ସଲମାନ ଖାନ ଏହି ଅଭିନେତ୍ରୀଙ୍କର ମାଙ୍କ ସାଙ୍ଗରେ କରିବାକୁ ଚାହିଁଥିଲେ ବିବାହ, କିନ୍ତୁ ଏହି କାରଣ ପାଇଁ ହେଇପାରିଲା ନାହିଁ ବାହାଘର

ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତା ସଲ୍ମାନ ଆଜି ଜଣେ ସୁପର ଷ୍ଟାର ରୂପେ ପରିଚିତ ଅଟନ୍ତି I ସଲ୍ମାନ ବଲିଉଡ ଜଗତ ରେ ପ୍ରାୟ 90 ଦଶକ ରୁ ଜଣେ ସକ୍ରିୟ ଅଭିନେତା ରୂପେ କାମ କରିଆସୁଛନ୍ତି I ସଲ୍ମାନ ଙ୍କ ର ଜନ୍ମ 27 ଡିସେମ୍ବର 1955 ମସିହା ରେ ହେଇଥିଲା I ଆଜିକା ସମୟ ରେ 53 ବର୍ଷ ବୟସ ରେ ପଦାର୍ପଣ କରିଛନ୍ତି I ସଲ୍ମାନ ଙ୍କ ର ଆଗାମୀ ଫିଲ୍ମ ଦବଂଗ 3 20 ଡିସେମ୍ବର ରେ ରିଲିଜ ହେବାକୁ ଯାଉଛି I ଏବଂ ସେ 27 ଡିସେମ୍ବର ରେ ନିଜ ର 54 ତମ ଜନ୍ମ ଦିନ ମଧ୍ୟ ପାଳନ କରିବେ I


ଏହି ବୟସ ରେ ମଧ୍ୟ ସଲ୍ମାନ ଅବିବାହିତ ହେଇ ରହିଛନ୍ତି I ସଲ୍ମାନ ଙ୍କ ର ଜୀବନ ରେ ଅନେକ ଯୁବତୀ ଆସିଛନ୍ତି ଓ ଯାଇଛନ୍ତି I କିନ୍ତୁ ସେ ବିବାହ କରିପାରି ନାହାନ୍ତି I କିନ୍ତୁ ସଲ୍ମାନ ଜଣେ ଯୁବତୀ ଙ୍କୁ ପ୍ରେମ କରିଥିଲେ ଓ ତାଙ୍କୁ ବିବାହ କରିବା କୁ ମଧ୍ୟ ଅଧିକ ଇଚ୍ଛା କରିଥିଲେ I

ଏହି ଯୁବତୀ ଙ୍କ ର ନାମ ସାହିନ ଅଟେ I ସେ ଅଭିନେରୀ ସୟେସ ସେଗାଲ ଙ୍କ ର ମା ଅଟନ୍ତି I ଲୋକ ଙ୍କ ର କହିବା ଅନୁସାରେ ସାହିଁନ ଓ ସଲ୍ମାନ ଙ୍କ ର ପ୍ରେମ କାହାଣୀ କଲେଜ ସମୟ ର ଅଟେ I କଲେଜ ବାହାରେ ସଲ୍ମାନ ତାଙ୍କୁ ଅନେକ ସମୟ ଧରି ଅପେକ୍ଷ୍ୟା କରୁଥିଲେ ଏବଂ ନିଜ ପରିବାର ଲୋକ ଙ୍କ ସହ ମଧ୍ୟ ତାଙ୍କୁ ସାକ୍ଷ୍ୟାତ କରାଇଥିଲେ I ସଂଗୀତା ବିଜଲାନି ଙ୍କ କାରଣ ରୁ ତାଙ୍କ ର ବିବାହ ହେଇପାରି ନ ଥିଲା I