ଜୀବାବରେ ବହୁତ ସମୟରେ ଏମିତି କିଛି ଘଟଣା ଘଟି ଥାଏ ଯେ ଆମେ କେବେ ଯାହା ଭାବିବିନଥାଉ . ତେବେ ଏମିତି ସମୟରେ ଆମକୁ ବହୁତ ଭାବି ଛନ୍ତି କାମ କରିବାକୁ ପଡେ . ତେବେ ଆସନ୍ତୁ ଜାଣିବା ଯଦି କାହାକୁ ସାପ କାମୁଡ଼ି ପକାଏ ତା କଣ କରିବା ଉଚିତ
1.ସାପ କାମୁଡିଥିବା ଜାଗାରେ ବିନା ଛୁଞ୍ଚିଥିବା ସିରିଞ୍ଜକୁ ନେଇ ସେଠାରୁ ରକ୍ତ କାଢିବାକୁ ଚେଷ୍ଟା କରନ୍ତୁ,ଏମିତି 5ରୁ 7ଥର କରନ୍ତୁ।
2.ସାପ କାମୁଡିଥିବା ଜାଗାରେ ଥଣ୍ଡା ପାଣିରେ ଧୁଅନ୍ତୁ।
3. ସାପ କାମୁଡିଥିବା ଜାଗାକୁ ଲେମ୍ବୁ ପାଣିରେ ଧୁଅନ୍ତୁ ଏହା ଦ୍ୱାରା ଇନ୍ଫେକ୍ସନ ହବନାହିଁ।
4. ଓଦା ମାଟିର ପରସ୍ତ କରନ୍ତୁ ଓ ତାକୁ ସାପ କାମୁଡିଥିବା ଜାଗାରେ ଏହାକୁ ପ୍ରତି 10ମିନିଟରେ ଥରେ ବଦଳାନ୍ତୁ।
5.ସାପ କାମୁଡିଥିବା ଲୋକକୁ ଶୋଇବାକୁ ଦିଅନ୍ତୁ ନାହିଁ, ଖୀରରେ ଦେଶୀ ଘିଅ ମିଶାଇ ପିଇବାକୁ ଦିଅନ୍ତୁ।
6.ରସୁଣ ଓ ମହୁ ମିଶାଇ ଖାଇବାକୁ ଦିଅନ୍ତୁ, ଏହା ଦ୍ୱାରା ଇନ୍ଫେକ୍ସନ ହବନାହିଁ।
7.ହରଡ ଡାଲିକୁ ଖାଆନ୍ତୁ , ଏହାକୁ ଖାଇବା ଦ୍ୱାରା ଇନ୍ଫେକ୍ସନ ହବନାହିଁ, ଏହା ସହ ବିଷ ମଧ୍ୟ ଶରୀରରେ ଶୀଘ୍ର ଭେଦକରିବନାହିଁ।