ପ୍ରତୋକ ବ୍ୟକ୍ତି ନିଜ ର ମୋଟାପଣ କୁ ନେଇ ଚିନ୍ତିତ ହେଇଥାନ୍ତି I କାରଣ ଵ୍ୟସ୍ତବହୁଳତା ଜୀବନ କୁ ନେଇ ଲୋକେ ନିଜ ସ୍ଵାସ୍ତ୍ୟ ର ଯତ୍ନ ନେଇପାରନ୍ତି ନାହିଁ I ତେଣୁ କିଛି ଲୋକେ ଜିମ ଯାଇକି ବ୍ୟାୟାମ କରିଥାନ୍ତି ଏବଂ ସେଠାରେ ଝାଳ ବୁହାଇ ନିଜ ର ଓଜନ କମାଇବା କୁ ଚେଷ୍ଟା କରିଥାନ୍ତି I କିନ୍ତୁ ଆଜି ର ଏହି ଉପାୟ ରେ ଯଦି ଆପଣ ସକାଳୁ ସକାଳୁ ପାଣି ପିଉଛନ୍ତି ତେବେ ବିଶେଷ ରୂପେ ଏହା ଶରୀର ପାଁଇ ଲାଭକାରୀ ହେଇଥାଏ I ଆପଣ ଏହି ସକାଳ ସମୟ ରେ ଗରମ ପାଣି ର ସେବନ କରିପାରିବେ ଯାହା କି ଶରୀର ପାଁଇ ଲାଭକାରୀ ହେଇଥାଏ ଏହା ଦ୍ୱାରା ଆପଣ ଙ୍କୁ ଜିମ ରେ ବେଶୀ ପରିଶ୍ରମ କରିବା ର ଆବଶ୍ୟକ ପଡିବ ନାହିଁ I
ଓଜନ କମାଇବା କୁ ସକାଳୁ ଗରମ ପାଣି ର ବ୍ୟବହାର ବିଶେଷ ଲାଭକାରୀ ଉପାୟ ଅଟେ I କିନ୍ତୁ ଆପଣ ଏହି ପାଣି ରେ ଏକ ଲେମ୍ବୁ ଓ ଏକ ଚାମଚ ମହୁ ପକାଇ ଦିଅନ୍ତୁ ଦେଖିବେ ଶୀଘ୍ର ପେଟ ର ଚର୍ବି ତରଳି ଯିବ I କାରଣ ଲେମ୍ବୁ ରେ ଥିବା ତତ୍ୱ ପେଟ ର ଚର୍ବି କମାଇବା ପାଁଇ ବିଶେଷ ରୂପେ ଲାଭକାରୀ ହେଇଥାଏ I ଏହା ଦ୍ୱାରା ଶରୀର ର ଅତ୍ୟଧିକ ଚର୍ବି ଅଂଶ ତରଳିଯାଇଥାଏ I
ଶରୀର ପାଁଇ ପ୍ରତୋକ ଦିନ ସକଳୁ ଯୋଗା କରିବା ମଧ୍ୟ ଲାଭକାରୀ ହେଇଥାଏ I ଯୋଗ କରିବା ଦ୍ୱାରା ଆପଣ ଙ୍କ ର ମନ ଶାନ୍ତ ରହିଥାଏ ଓ ଶରୀର ର ଥକାପଣ ଦୂର ହେଇଥାଏ I ଏହା ଦ୍ୱାରା ଆପଣ ନିଜ କୁ ଫିଟ ରଖିପାରିଥାନ୍ତି I
ସକାଳୁ ସକାଳୁ ଯଦି ପାଣି ପିଉଛନ୍ତି ତେବେ ଏହି ଜିନିଷକୁ କରନ୍ତୁ ସାମିଲ, ତାପରେ ଦେକାନ୍ତୁ କିପରି ଗାଏବ ଗୋଇଯିବ ପେଟ ଚର୍ବି
