ବଲିଉଡ ରେ ବର୍ତମାନ ସମୟ ରେ ଅନେକ କଳାକାର ଅଛନ୍ତି ଏବଂ ସଲ୍ମାନ ସଫଳତା ର ଶୀର୍ଷ ରେ ଅଛନ୍ତି I ସେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଖୁସି ରେ ଅଛନ୍ତି I ହେଲେ ଆଜି ଆମେ ସଲ୍ମାନ ଙ୍କ ସହ ଜଡିତ ଏପରି କିଛି କହିବାକୁ ଯାଉଛୁ ଯାହା ଆପଣ ଶୁଣି ଆଶ୍ଚଯ୍ୟ ହେବେ I
ବଲିଉଡ ର କଳାକାର ସଲ୍ମାନ ସର୍ବଦା କାହାରି ନା କାହାରି ସହାୟତା କରିଥାନ୍ତି I ଏବଂ ତାଙ୍କ ର NGO ହ୍ୟୁମାନ ବିଙ୍ଗ ସର୍ବଦା ଗରିବ ବେସାହାରା ଲୋକ ଙ୍କ ର ସହାୟତା କରିଥାଏ I ସଲ୍ମାନ ନିଜ ରୋଜଗାର ର ଏକ ଭାଗ ଭଲ କାମ ରେ ହିଁ ଖର୍ଚ୍ଚ କରିଥାନ୍ତି I ଏବଂ ସଲ୍ମାନ ଙ୍କ ର ବଡିଗାର୍ଡ ସଲ୍ମାନ ଙ୍କ ସହ ସବୁ କ୍ଷେତ୍ର ରେ ସୁରକ୍ଷ୍ୟା ପ୍ରଦାନ କରିଥାନ୍ତି I
ଆଜିକା ସମୟ ରେ ସେରା ବେଶ ଖୁସି ଅଛନ୍ତି ଏବଂ ସଲ୍ମାନ ଙ୍କ ର ଜନ୍ମ ଦିନ ରେ ସେରା ଏକ ଉପହାର ଦେଇଛନ୍ତି I ସେରା ଙ୍କ ର ଏହି ଗିଫ୍ଟ ସଲ୍ମାନ ଙ୍କୁ ବେଶ ପସନ୍ଦ ଆସିଛି I ଏବଂ ସଲ୍ମାନ ସେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି I ସଲ୍ମାନ ଏହି ଗିଫ୍ଟ କୁ ନେଇ ବେଶ ଚର୍ଚା ରେ ଅଛନ୍ତି I
ବଡିଗାର୍ଡ ସେରା ସଲ୍ମାନ ଙ୍କ ଜନ୍ମ ଦିନ ରେ ତାଙ୍କୁ ଏକ କଳା ଚଶ୍ମା ଉପହାର ଦେଇଛନ୍ତି I ଯାହା କି ଫିଲ୍ମ ବଡିଗାର୍ଡ ରେ ସଲ୍ମାନ ପିନ୍ଧିଥିଲେ I ଏହି ଚଶ୍ମା ପାଇ ସଲ୍ମାନ ବେଶ ଖୁସି ମଧ୍ୟ ଅଛନ୍ତି ଏବଂ ସେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି I
ସଲମାନ ଖାନଙ୍କ ଜନ୍ମ ଦିନରେ ବଡିଗାର୍ଡ ସେରା ଦେଲେ ଏହି ଉପହାର, ଗିଫ୍ଟ ଦେଖିକି ଆଖି ବନ୍ଧ କରିପାରିଲେ ନାହିଁ ପୁରା ଫିଲ୍ମ ଜଗତ ..ସଲମାନ କହିଲେ ଏହାର କଣ ଆବଶ୍ୟକତା ଥିଲା …
