ଯେଉଁ ବ୍ୟକ୍ତି ସକାଳୁ ସ୍ନାନ କାର୍ଯ୍ୟ ସାରି ତୁଳସୀ ଗଛ ରେ ଜଳ ଅର୍ପଣ କରିଥାଏ ସେହି ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ ର କୃପା ରହିଥାଏ I ତେବେ ଆଜି ଆମେ ତୁଳସୀ ର କିଛି ବିଶେଷ ଉପାୟ ବିଷୟ ରେ କହିବା କୁ ଯାଉଛୁ , ଯାହା ଦ୍ୱାରା କି ଆପଣ ଙ୍କୁ ଧନ ପ୍ରାପ୍ତି ର ଯୋଗ ହେବ I ହିନ୍ଦୁ ଧର୍ମ ଶାସ୍ତ୍ର ରେ ଏପରି 8 ଗୋଟି ନାମ ରହିଛି ଯାହା ର ଜପ କରିବା ଦ୍ୱାରା ଜୀବନ ର ସବୁ ସମସ୍ୟା ଦୂର ହେବ I
ପ୍ରତୋକ ଘରେ ତୁଳସୀ ଗଛ ରହିଥାଏ I ତୁଳସୀ ଗଛ ଅନେକ ଶୁଭ ଫଳ ପ୍ରଦାନ କରିଥାଏ I ଆପଣ ଅଧିକାଂଶ ଲୋକ ଙ୍କ ର ଘରେ ଏହି ତୁଳସୀ ଗଛ ଦେଖିଥିବେ I ପ୍ରତୋକ ଲୋକେ ସ୍ନାନ କାର୍ଯ୍ୟ ସାରିବା ପରେ ତୁଳସୀ ଗଛ ରେ ଜଳ ଅର୍ପଣ କରିଥାନ୍ତି I ଏବଂ ତୁଳସୀ ଗଛ ର ପୂଜା ତ୍ରିଦେବ ଙ୍କ ର ପୂଜା ସମାନ ହେଇଥାଏ I
ପ୍ରତୋକ ପୂଜା କାର୍ଯ୍ୟ ରେ ତୁଳସୀ ପତ୍ର ର ବ୍ୟବହାର ହେଇଥାଏ I ଆପଣ ଭଗବାନ ଙ୍କୁ ପ୍ରସାଦି ଅର୍ପଣ କରିବା ସମୟ ରେ ମଧ୍ୟ ସେଥିରେ ତୁଳସୀ ପତ୍ର ଅର୍ପଣ କରିପାରିବେ I ଏବଂ ଏପରି ପୂଜା କାର୍ଯ୍ୟ ଦ୍ୱାରା ଆପଣ ଙ୍କ ର ଧନ ପ୍ରାପ୍ତି ର ଯୋଗ ହେଇଥାଏ I ଜଣେ ବ୍ୟକ୍ତି ପ୍ରତୋକ ଦିନ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଦ୍ୱାରା ମଧ୍ୟ ମୋକ୍ଶ ପ୍ରାପ୍ତି ହେଇଥାଏ I ତେବେ ଆଜି ଆମେ ଆପଣ ଙ୍କୁ ଏପରି ଏକ ଉପାୟ କହିବା କୁ ଯାଉଛୁ ଯାହା କି କୌଣସି ଗୁରୁବାର ରେ ମଧ୍ୟ ଆପଣ କରିପାରିବେ I
ତୁଳସୀ ଗଛ ଏକ ପବିତ୍ର ଗଛ ଅଟେ ଏବଂ ଏହି ତୁଳସୀ ଗଛ ର ଚତୁର୍ପାର୍ଶ୍ୱ ରେ ଅନେକ ଦୁବ ଉଠି ଥାଏ I ଏହି ଦୁବ କୁ ଆପଣ ଯଦି ଏକ ହଳଦିଆ ବସ୍ତ୍ର ରେ ବାନ୍ଧି ନିଜ ଘରେ ରଖିବେ ତେବେ ବ୍ୟବସାୟ ବୃଦ୍ଧି ର ଯୋଗ ରହିଛି I ଏବଂ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ସମୟ ରେ ଆପଣ ଓଁ ତୁଳସୀ ନମଃ ମାତ୍ର ର ଜପ କରିବେ I ଏବଂ ଆପଣ ଗଙ୍ଗା ପାଣି ମଧ୍ୟ ସାମାନ୍ୟ ଜଳ ରେ ମିଶାଇ ଏହି ପାଣି କୁ ତୁଳସୀ ଗଛ ରେ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେଇଥାଏ I
ସନ୍ଧ୍ୟା ସମୟରେ ଏହି ସ୍ଥାନରେ ରଖି ଦିୟନ୍ତୁ ତୁଳସୀପତ୍ର, ଘରେ କେବେବି କୌଣସି ଜିନିଷର ଅଭାବ ରହିବ ନାହିଁ , ସବୁବେଳେ ହେବ ଧନର ବର୍ଷା
