ମାତ୍ର 7 ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ଗୋଟିଏ ଜିନିଷ, ଜୀବନରେ କେବେବି ହେବନି ଗ୍ୟାସର ସମସ୍ୟା, ସବୁବେଳେ ରହିବେ ଫିଟ

ଆଜିକାଲି ର ବ୍ୟସ୍ତମୟ ଜୀବନ ରେ ଲୋକେ ନିଜ ର ସ୍ଵାସ୍ତ୍ୟ ର ଯତ୍ନ ନେବାକୁ ସମୟ ଦେଇପାରନ୍ତି ନାହିଁ I ତେଣୁ ଅନେକ ଲୋକେ ନାନା ପ୍ରକାର ର ରୋଗ ରେ ପଡ଼ିଥାନ୍ତି I ନିଜ ର ସଠିକ ସମୟ ରେ ଖାଦ୍ୟପେୟ ର ଧ୍ୟାନ ଦେଇ ନ ପରିବା କାରଣ ରୁ ଲୋକେ ନାନା ପ୍ରକାର ର ଗ୍ୟାସ୍ଟ୍ରିକ ପରି ସମସ୍ୟା ର ସମୁଖୀନ ହେଇଥାନ୍ତି I

ପେଟ ରେ ଗ୍ୟାସ ହେବା ଏକ ସାଧାରଣ କଥା ଏବଂ ଏହି ରୋଗ ଆପଣ ଙ୍କ ର ଯେ କୌଣସି ବୟସ ରେ ବି ହେଇପାରେ I ଏହା ଆଗକୁ ବଢ଼ିକି ଅଳସର ହେଇଥାଏ I ତେଣୁ ସଠିକ ସମୟ ରେ ଏହା ର ଚିକିତ୍ସା କରିବା ଉଚିତ I ଗ୍ୟାସ ଜନିତ ସମସ୍ୟା ଥିବା ଲୋକ ଙ୍କ ର ଠିକ ରେ ଖାଦ୍ୟ ହଜମ ନ ହେବା ସହ ନାନା ସମସ୍ୟା ବି ଦେଖିବାକୁ ମିଳିଥାଏ I

ଏବଂ ଏହା କୁ ଭଲ କରିବାକୁ ଆପଣ ନାନା ପ୍ରକାର ର ଔଷଧ ର ସେବନ କରିଥାନ୍ତି I କିନ୍ତୁ ଏହି ଔଷଧ ମାତ୍ର କିଛି ସମୟ ପାଁଇ ହିଁ କାମ ଦେଇଥାଏ I ତେଣୁ ଗ୍ୟାସ ରୁ ରକ୍ଷା ପାଇବାକୁ ହେଲେ ନିଜ ର ଖାଦ୍ୟ କୁ ସଠିକ ସମୟ ରେ ଖାଇବା ଉଚିତ I ଯଦି ଆପଣ ଙ୍କ ର ପେଟ ରେ ଦରଜ , ପେଟ ଏସିଡ଼ିଟି ପରି ସମସ୍ୟା ଦେଖାଯାଉଛି ତ ଆପଣ ମାନସିକ ରୂପେ ବି କମଜୋର ହେଇଥାନ୍ତି I

ଯଦି ଆପଣ ଚାହାନ୍ତି କି ଏହି ଗ୍ୟାସ ଜନିତ ସମସ୍ୟା ରୁ ଦୁରେଇ ରହିବାକୁ ତେବେ ତେଲ ଜିନିଷ , ଫାସ୍ତଫାଡ ପରି ଜିନିଷ କୁ ଖାନ୍ତୁ ନାହିଁ ଓ ସକାଳୁ ଅଳ୍ପ ଅଲବୀରା 7 ଦିନ ପର୍ଯ୍ୟନ୍ତ ଖାଲି ପେଟ ରେ ଖାନ୍ତୁ I

ଯଦି ଆପଣ ଖାଦ୍ୟ ଖାଇବା ସମୟ ରେ ପାଣି ପିଅନ୍ତି ତ ଏହା ଆପଣ ଙ୍କ ର ପାଚନ ରସ କୁ ନଷ୍ଟ କରିଥାଏ ତେଣୁ ଖାଦ୍ୟ ଖାଇସାରି ହିଁ ପାଣି ପିଇବା ଉଚିତ I ନଚେତ ଖାଦ୍ୟ ଖାଇବା ପୂର୍ବ ରୁ ପାଣି ପିଅନ୍ତୁ I ଏବଂ ଯଦି ଚାହିଁବେ ତେବେ 7 ଦିନ ସକାଳୁ ଖାଲିପେଟରେ aloe vera ର ସେବନ କରନ୍ତୁ |