ଦୁନିଆର ସବୁଠାରୁ ଧନୀ ଖେଳାଳି ଖେଳନ୍ତି ରାଜସ୍ତାନ ରୟଲସ ଦଳ ପାଁଇ, ଏକୁଟିଆ କିଣି ପାରିବେ IPLର ସବୁ ଦଳକୁ, ନା ଜାଣିଲେ ଆଶ୍ଚର୍ଯ୍ୟ ହେବେ

କୁହାଯାଇଥାଏ ଫୁଟବଲ ଖେଳ ସବୁଠାରୁ ଦାମୀ ଖେଳ ଅଟେ I କିନ୍ତୁ ବର୍ତମାନ ଏପରି ନାହିଁ I IPL ର ଖେଳାଳି ଆଜିକା ସମୟ ରେ ସବୁଠାରୁ ଧନୀ ଖେଳାଳି ଅଟନ୍ତି I IPL କ୍ରିକେଟ ରେ ଯେଉଁ ଖେଳାଳି ଥରେ ଖେଳିବା କୁ ସୁଯୋଗ ପାଇଥାନ୍ତି ସେ ରାତାରାତି କୋଟିପତି ହେଇଯାଇଥାନ୍ତି I

IPL ଏକ ଏପରି ଜଣେ ଖେଳାଳି ମଧ୍ୟ ରହିଛନ୍ତି I ଯିଏ କି ସବୁଠାରୁ ଅଧିକ ଧନୀ ଅଟନ୍ତି I ଏହି ଖେଳାଳି ଙ୍କ ର ନାମ ଆର୍ଯ୍ୟମାନ ବିରଲା ଅଟେ I ଆର୍ଯ୍ୟମାନ ଦୁନିଆ ର ସବୁଠାରୁ ଅଧିକ ଧନୀ ଖେଳାଳି ରୁପେ ପରିଚିତ ଅଟନ୍ତି I ଆର୍ଯ୍ୟମାନ ଙ୍କୁ ରାଜସ୍ତାନ ରୟଲସ 30 ଲକ୍ଷ ଟଙ୍କା ରେ କିଣିଥିଲେ I ତେବେ ଆପଣ ଶୁଣି ଆଶ୍ଚଯ୍ୟ ହେବେ ଆର୍ଯ୍ୟମାନ ହେଉଛନ୍ତି ଦେଶ ର ସବୁଠାରୁ ଧନୀ ବ୍ୟକ୍ତି କୁମାର ମଙ୍ଗଳମ ବିର୍ଲା ଙ୍କ ର ପୁଅ ଅଟନ୍ତି I ଏବଂ ସେ 7.9 ବିଲିୟନ US ଡଲାର ର ମାଲିକ ଅଟନ୍ତି I

ପ୍ରଥମ ଅକ୍ସନ ରେ ଆର୍ଯ୍ୟମାନ ଙ୍କ ର ନାମ ଆସି ନ ଥିଲା ବୋଲି ପୁଣି ଥରେ ବିଡିଂ କରାଯାଇଥିଲା I ଏବଂ ରାଜସ୍ତାନ ରୟଲସ ରେ ଆର୍ଯ୍ୟମାନ ଙ୍କୁ 30 ଲକ୍ଷ ଟଙ୍କା ରେ କିଣାଯାଇଥିଲା I ତାଙ୍କ ର ବେସ ପ୍ରାଇସ 20 ଲକ୍ଷ ଟଙ୍କା ଥିଲା I