ଶାହରୁଖ ଖାନଙ୍କ ର ଝିଅ ସୁହାନା ଏହି କ୍ରିକେଟରଙ୍କୁ କରନ୍ତି ପସନ୍ଦ,ନାଁ ଶୁଣିକି ଉଡିଯିବ ହୋସ

ବଲିଉଡ ର କିଙ୍ଗ ଖାଁ ଅର୍ଥାତ ସାରୁଖାନ ଙ୍କ ର ଆକ୍ଟିଙ୍ଗ ରେ ଆଜି ବି ଲୋକେ ପାଗଳ ହେଇଥାନ୍ତି I ଆଜି ବି ସାରୁଖାନ ଙ୍କ ର ଫିଲ୍ମ ସୁପର ହିଟ ହେଇଥାଏ I ତେବେ ଦେଖିବାକୁ ଗଲେ ଆଜିକା ସମୟ ରେ ସାରୁଖାନ ଜଣେ ବଡ଼ ଷ୍ଟାର କଳାକାର ଭାବ ରେ ପରିଚିତ ହେଇଛନ୍ତି I ସେ ନିଜ କ୍ୟାରିୟର ରେ ଅନେକ ସୁପରହିଟ ଫିଲ୍ମ କରିଛନ୍ତି I

ତେବେ ସାରୁଖାନ ଙ୍କ ର ଝିଅ ସୁହାନା ବି ଦେଖିବାକୁ ତାଙ୍କ ପିତା ଙ୍କ ପରି ସୁନ୍ଦର ଅଟନ୍ତି I ସେ ବର୍ତମାନ 18 ବର୍ଷ ର ହେଇଗଲେଣି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ବଲିଉଡ ରେ ଡେବ୍ୟୁ କରିନାହାନ୍ତି I କିନ୍ତୁ ତାଙ୍କ ର ଯେତିକି ଲୋକପ୍ରିୟନ୍ତ କୌଣସି ସେ ଅଭିନେତ୍ରୀ ଠାରୁ କମ ନୁହନ୍ତି I ସେ ସୋସିଆଲ ମିଡ଼ିଆ ରେ ବି ଖୁବ ଚର୍ଚା ରେ ରହିଥାନ୍ତି I

ସୁହାନା ଙ୍କୁ ଲୋକେ ଅନେକ ଥର ତାଙ୍କ ପିତା ଙ୍କ ସହ ଟିମ କୋକଲତା ର ମ୍ୟାଚ ସମୟ ରେ ବି ଦେଖିବାକୁ ମିଳିଛି I ସୁହାନା ଙ୍କୁ କ୍ରିକେଟ ଦେଖିବାକୁ ଖୁବ ପସନ୍ଦ ଅଟେ I

ଏବଂ ବର୍ତମାନ ର ସବୁଠାରୁ ପପୁଲାର ଷ୍ଟାର କିଡ଼ ଭାବ ରେ ସୁହାନା ପରିଚିତ ଅଟନ୍ତି I ସୁହାନା ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ର ଅନେକ ଫୋଟୋ ଭାଇରଲ ବି ହେଇଚି I ଏବଂ ତାଙ୍କ ର ସ୍ବପ୍ନ ତାଙ୍କ ପିତା ଙ୍କ ପରି ଜଣେ ବଡ଼ କଳାକାର ହେବାକୁ I

କିନ୍ତୁ ଆପଣ ହୁଏତ ଜାଣି ନ ଥିବେ ସୁହାନା ଜଣେ କ୍ରିକେଟର ଙ୍କୁ ପସନ୍ଦ କରିସାରିଛନ୍ତି I ନିଜ ପିତା ଙ୍କ ର ହିଁ ଦଳ ର ଅର୍ଥାତ କୋଲକାତା ନାଇଟ ରାଇଡର ଦଳ ର ଜଣେ ଖେଳାଳି I ସୁହାନା ଯେଉଁ କ୍ରିକେଟର ଙ୍କୁ ପସନ୍ଦ କରୁଛନ୍ତି ତାଙ୍କ ର ନାମ ହେଉଛି ଶୁଭମ ଗିଲ I ଦେଖିବାକୁ ସେ ଖୁବ ହ୍ୟାଣ୍ଡସମ ଅଟନ୍ତି I

ସୂଚନା ମୁତାବିକ ଶୁଭମ ୱାର୍ଲଡ କପ ଅଣ୍ଡର 19 ରେ ଭାରତ ପାଁଇ ଖେଳିଥିଲେ I ଏବଂ ମୈଦାନ ରେ ତାଙ୍କୁ ସର୍ବଦା ଗ୍ରାଉଣ୍ଡ ମଝି ରେ ଦେଖିବାକୁ ମିଳିଥାଏ I