ଆଜିକା ସମୟ ରେ ଦୁନିଆ ରେ ଲୋକ ଙ୍କ ର ସବୁଠାରୁ ଅଧିକ ପସନ୍ଦିତା ଖେଳ ହେଉଛି କ୍ରିକେଟ ଖେଳ I ଲୋକେ କ୍ରିକେଟ ଖେଳ କୁ ଅଧିକ ପସନ୍ଦ କରିଥାନ୍ତି I ଆଜି ଆମେ ଏପରି କିଛି ଭାରତୀୟ ଟିମ ର ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ ସବୁଠାରୁ ଅଧିକ ଇନକମ ଟ୍ୟାକ୍ସ ଦେଇଥାନ୍ତି I
1.ମହେନ୍ଦ୍ର ସିଂ ଧୋନି
ଏହି ଲିଷ୍ଟ ରେ ସର୍ବ ପ୍ରଥମ ନାମ ହେଉଛି ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି I
ବିଗତ ଦିନ ରେ ମହେନ୍ଦ୍ର ସିଂ ଧୋନି ଭାରତୀୟ ରାଷ୍ଟ୍ରୀୟ ଟିମ ର ଜଣେ ସଫଳ କ୍ୟାପଟେନ ରୂପେ ନିଜ ର ଦାଇତ୍ୱ ନିର୍ବାହ କରିଛନ୍ତି I ସେ ଅନେକ ଦାମୀ କମ୍ପାନୀ ର ବ୍ରାଂଡ଼ ଆମ୍ବାସଡର ଅଟନ୍ତି I ବିଗତ ବର୍ଷ ମହେନ୍ଦ୍ର ସିଂ ଧୋନି 48 କୋଟି ଟଙ୍କା ଟ୍ୟାକ୍ସ ଆକାର ରେ ଦେଇଥିଲେ I
2.ବିରାଟ କୋହଲି
ଏହି ଲିଷ୍ଟ ରେ ଆଗାମୀ ନାମ ହେଉଛି ବର୍ତମାନ ର ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ଙ୍କ ର I ପୁରା ଦୁନିଆ ରେ ବିରାଟ କୋହଲି ଅନେକ ସୁନାମ ଅର୍ଜନ କରିଛନ୍ତି I ଆଜିକା ସମୟ ରେ ବିରାଟ କୋହଲି ଜଣେ ଷ୍ଟାର ସେଲିବ୍ରେଟି ଅଟନ୍ତି I
କ୍ରିକେଟ ଖେଳ ଛଡା ବିରାଟ କୋହଲି ଅନେକ କମ୍ପାନୀ ଯେପରି କି – ବୁଷ୍ଟ , କୋଲଗେଲ – ପାମୋଲିଭ , ହର୍ବଲଲାଇଫ , ଏମଆରଏଫ , ନୀତେଶ ଆସେଟ୍ସ , ଟିବିଏସ ମୋଟର ଓ ସ୍ପୋର୍ଟ୍ସ କମ୍ପାନୀ ରେ ପୁମା ପରି କମ୍ପାନୀ ର ବିଜ୍ଞାପନ କରିଥିଲେ I ବିଗତ ଦିନ ରେ ବିରାଟ କୋହଲି ଏକ 100 କୋଟି ଟଙ୍କା ର ପ୍ରୋଜେକ୍ଟ ରେ ସାଇଁନ କରିଛନ୍ତି I ବିଗତ ବର୍ଷ ବିରାଟ କୋହଲି 42 କୋଟି ଟଙ୍କା ର ଟ୍ୟାକ୍ସ ଜମା କରିଛନ୍ତି I
3.ସଚିନ ତେନ୍ଦୁଲକର
ଏହି ଶୁଚି ରେ ଶେଷ ନାମ ହେଉଛି ସଚିନ ତେନ୍ଦୁଲକର ଙ୍କ ର I ସଚିନ ତେନ୍ଦୁଲକର ଙ୍କୁ ଲୋକେ କ୍ରିକେଟ ର ଭଗବାନ ବୋଲି ମଧ୍ୟ କହିଥାନ୍ତି I ସଚିନ ତେନ୍ଦୁଲକର ଅନେକ ବଡ଼ ବଡ଼ କମ୍ପାନୀ ର ବ୍ରାଂଡ଼ ଆମ୍ବାସଡର ଅଟନ୍ତି I ସେ ବିଗତ ବର୍ଷ 19 କୋଟି ଟଙ୍କା ର ଇନକମ ଟ୍ୟାକ୍ସ ଦେଇଛନ୍ତି I