ବର୍ଷା ଙ୍କୁ ଝୁରୁଛନ୍ତି କି ଅନୁଭବ ସ୍ତ୍ରୀଙ୍କ ଜନ୍ମ ଦିନରେ ସୂବେସ୍ୟା ଜଣାଇଲେ ସ୍ୱାମୀ ଅନୁଭବ ବିବାଦ ଭିତରେ ବର୍ଷା ଙ୍କ ଜନ୍ମଦିନ ର ସୂବେସ୍ୟା ଜଣାଇଲେ | ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଜନ୍ମଦିନ ରେ ସୂବେସ୍ୟା ଜଣାଇଲେ ସ୍ୱାନି ଅନୁଭବ ମହାନ୍ତି | ସୋସିଆଲ ମିଡିଆରେ ବର୍ଷା ଙ୍କୁ ଜନ୍ମ ଦିନ ର ସୂବେସ୍ୟା ଜଣାଇଛନ୍ତି | ଅନୁଭବ ଅନେକ ଦିନ ଧରି ଏମାନଙ୍କ ମଧ୍ୟରେ ବିବାଦ ରହି ଆସିଥିଲେ ଭି ଆଜି ନିଜ ପତ୍ନୀଙ୍କୁ ସୂବେସ୍ୟା ଜଣାଇଛନ୍ତି |
ସ୍ୱାମୀ ଅନୁଭବ ବିବାଦ ବିଚ୍ଛେଦ ମାମଲା କୁ ନେଇ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଏହାରି ଭିତରେ ନିଜ ଜନ୍ମଦିନ ର ସୂବେସ୍ୟା ଜଣାଇଛନ୍ତି ଅନୁଭବ| ଟ୍ୱିଟ କରି ସୂବେସ୍ୟା ଜଣାଇବା ସହ ଲେଖିଛନ୍ତି ଆମେ ଦୁହେଁ ଭଲ ସ୍ୱାମୀ ସ୍ତ୍ରୀ ହୋଇପାରିଲିନୁ ସତ କିନ୍ତୁ ଉଭୟ ଚିରଦିନ ପାଇଁ ଭଲ ବନ୍ଧୁ ହୋଇରହିପାରିବୁ | ମୋର ପରିବାର ତରଫରୁ ତୁମକୁ ଜନ୍ମ ଦିନ ର ସୂବେସ୍ୟା ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶ୍ରିବାଦ କରନ୍ତୁ |
ଉତ୍ତମ ସ୍ଵସ୍ଥ ସଫଳତା ଓ ସମୃଦ୍ଧିର କାମନା ଏଇ ପୋଷ୍ଟ ପରେ ଅନେକ ପ୍ରଶଂସକ ସୂବେସ୍ୟା ଜଣାଇଥିଲେ | ସମାଲୋଚନା ମଧ୍ୟ କରିଛନ୍ତି ଜଣେ ୟୁଜର ଲେଖିଛନ୍ତି ବର୍ଷା ଙ୍କୁ ସଖାଳେ ଉଇସ ନ କରି ଅପରାହ୍ନ ରେ କାହିଁକି କଲେ ଆଉ ଜଣେ ଲେଖିଛନ୍ତି | ଭାଇ ତମର ବର୍ଷା ଙ୍କୁ ଜନ୍ମ ଦିନ ର ସୂବେସ୍ୟା ଜଣାଇବାର ଥିଲା ତ ୱାଟଆପ ରେ କହିଦେଲନି ଏଠି ଟ୍ୱିଟ କରି ଲୋକଙ୍କ ସାମ୍ନାରେ ଏତେ ଭାଳଲୋକ ଦେଖେଇ ହୋଉଛ ବୋଲି ଆମେ ବୁଝି ପାରୁନୁ |
ଆଉ ଜଣେ ଅନୁଭବ ଙ୍କୁ ଉତ୍ତର ଦେବାକୁ ଯାଇ କହିଛନ୍ତି କି କି ନାଟକ ରେ ତୁମର ଜଣେ ୟୁଜର ଅନୁଭବ ଙ୍କୁ ସମାଲୋଚନା କରି କହିଛନ୍ତି | ଏମିତି କହିଲେ ଧରିଆ କଙ୍କଡା ଦେବନି ରେ ପୁଅ ନାରଣ ଯଦି ସେବେସ୍ୟା ଦେବାର ଥିଲା ପାର୍ସୀନାଲ ନମ୍ବର ରେ ଦେଲନି କେତେବେଳେ ସୂବେସ୍ୟା ଦେଉଛ ତ କେତେବେଳେ ଲାଇକ ପାଇଁ ବିକଳ ହେଉଛ ଫଲୋ କରୁଛ |
କରିଚାଲ ଆଉ ଜଣେ କହିଛନ୍ତି ଟିକେ ଲାଳ ଅଂଶ ରହୁଛି ଜୟ ଜଗନ୍ନାଥ କିନ୍ତୁ ବର୍ଷା ଏହାର କିଛି ଜବାବ ଦେଇ ନାହାନ୍ତି | ବରଂ ଆଜି ତାଙ୍କ ଜନ୍ମଦିନରେ ଖୋର୍ଦ୍ଧା ଜିଲ୍ଲାର ଯୋଗିଆ ସାଇ ଗ୍ରାମ କୁ ଯାଇ ସେଠିକାର ଲୋକମାନଙ୍କୁ ପରିବା ଚାଷ ପାଇଁ ସେଠିକାର ଲୋକମାନଙ୍କୁ ସ୍ପ୍ରେ ମେସିନ ପ୍ରଦାନ କରିଛନ୍ତି ଏବଂ ଏହାର କିଛି ଫୋଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ତେବେ ଅନୁଭବ ବର୍ଷା ଙ୍କ ମଧ୍ୟରୁ କିଏ ଠିକ କିଏ ଭୁଲ ଆମକୁ କମେଣ୍ଟ ରେ ଜଣାନ୍ତୁ |