ଶେଷରେ ଅସଲ କାରଣ ଧରାପଡ଼ିଲା,Soumya ଓ Bidya Bharati ମାମଲା ଏବେ ନୁଆ ମୋଡରେ

ଦର୍ଶକବନ୍ଧୁ ସୋମ୍ୟ ଙ୍କ କ୍ଵାଟର ଛାନ ଭିନ ପରେ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା ଗୁରୁତ୍ୱ ପୂର୍ଣ୍ଣ ସୁରାକ ପାରଳା ଖେମୁଣ୍ଡି ACF ସୋମ୍ୟରଞ୍ଜନ ଙ୍କ ମୃତୁ ମାମଲାରେ କ୍ରାଇମ ବ୍ରାଞ୍ଚ ତନାଘନା ଆରମ୍ଭ କରିଛି|
କ୍ରାଇମ ବ୍ରାଞ୍ଚ ଟିମ ସୋମ୍ୟ ଙ୍କ ସରକାରୀ ବାସ ଭବନ ରେ ପହଁଚି ଯାଞ୍ଚ କରୁଛି ପ୍ରକୃତରେ ସୋମ୍ୟ ଙ୍କ ଦେହରେ କିପରି ନିଆଁ ଲାଗିଲା ଘରେ ଏଇ ଘଟଣା ହୋଇଥିଲା ନା ବାହାରେ ହୋଇଥିଲା |

ଘରେ ନିଆଁ ଲାଗିଥିଲେ କେହି କେମିତି ଜାଣି ପାରିଲେ ନାହିଁ ସେହି ସମ୍ପର୍କରେ ବିଦ୍ୟା ଭାରତୀ କଣ କହୁଥିଲେ ଘରର ସ୍ତିତି କିପରି ଥିଲା ପାରିବାରିକ ସ୍ତିତି ରେ ଏସବୁ ର ପ୍ରଶ୍ନ ର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ |

ତଦନ୍ତ ପରେ ସୋମ୍ୟ ଙ୍କ କ୍ଵାଟର ରେ ପୋଡା ଦାଗ ଥିବା କହିଛନ୍ତି କ୍ରାଇମ ବ୍ରାଞ୍ଚ DSP ସେ କହିଛନ୍ତି ପାରିବାରିକ ସ୍ତିତି ସୂତ୍ରରୁ ଯାହା ଜଣା ପଡୁଛି ଘଟଣା ଘର ଭିତରୁ ହିଁ ଘଟିଛି କ୍ଵାଟର ର ପଛ ପଟ କବାଟ ପୋଡି ଯାଇଛି ମଶା ନେଟ ରେ ନିଆଁ ଲାଗିଛି ସମସ୍ତଙ୍କ କଲ ଡିଟେଲ ଯାଞ୍ଚ କରାଯାଉଛି ତଦନ୍ତ ରେ ଯାହା ଯାହା କଥା ଆସିବ ସମସ୍ତଙ୍କୁ ଜେରା କରାଯିବ ବୋଲି କହିଛନ୍ତି କ୍ରାଇମ ବ୍ରାଞ୍ଚ DSP |

ଘଟଣା ଦିନ ସୋମ୍ୟରଞ୍ଜନ ଙ୍କ ସ୍ତ୍ରୀ DFO ଓ ରୋଷେୟା ଘରେ ଥିଲେ କାହାର କିଛି ହେଲାନି କେବଳ ସୋମ୍ୟ ଙ୍କ ଦେହରେ କିପରି ନିଆଁ ଲାଗିଲା ବୋଲି ପ୍ରଶ୍ନ ଉଠିଥିଲା ଏପରି କି ସୋମ୍ୟ କେମିତି ପୋଡି ହେଲେ ସେ ବିଷୟରେ ବିଦ୍ୟା ସନ୍ତୋଷ ଜନକ ଉତ୍ତର ଦେଇପାରି ନାହାନ୍ତି ତେଣୁ କ୍ରାଇମ ବ୍ରାଞ୍ଚ ଟିମ ତାଙ୍କ କ୍ଵାଟର ରେ ଟିକି ନିକି ଯାଞ୍ଚ କରୁଛି |

ଏହା ସହିତ କିଛି ସମୟ ପରେ ଏହି ଚାଞ୍ଚଲ୍ୟ ଜନକ ଘଟଣା ର ବାରମ୍ବାର ନାଁ ଉଠୁଥିବା DFO ସଂଗ୍ରାମ କେଶରୀ ବେହେରାର ଜେରା କରିବ ତଦନ୍ତ କାରି ଟିମ ତା ସହିତ ଗରାଣ୍ଡି ଥାନା ଓ OIC ମମତା ପଣ୍ଡା କୁ ଜେରା କରାଯିବ ସୋମ୍ୟ ରଞ୍ଜନ ଙ୍କ ମୃତୁ ପରଠୁ ସନ୍ଦେହ ଘେରରେ ଅଛନ୍ତି DFO ତାଙ୍କ ଭୂମିକାକୁ ନେଇ ସୋମ୍ୟ ଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି |