ସକାଳୁ ଉଠିବା ମାତ୍ରେ ତିନିଟି ଶବ୍ଦର ଏହି ମନ୍ତ୍ର ଜପନ୍ତୁ, ବଡରୁ ବଡ ଭିକାରି ବି ହୋଇଯାଏ କୋଟିପତି

ଏହି ଦୁନିଆ ରେ ପ୍ରତୋକ ବ୍ୟକ୍ତି ସବୁ ସୁଖ ସୁବିଧା ହାସିଲ କରିବାକୁ ଚାହିଁଥାନ୍ତି I କିନ୍ତୁ ଅନେକ କ୍ଷେତ୍ର ରେ ଲୋକେ କଠିନ ପରିଶ୍ରମ କରି ମଧ୍ୟ ଜୀବନ ରେ ସଫଳତା ହାସିଲ କରିପାରନ୍ତି ନାହିଁ I ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ମନ୍ତ୍ର ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ଙ୍କ ର ସୁଖ ଶାନ୍ତି ର କାରଣ ହେଇପାରେ I

ଶାସ୍ତ୍ର ଅନୁସାରେ ଏହି ମନ୍ତ୍ର ଗୁଡିକ ବିଶେଷ ପ୍ରଭାବଶାଳୀ ଅଟେ I ଏବଂ ଏହି ମନ୍ତ୍ର ର ଚମତ୍କାରିତା କୁ ନେଇ ଲୋକେ ଜୀବନ ରେ ଅନେକ ସଫଳତା ମଧ୍ୟ ହାସିଲ କରିଥାନ୍ତି I

୧. ସକାଳୁ ଉଠି ଆପଣ ଦୁଇ ହାତ ଯୋଡି ଏହି ମନ୍ତ୍ର ଜପ କରନ୍ତୁ
କରାଗରେ ବସତି ଲକ୍ଷ୍ମୀ , କରାମଧ୍ୟେ ସରସ୍ବତୀ I
କରମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନାମ II

୨.ମାଟି ରେ ପାଦ ରଖିବା ପୂର୍ବ ରୁ ମନ୍ତ୍ର
ସମୁଦ୍ରଵସତେ ଦେବୀ ପର୍ବତଶତନମଣ୍ଡଳେ I
ବିଷ୍ଣୁପତି ନମସ୍ତୁଭଃୟଂ ପାଡ଼ସ୍ପର୍ସ କ୍ଷମାସବ୍ୟାମେ II

୩.ଭୋଜନ ପୂର୍ବ ରୁ
ଓଁ ସହ ନବବତୁ , ସହ ନୌ ଭୁନକ୍ତୁ , ସହ ବୀର୍ଯ୍ୟ କ୍ରାବଭେ I
ତେଜସ୍ୱି ନାବଧୀତମସ୍ତୁ ମା ବିଦୂଷବହେ I
ଓଁ ଶାନ୍ତି ଶାନ୍ତି ଶାନ୍ତି II
ଅରଣାପୂର୍ଣ୍ଣ ସଦାପ୍ରଣେ ଶଙ୍କର ପ୍ରାଣ ବ୍ଳଲାଭେ I
ଜ୍ଞାନ ବୈରାଗ୍ୟ ସିଡ଼ଆରଥ ଭିଖା ଦେହି ଚ ପାର୍ବତୀ II
ବ୍ରାହ୍ମଣ ବ୍ରହ୍ମବିଗ୍ରହଗ୍ରୀ ବ୍ରାହ୍ମଣ ହୁତାମ I
ବ୍ରାହ୍ମଣ ତେନ ଗନ୍ତବ୍ୟ ବ୍ରହ୍ମକର୍ତା ସମାଧିନା II