ବିଗତ ସପ୍ତାହ ରେ ପୋଲିସ ପାଖ ରେ ଜଣେ ବ୍ୟକ୍ତି ଅଭିଯୋଗ ଦାଖିଲ କରିଥିଲେ I ଏବଂ ଅଭିଯୋଗ ଅନୁସାରେ ତାଙ୍କ ର 20 ବର୍ଷ ର ପୁଅ କେଉଁଆଡେ ନିଖୋଜ ହେଇଯାଇଛି I ଏହା ପରେ ପୋଲିସ ନିଜ ର ତଦନ୍ତ ଆରମ୍ଭ କରିଥିଲା I କିନ୍ତୁ ଯାହା ଜାଣିବା କୁ ପାଇଥିଲା ପୋଲିସ ଦେଖିକି ଆଶ୍ଚଯ୍ୟ ହେଇଯାଇଥିଲେ I ପୋଲିସ ତଦନ୍ତ ପରେ ଜାଣିବା କୁ ପାଇଥିଲେ କି ସେହି ବ୍ୟକ୍ତି ଙ୍କ ର ପୁଅ ନିଖୋଜ ହେଇନାହିଁ ବରଂ ତାଙ୍କ ର ହତ୍ୟା କରାଯାଇଛି I ଏବଂ କିଛି ସୁରାଗ ପାଇବା ପରେ ପୋଲିସ ଏହି ଆରୋପି ଙ୍କ ପାଖ ରେ ଯାଇ ପହଞ୍ଚିଥିଲା I ଏହି ଆରୋପି ତାଙ୍କ ର ଅପରାଧ ମଧ୍ୟ ସ୍ୱୀକାର କରିଥିଲେ I
ପୋଲିସ ର ତଦନ୍ତ ପରେ ଏହି ରିପୋର୍ଟ ଆସିଥିଲା କି ଏହି ବ୍ୟକ୍ତି ଙ୍କ ର ପତ୍ନୀ ଙ୍କ ସହ ଅନେକ ଦିନ ହେବ ଜଣେ ଯୁବକ ଅନୈତିକ ପ୍ରେମ ସମ୍ବନ୍ଧ ରେ ଯୋଡି ହେଇ ରହିଥିଲେ I
ଅନେକ ସମୟ ରେ ଲୁଚି ଲୁଚି ପତ୍ନୀ ସେହି ଯୁବକ ଙ୍କୁ ସାକ୍ଷ୍ୟାତ କରୁଥିଲେ I ଦିନେ 11 ଘଟିକା ସମୟ ରେ ପତି ଘରେ ପହଂଚିବା ସମୟ ରେ ନିଜ ପତ୍ନୀ ଙ୍କୁ ପାଇ ନ ଥିଲେ ଏବଂ ତାଙ୍କ ମା କହିଥିଲେ କି ଶୌଚ କରିବା କୁ ସେ ବାହାର କୁ ଯାଇଛନ୍ତି I ଅନେକ ସମୟ ବିତିଯାଇଥିଲେ ମଧ୍ୟ ନିଶା ଘର କୁ ଆସି ନ ଥିଲେ ତ ଏହି ବ୍ୟକ୍ତି ସନ୍ଦେହ କରିଥିଲେ I ଖେତ ରେ ଯାଇ ଦେଖନ୍ତି ତ ପତ୍ନୀ ନିଜ ପ୍ରେମୀ ଙ୍କ ସହ ଖେତ ରେ ଥିଲେ I ଏହି ଵ୍ୟକ୍ତି ରାଗିଯାଇ ଏକ କୁରାଢ଼ୀ ରେ ତାଙ୍କ ପତ୍ନୀ ଙ୍କ ର ପ୍ରେମୀ ଙ୍କୁ ଆକ୍ରମଣ କରିଥିଲେ ଏବଂ ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଥିଲା I
ମୃତ୍ୟୁ ପରେ ସେହି ବ୍ୟକ୍ତି ଏକ ପ୍ଲାଷ୍ଟିକ ଜରି ଆଣିଥିଲେ ଓ ସେହି ଯୁବକ ଙ୍କ ର ସବ କୁ ଅନ୍ୟ ଏକ ସ୍ଥାନ କୁ ନେଇ ପୋତି ଦେଇଥିଲେ I ପୋଲିସ ର ରିପୋର୍ଟ ଅନୁସାରେ ଉକ୍ତ ପ୍ରେମୀ ଙ୍କୁ ଅନୈତିକ ସମ୍ବନ୍ଧ କୁ ନେଇ ଆକ୍ରମଣ କରାଯାଇଥିଲା ଓ ତାଙ୍କ ର ହତ୍ୟା କରାଯାଇଥିଲା I ଆରୋପି ତାଙ୍କ ର ଦୋଷ ମଧ୍ୟ ସ୍ୱୀକାର କରିଛି I ଏହି ବ୍ୟକ୍ତି ଙ୍କ ର ପତ୍ନୀ ସର୍ବଦା ପେଟ ଯନ୍ତ୍ରଣା ର ବାହାନା କରିକି ନିଜ ପତି ଙ୍କ ଠାରୁ ଦୁରେଇ ରହୁଥିଲେ I ଯାହା କୁ ନେଇ ପତି ତାଙ୍କ ପତ୍ନୀ ଙ୍କ ଉପରେ ସନ୍ଦେହ କରୁଥିଲେ I