରି ହରକତ କୁ ନେଇ ବୋହୁ ଙ୍କୁ ଶାଶୁ ଶଶୁର ଗାଳି ଦେଇଥିଲେ I ଏହା ପରେ ବୋହୁ ନିଜ ର ଶାଶୁ ଙ୍କ ର ଗଳା ଚିପି ହତ୍ୟା କରିଥିଲେ I ପ୍ରଥମେ ବୋହୁ କଦଳୀ ଜୁସ ରେ ନିଦ ଔଷଧ ଦେଇଦେଇଥିଲେ ଓ ଏହା ପରେ ଶାଶୁ ଯେତେବେଳେ ନିଦ ରେ ସୋଇପଡ଼ିଥିଲେ ତ ବୋହୁ ନିଜ ପ୍ରେମୀ ଙ୍କୁ ଡାକିଥିଲେ ଓ ଶାଶୁ ଙ୍କ ର ଗଳା ଚିପି ହତ୍ୟା କରିଥିଲେ I

ଯେତେବେଳେ ଶାଶୁ ମରିଯାଇଥିଲେ ତ ବୋହୁ ନୂଆ ଡ୍ରାମା କରିବା କୁ ଘରେ ସାପ ଛାଡି ଦେଇଥିଲେ I ସମସ୍ତ ଙ୍କୁ ଏହା ହିଁ କହିଥିଲେ କି ସାପ କାମୁଡ଼ା ରେ ତାଙ୍କ ଶାଶୁ ଙ୍କ ର ହେଇଯାଇଛି I ଏସିପି ଗୌରବ ଯାଦବ କହିଛନ୍ତି କି ଗ୍ରାମ ର ରାଜେଶ କୁମାର ରିପୋଟ ଦେଇଥିଲେ କି ତାଙ୍କ ପତ୍ନୀ ସୁବୋଧ ହିଁ ଏହି ହତ୍ୟା କରିଛନ୍ତି I ଏବଂ ବୋହୁ ଙ୍କୁ ସହଯୋଗ କରିଛନ୍ତି ତାଙ୍କ ପ୍ରେମୀ ମନୀଷ I ଅଳ୍ପନା ସାରା ରାତି ତାଙ୍କ ପ୍ରେମୀ ଙ୍କ ସହ ଭିଡିଓ କଲିଂ ରେ କଥା ହୁଅନ୍ତି କିନ୍ତୁ ଏହା ଜାଣିବା ପରେ ତାଙ୍କ ଶାଶୁ ତାଙ୍କୁ ଅନେକ ଥର ଗାଳି ଦେଇଛନ୍ତି I ତେବେ ପୁଅ ସଚିନ ଆସାମ ରେ ଚାକିରୀ କରନ୍ତି I

ପୋଲିସ ଯାଞ୍ଚ ପରେ ହତ୍ୟା ର ଆରୋପ ବୋହୁ ଅଳ୍ପନା ଙ୍କୁ ଦୋଷୀ କହିଛନ୍ତି I ଏହା ପରେ କାରଧନୀ ଜୟପୁର ର ସହଯୋଗୀ କ୍ରିଷ୍ଣା କୁମାର ମିନା ନିବାସୀ ଅଵୟପୁର କିଷାନଗଡ଼ ରେଂବଲ ଜୟପୁର ରୁ ଗିରଫ କରାଯାଇଛି I ପୋଲିସ ସମୁଖ ରେ ମଧ୍ୟ ସେ ନିଜ ର ଦୋଷ ସ୍ୱୀକାର କରିଛନ୍ତି I ଏହା ପରେ ଅଳ୍ପନା ଓ କ୍ରିଷ୍ଣା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି I ପ୍ରଥମେ ଗ୍ରାମବାସୀ ଏହା ହିଁ ଭାବିଥିଲେ କି ସାପ କାମୁଡ଼ା ରେ ହିଁ ଶାଶୁ ଙ୍କ ର ମୃତ୍ୟୁ ହେଇଚି I

ତେଣୁ ପୋଲିସ ରେ ମଧ୍ୟ କୌଣସି ରେକର୍ଡ ଦାଖିଲ ହେଇ ନ ଥିଲା I କିନ୍ତୁ କିଛି ଦିନ ପରେ ତାଙ୍କ ସାନ ଭଉଣୀ ଙ୍କ ର ମଧ୍ୟ ମୃତ୍ୟୁ ହେଇଥିଲା I ଏହା ପରେ ବୋହୁ ଓ ପ୍ରେମୀ ଙ୍କ ମଧ୍ୟ ରେ ଥିବା ସମ୍ପର୍କ କୁ ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ ଏବଂ ପୋଲିସ ରେ ରିପୋର୍ଟ ଦେଇଥିଲେ I