ଶାରୀରିକ ସମ୍ବନ୍ଧ ରଖୁ ରଖୁ ସ୍ତ୍ରୀ ଖାଇଦେଲେ ସ୍ୱାମୀଙ୍କର ଏପରି ଅଙ୍ଗ କି ଆଧା ରାତିରେ ସ୍ୱାମୀ ପହଞ୍ଚି ଗଲେ ଡାକ୍ତରଖାନା, ଡାକ୍ତର ଦେଖିକି ଯାହା କହିଲେ …

ସାରା ଦେଶରେ ନୂଆ ନୂଆ ଖବର ବାହାରକୁ ଆସିଥାଏ, କିନ୍ତୁ କିଛି ଏପରି ଖବର ଆସିଥାଏ ଯେ ସେଗୁଡିକୁ ବିଶ୍ୱାସ କରିବା ଅସମ୍ଭବ ହୋଇଯାଇଥାଏ | ପ୍ରତିଦିନ ଅନେକ ପ୍ରକାରର ଅଜବ ଗଜବ ଖବର ଶୁଣିବାକୁ ମିଳିଥାଏ | ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ଆପଣଙ୍କ ହୋସ ଉଡେଇଦେବ |

ଅନେକ ଥର ଲୋକମାନେ ଜୋସ ରେ ଆସି ହୋସ ହରେଇଦେଇଥାନ୍ତି | ତା’ପରେ ସେମାନଙ୍କ ସହିତ କିଛି ଅଘଟଣ ଘଟିଥାଏ | ବାସ୍ତବରେ, ପତ୍ନୀ ସମ୍ଭୋଗ କରିବା ସମୟରେ ନିଜର ଚେତା ହରାଇ ସ୍ୱାମୀଙ୍କୁ ଏତେ ଜୋରରେ କାମୁଡ଼ିଦେଇଥିଲେ ଯେ, ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ପଡିଥିଲା |

ସମ୍ଭୋଗ କରିବା ସମୟରେ ଉତ୍ସାହିତ ହେବାଟା ବଡ଼ କଥା ନୁହେଁ | ଉତ୍ତେଜନା ହେଉଛି ଏକ ଶାରୀରିକ ସମ୍ପର୍କ ସୃଷ୍ଟି କରିବାର ଆଧାର, କିନ୍ତୁ ଯଦି ଏହି ଉତ୍ସାହ ବହୁ ପରିମାଣରେ ବଢି ଯାଏ ତେହେଲ କିଛି ଅଘଟଣ ଘଟିଥାଏ |ଏହି ଘଟଣାଟି ହେଉଛି ତାଇୱାନରେ ରହୁଥିବା ଜଣେ ସ୍ୱାମୀ-ସ୍ତ୍ରୀଙ୍କର | ଯିଏ ଦିନେ ବ୍ୟଙ୍ଗାତ୍ମକ ଭାବେ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ସମୟରେ ସ୍ତ୍ରୀ ଜଣକ ଏପରି କିଛି କରିଥିଲେ ଯାହାଫଳରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟରାତ୍ରିରେ ଡାକ୍ତରଖାନା ନେବାକୁ ପଡିଥିଲା | ଡାକ୍ତରଖାନାରେ ଏହି ବ୍ୟକ୍ତିଙ୍କୁ ଏପରି ଅବସ୍ଥାରେ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିଦେଶୀ ଖବରକାଗଜ ‘ଦି ସନ୍’ ଅନୁଯାୟୀ, ଯେତେବେଳେ ତାଇୱାନରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ତାଙ୍କ ପତ୍ନୀ ଉତ୍ସାହିତ ହୋଇ ହଠାତ୍ ତାଙ୍କ ଯୌନାଙ୍ଗକୁ କାମୁଡି ଦେଇଥିଲେ। ପତ୍ନୀଙ୍କ କାମୁଡିବା ପରେ ତାଙ୍କ ଯୌନାଙ୍ଗ ଟି ଶରୀରରୁ ଅଲଗା ହୋଇଯାଇଥିଲା। ଏହି ଘଟଣା ଘଟିବା ମାତ୍ରେ ମହିଳା ଜଣଙ୍କର ଚେତା ଫେରି ଆସିଥିଲା | ପ୍ରାୟ 2 ଟା ସମୟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଡାକ୍ତରଖାନା ନେଇଥିଲେ।

ଆପଣମାନକୁ କହି ରଖୁଛୁ ଯେ, ଏହି ବ୍ୟକ୍ତିଙ୍କ ବୟସ ପ୍ରାୟ 51 ବର୍ଷ ଏବଂ ତାଙ୍କ ପତ୍ନୀଙ୍କ ନାମ ଶାୟ। ଉଭୟ ବହୁ ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି |