ସଂସାରର ସବୁଠାରୁ ବଡ ( ପାପ ) କଣ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଜିବେ, Prabhu ଆପଣ କରି ନାହାଁନ୍ତି ତ ଏମିତି ପାପ

ବନ୍ଧୁଗଣ ଦୁନିଆର ସବୁଠାରୁ ବଡ଼ ପାପ କଣ ଜାଣିଲେ ଆପଣମାନଙ୍କୁ ବିଶ୍ୱାସ ନ ହେଇପାରେ | ଯେତେବେଳେ ପାପ ପୂର୍ଣ୍ଣ ର କଥା ଉଠେ ସେତେବେଳେ ଲୋକେ ପୂର୍ଣ୍ଣ କରିବାକୁ ଚାହିଁଥାନ୍ତି | କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ ପାପ କର୍ମ କରନ୍ତି | ତେବେ ଆପଣମାନେ ଜାଣିଥିବେ ବହୁତ ଲୋକ ଏମିତି ଅଛନ୍ତି ଯେ କେବେ ପାପ କର୍ମରେ ଲିପ୍ତ ନଥାନ୍ତି ଜୀବନ ଯାକ କେବଳ ପୂର୍ଣ୍ଣ କର୍ମ କରି ବିତାଇ ଦେଇଥାନ୍ତି |


କିନ୍ତୁ ତଥାପି ଯଦି ଆପଣ ଶହେ ପୂର୍ଣ୍ଣ କରିଛନ୍ତି କିନ୍ତ ଗୋଟେ ପାପ କରି ଦିଅନ୍ତି ତ ତେବେ ସେହି ଶହେ ପୂର୍ଣ୍ଣର ଫଳ ନଷ୍ଟ ହୋଇଥାଏ |ତେବେ ସେହିପରି ବ୍ୟକ୍ତି ନିଜ ପାପର ଦଣ୍ଡ ଏଇ ଜନ୍ମରେ ହେଉକି ପରବର୍ତୀ ସମୟରେ ନିଶ୍ଚିତ ଭୋଗ କରନ୍ତି | ଆଜି ଆମେ ଆପଣମାନଙ୍କୁ କହିବୁ ଯେ ସଂସାରର ସବୁଠୁ ବଡ ପାପ କଣ ହୋଇଥାଏ ତେବେ ଶାସ୍ତ୍ର ଅନୁସାରେ ସବୁଠାରୁ ବଡ଼ ପାପ ହେଉଛି ନାରୀକୁ ଅସନମାନିତ କରିବା ସଂସାରର ସବୁଠାରୁ ବଡ ପାପ ହେଉଛି କି ଯେ ସେହି ବ୍ୟକ୍ତି ନାରୀର ଇଜତ ସହ ଖେଳେ |


ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠାରୁ ବଡ ଶକ୍ତି କାହିଁକି ନା ଗୋଟେ ନାରୀ ହିଁ ଅସହ୍ୟ କଷ୍ଟ ସହି ଗୋଟେ ନୂତନ ଜୀବନକୁ ଦୁନିଆକୁ ଦେଇଥାଏ | ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ ତେବେ ସେହିପରି ଶକ୍ତି ର ଅପମାନ ସମ୍ପୂର୍ଣ ରୂପେ ବ୍ରହ୍ମାଣ୍ଡ ର ବର୍ବାଦ ସହ ସମାନ ହୋଇଥାଏ | ଭଗବାନ ଙ୍କ କହିବା ଅନୁସାରେ ନାରୀ କୁ ଯିଏ ସାନମାନ ଦିଏ ସେହି ବ୍ୟକ୍ତିକୁ କୋଟି ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ କିନ୍ତୁ ଯଦି ଗୋଟେ ପୁରୁଷ ନାରୀକୁ ଅସନମାନିତ କରେ |

ସେ ସଂସାରର ସବୁଠୁ ବଡ଼ ପାପର ଭାଗି ହୋଇଥାଏ ତେବେ ସଂସାରର ସବୁଠାରୁ ବଡ଼ ପାପ ହେଉଛି ନାରୀକୁ ଅସନମାନିତ କରିବା ଏହି ପାପରୁ ଦୂରେଇକି ରୁହନ୍ତୁ ଓ ନିଜ ଆଖ ପାଖରେ ଥିବା ସମସ୍ତ ନାରୀ ମାନଙ୍କୁ ସନମାନ କରନ୍ତୁ |

ପ୍ରତ୍ୟେକ ମନୁଷ୍ୟ ତାଙ୍କ ଜୀବନରେ ପ୍ରଥମ ନାରୀ ଭାବେ ମା ଙ୍କୁ ପାଇଥାନ୍ତି ତେଣୁ ପ୍ରତ୍ୟେକ ଦିନ ନିଜ ମା ର ସେବା କରନ୍ତୁ ଓ ପ୍ରତ୍ୟେକଦିନ ନିଜ ମା ର ପାଦ ଛୁଇଁ ପ୍ରଣାମ କରନ୍ତୁ ଯାହା ଦ୍ୱରା ଆପଣ କରିଥିବା ପାପ ରୁ ମୁକ୍ତି ପାଇବେ