ଶନିବାର ଦିନ ବାସ କରିଦିଅନ୍ତୁ ଏହି ଛୋଟିଆ କାମ, ତାପରେ ଦେଖନ୍ତୁ ସନିଦେବ ଙ୍କର ଚମତ୍କାର, ସବୁ ଅଧୁରା କାମ ହେଇଯିବ ପୁରା

ଶନିବାର ଦିନ ସନିଦେବ ଙ୍କ ର ପୂଜା ଅର୍ଚନା କରାଯାଇଥାଏ ଯାହା ଦ୍ୱାରା ସନିଦେବ ଙ୍କର କ୍ରୋଧ ଶାନ୍ତ ହୋଇଯାଇଥାଏ ଓ ତାଙ୍କର କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ରହିଥାଏ | ସେହି ବ୍ୟକ୍ତି ବିଶେଷ ଭାଗ୍ୟଶାଲୀ ହେଇଥାନ୍ତି | ଯଦି ଆପଣ ଶନିବାର ଦିନ ସନିଦେବ ଙ୍କ ର ଏହି ଉପାୟ କୁ ଆପଣେଇବେ ତେବେ ବିଶେଷ ଶୁଭ ଫଳ ପ୍ରାପ୍ତି କରିବେ|

ଶନିବାର ଦିନ କରନ୍ତୁ ଏହି କାମ

-ଆପଣ ପ୍ରତୋକ ଶନିବାର ଦିନ ସକାଳ ସମୟ ରେ ସ୍ନାନ ସାରି କଳା କପଡା ଧାରଣ କରନ୍ତୁ | ଏହା ପରେ ଶନି ମନ୍ଦିର ଯାଇକି ଆପଣ ସୋରିଷ ତେଲ ର ଦୀପ ଅର୍ପଣ କରନ୍ତୁ | ଏହା ସହ ଆପଣ ସୋରିଷ ତେଲ ଶନି ଦେବ ଙ୍କ ର ମୂର୍ତି ର ଅର୍ପଣ କରିପାରିବେ |

– ଶନିବାର ଦିନ ଆପଣ କଳା ଜୀବ କୁ ଦେଖିଲେ କିଛି ଖାଦ୍ୟ ଅର୍ପଣ କରନ୍ତୁ | ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତି କରିବେ |

– ଶନିବାର ଦିନ ଆପଣ ଗରିବ ଲୋକ ଙ୍କୁ ଅର୍ନ ଭୋଜନ ପାଣି ଆଦି ଦାନ କରିଲେ ଶୁଭ ଫଳ ପ୍ରାପ୍ତି କରିବେ | ଏହା ଦ୍ୱାରା ଆପଣ ଶନି ଦୋଷ ରୁ ମୁକ୍ତ ହେଇପାରିବେ |

-ଶନିବାର ଦିନ ଛୋଟ ଚଢେଇ କୁ ଗୁଡ଼ ଖାଇବା କୁ ଦେଲେ ମଧ୍ୟ ଆପଣ ଶୁଭ ଫଳ ପ୍ରାପ୍ତି କରିବେ | ଯଦି କୌଣସି ଚଢେଇ ନ ପାଇବେ ତେବେ ଗଛ ମୂଳ ରେ ଦେଇପାରିବେ |