ସଚିନ ତେନ୍ଦୁଲକର ଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ପଡିଯାଇଛନ୍ତି ଏହି ଯୁବତୀ ଙ୍କ ପ୍ରେମରେ, ଝିଅକୁ ଦେଖିକି ଆପଣ ଝଟକା ଖାଇଯିବେ

ସଚିନ ତେନ୍ଦୁଲକର ଏକ ବଡ଼ ନାମ ଏହା ଆପଣମାନେ ବି ଜାଣିଛନ୍ତି I କ୍ରିକେଟ ଇତିହାସ ରେ ସ୍ରେଷ୍ଟ ବ୍ୟାଟ୍ସମ୍ୟାନ ଭାବ ରେ ସେ ପରିଚିତ ଅଟନ୍ତି I ସଚିନ ତେନ୍ଦୁଲକର ଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ରେ ସନମନିତ କରିଥିଲେ I ଲୋକେ ସଚିନ ଙ୍କୁ କ୍ରିକେଟ ର ଭଗବାନ ବୋଲି ମଧ୍ୟ ମାନିଥାନ୍ତି I ତେବେ ବିଗତ କିଛି ଦିନ ହେବ ସଚିନ ଙ୍କ ର ପୁଅ ଖୁବ ଚର୍ଚା ରେ ରହିଛନ୍ତି I ତାଙ୍କ ର ପୁଅ ମିଡ଼ିଆ ରେ ଆଜିକାଲି ଖୁବ ଚର୍ଚା ରେ ରହିବାର ଦେଖିବାକୁ ମିଳିଛି I

ଅଧିକାଂଶ ଲୋକେ ଜାଣିଛନ୍ତି I

ଅଧିକାଂଶ ଲୋକେ ବି ସଚିନ ଙ୍କ ର ପୁଅ ତାଙ୍କ ପିତା ଙ୍କ ପରି ହେବାକୁ ଚାହୁଁଛନ୍ତି I ସଚିନ ଙ୍କ ର ପୁଅ ର ନାମ ଅର୍ଜୁନ ତେନ୍ଦୁଲକର ଅଟେ I ତେବେ ସେ ବି ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି I ସେ ମୁମ୍ୱାଇ ଦଳ ରେ ଖେଈବାର ଦେଖିବାକୁ ମିଳିଛି I ଏବଂ IPL ରେ ବି ଖେଳିଛନ୍ତି I

ଆଜିକାଲି ଅର୍ଜୁନ ତେନ୍ଦୁଲକର ଚର୍ଚା ରେ
ଆଜିକାଲି ଅର୍ଜୁନ ତେନ୍ଦୁଲକର ବେଶ ଚର୍ଚା ରେ ରହିଛନ୍ତି I ତେବେ ସେ ତାଙ୍କ ଖେଳ ପାଁଇ ଚର୍ଚା ରେ ନାହାନ୍ତି ସେ ଏକ ଯୁବତୀ ଙ୍କ ପାଁଇ ଚର୍ଚା ରେ ଅଛନ୍ତି I ତେବେ ଅର୍ଜୁନ ତେନ୍ଦୁଲକର ଜଣେ ଏପରି ଯୁବତୀ ଙ୍କୁ ପ୍ରେମ କରୁଛନ୍ତି ଯାହାଙ୍କୁ ଅନେକ ବଡ଼ ବଡ଼ ଲୋକେ ବିବାହ କରିବାକୁ ଅନେକ ବସିଛନ୍ତି I

ଜାଣିରଖନ୍ତୁ ଅର୍ଜୁନ ତେନ୍ଦୁଲକର
ଦେଖିବାକୁ ଗଲେ ଅର୍ଜୁନ ତେନ୍ଦୁଲ କର ଙ୍କ ର ସମ୍ପୂର୍ଣ ଧ୍ୟାନ ତାଙ୍କ ଖେଳ ରେ ହିଁ ରହିଥାଏ I ତେବେ ସେ ଯେଉଁ ଯୁବତୀ ଙ୍କୁ ପ୍ରେମ କରିବସିଚନ୍ତି ସେହି ଯୁବତୀ ଇଂଲଣ୍ଡ ରେ ରହିଥାନ୍ତି I କିଛି ଲୋକେ ତ କହୁଛନ୍ତି ସେ ଦୁହେଁ କେବଳ ଭଲ ବନ୍ଧୁ I

ଆପଣଙ୍କୁ କହିରଖୁ କି ଲୋକେ ଅର୍ଜୁନ ଡେନିୟାଲ
ଅର୍ଜୁନ ଓ ଡେନିୟାଲ ପରସ୍ପର ସହ ବେଶ ପରିଚିତ ଅଟନ୍ତି I ଏବଂ ଲୋକେ କହିବା ଅନୁସାରେ ଏ ଦୁହେଁ କେବଳ ଭଲ ବନ୍ଧୁ ଅଟନ୍ତି I କିନ୍ତୁ କିଛି ଲୋକେ ଏହି ଦୁଇ ଙ୍କ ର ପ୍ରେମ ସମ୍ପର୍କ କୁ ନେଇ ଆଲୋଚନା କରୁଛନ୍ତି I

ଡେନିୟାଲ ଙ୍କ ର ବୟସ 26
ଦେଖିବାକୁ ଗଲେ ଡେନିୟାଲ ଙ୍କ ର ବୟସ 26 ଓ ଅର୍ଜୁନ ତେନ୍ଦୁଲ କର ଙ୍କ ର ବୟସ 18 ବର୍ଷ ଅଟେ I ତେବେ ବିଗତ ଦିନ ରେ ଡେନିୟାଲ ବିରାଟ ଙ୍କୁ ପ୍ରେମ ନିବେଦନ କରିବା ର କଥା ବି ବେଶ ଜୋର ଧରିଥିଲା I