କାଳଚକ୍ର ବଦଳିଲା, ଏବେ ସୌରଭ ଗାଙ୍ଗୁଲି BCCIର ମୁଖିଆ ଅଟନ୍ତି ଆଉ ଧୋନି ଦଳରୁ ବାଦ ପଡିଛନ୍ତି, କଣ ଗାଙ୍ଗୁଲି ଅଛନ୍ତି ଏହା ପଛରେ

ମହେନ୍ଦ୍ର ସିଂ ଧୋନି ଙ୍କୁ ଗୁରୁବାର BCCI କେନ୍ଦ୍ରୀୟ ଅନୁବନ୍ଧିତ ଖେଳାଳି ଙ୍କ ର ଶୁଚି ରୁ ବାହାର ହେଇଛନ୍ତି I ତେଣୁ ବର୍ତମାନ ସମୟ ରେ ମହେନ୍ଦ୍ର ସିଂ ଧୋନି ଙ୍କ ର ଭବିଷ୍ୟତ କୁ ନେଇ ପୁଣି ଚର୍ଚା ଯୋଗ ଧରିଛି I ମହେନ୍ଦ୍ର ସିଂ ଧୋନି ଗୁରୁବାର BCCI ର କେନ୍ଦ୍ରୀୟ ଅନୁବନ୍ଧିତ ଖେଳାଳି ଙ୍କ ର ଶୁଚି ରୁ ବାହାର ହେଇଛନ୍ତି I ବିଗତ ବିଶ୍ୱକପ ରେ ଶେଷଥର ସେମିଫାଇନାଲ ମ୍ୟାଚ ରେ ହିଁ ଧୋନି ଖେଳିଥିଲେ ଏବଂ BCCI ଅକ୍ଟୋବର 2019 ରୁ ସେପ୍ଟେମ୍ବର 2020 ମଧ୍ୟ ରେ କେନ୍ଦ୍ରୀୟ ଅନୁବଂଧୀ ର ଘୋଷଣା କରିଥିଲା I ବିଗତ ବର୍ଷ ଧୋନି କ୍ରିକେଟ ଏ ଗ୍ରେଡ଼ ଟିମ ରେ ଥିଲେ I ଏବଂ ବର୍ଷ କୁ 5 କୋଟି ଟଙ୍କା ଦରମା ପାଉଥିଲେ I କ୍ୟାପଟେନ ବିରାଟ କୋହଲି , ଉପକ୍ୟାପଟେନ ରୋହିତ ଶର୍ମା ଓ ବୋଲର ଯଶପ୍ରୀତ ବୁମରାହା ଏ ପ୍ଲସ ଗ୍ରେଡ଼ ରେ ରହିଛନ୍ତି ଓ ତାଙ୍କ ର ବର୍ଷ ରୁ ଦରମା 7 କୋଟି ଟଙ୍କା ଅଟେ I ତେବେ ଧୋନି ଏପରି ଅନୁବଂଧୀ ର ରିଂୟୁଵେଲ କୁ ନେଇ ସବୁ ଆଶ୍ଚଯ୍ୟ ରେ ଅଛନ୍ତି I ବର୍ତମାନ ସମୟ ରେ ଧୋନି କ୍ରିକେଟ କ୍ୟାରିୟର ରୁ ଦୁରେଇ ରହିଛନ୍ତି I

ତେଣୁ ଆଗାମୀ ସମୟ ରେ କ୍ରିକେଟ କ୍ୟାରିୟର ରୁ ଦୁରେଇ ରହିପାରନ୍ତି I ବର୍ତମାନ କ୍ରିକେଟ କୋଚ ରବି ଶାସ୍ତ୍ରୀ କି ଆଗାମୀ ସମୟ ରେ ଧୋନି ୱାନଡେ କ୍ୟାରିୟର ରୁ ବିଦାୟ ନେଇ ପାରନ୍ତି I ଯେତେବେଳେ ସୌରଭ ଗାଙ୍ଗୁଲି ଟିମ ର କ୍ୟାପଟେନ ଥିଲେ ସେତେବେଳେ ଧୋନି ଙ୍କ ର ଚୟନ ହେଇଥିଲା I ଏବଂ ଧୋନି ସେତେବେଳେ ଆଶ୍ଚଯ୍ୟ ହେଇଥିଲେ ଯେତେବେଳେ କ୍ୟାପଟେନ ସୌରଭ ଗାଙ୍ଗୁଲି ପ୍ରଥମ ଥର ଧୋନି ଙ୍କୁ 3 ନମ୍ବର ରେ ଖେଳିବା କୁ ସୁଯୋଗ ଦେଇଥିଲେ I

ଏହି ମ୍ୟାଚ ରେ ପାକିସ୍ତାନ ବିପକ୍ଷ ରେ ଧୋନି ବ୍ୟାଟିଂ କରିଥିଲେ ଏବଂ ସେଠାରେ ସେ ପ୍ରଥମ ଶତକ କରିଥିଲେ I ଏହା ପରେ ଧୋନି ନିଜ ର କ୍ରିକେଟ କ୍ୟାରିୟର ରେ ଅନେକ ବଡ଼ ବଡ଼ ଇତିହାସ ରହିଚିଥିଲେ I ଏବଂ କିଛି ଦିନ ପରେ ଧୋନି କ୍ରିକେଟ ଟିମ ର କ୍ୟାପଟେନ ହେଇଥିଲେ I ଧୋନି କ୍ୟାପଟେନ ହେବା ପରେ ହିଁ ସୌରଭ ଗାଙ୍ଗୁଲି ଙ୍କୁ କ୍ରିକେଟ ଟିମ ରୁ ବାହାରି ବାକୁ ପଡିଥିଲା I

କିନ୍ତୁ ବର୍ତମାନ ସମୟ ରେ ସୌରଭ ଗାଙ୍ଗୁଲି କ୍ରିକେଟ BCCI ର ଅଦକ୍ଷ ଅଟନ୍ତି I ବିଗତ ବିଶ୍ୱକପ ପରେ ନିଜେ ଧୋନି ହିଁ କ୍ରିକେଟ ମୈଦାନ ରୁ ନିଜ କୁ ଦୁରେଇ ଦେଇଥିଲେ I ତେବେ ଧୋନି ଏହା କହିଥିଲେ କି ଜାନୁୟାରୀ ମାସ ପର୍ଯ୍ୟନ୍ତ ମୁ ନିଜ କ୍ୟାରିୟର କୁ ନେଇ କିଛି ମଧ୍ୟ କହିପାରିବି ନାହିଁ I

ଧୋନି ମଧ୍ୟ ନିଜ ର ଆଗାମୀ କ୍ୟାରିୟର କୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି I ତେବେ ଆଗାମୀ IPL ରେ ଚେନାଇ କିଙ୍ଗ ପାଁଇ ଧୋନି ଖେଳିବା ର ଯୋଗ ରହିଛି I 2007 ର ଟି 20 ବିଶ୍ୱକପ ଓ 2011 ୱାନଡେ ବିଶ୍ୱକପ ରେ ଭାରତୀୟ ଟିମ କୁ ଧୋନି ବିଜେତା କରାଇଥିଲେ I ସେ 90 ଟେଷ୍ଟ , 350 ୱାନଡେ ଓ 98 ଟି 20 ମ୍ୟାଚ ରେ ପ୍ରାୟ 17000 ରନ କରିଥିଲେ I ସେ ମୋଟ 829 ଗୋଟି ଵିକେଟ ମଧ୍ୟ ନେଇଛନ୍ତି I