ଦର୍ଶକବନ୍ଧୁ ଓଡ଼ିଆ ସିରିଏଲ ଅଭିନେତ୍ରୀ ମୋନାଲିସା ନାୟକଙ୍କୁ ତ ଆପଣ ବେଶ ଭଲଭାବରେ ଜାଣିଥିବେ | ଯାହାକୁ କି ଆପଣମାନେ ନୂଆ ବୋହୁ ସିରିଏଲ ରେ ସୁମି ଅପାଙ୍କ କ୍ୟାରେକ୍ଟର ରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ | କିନ୍ତୁ ଗତ କିଛିଦିନ ପୂର୍ବେ ସୁମି ଅପା ଏ ସିରିଏଲ ଟି କୌଣସି ପାର୍ସୀନାଲ କାରଣ ଯୋଗୁ ଛାଡିଦେଇଥିଲେ ଆଉ ଏ ସିରିଏଲକୁ ଛାଡିଲାପରେ ଆପଣମାନେ ତାଙ୍କୁ କିଛି ଆଲବମ ଓ କିଛି ଆଡ଼ଭାଟିଯ ରେ ଅଭିନୟ କରୁଥିବାର ଦେଖିଥିବେ |
ତ ଫ୍ରେଣ୍ଡ୍ସ ବର୍ତମାନ ସୁଟିଂ କାର୍ଯ୍ୟ ବନ୍ଦ ରହିଥିବାରୁ ସେ ତାଙ୍କ ଗାଁ କୁ ବା ପୁରୁଣା ଘରକୁ ଚାଲିଯାଇଛନ୍ତି ଓ ସେଠାରେ ସେ ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି ଓ ଏଥିରେ ତାଙ୍କ ସାନ ଭଉଣୀ ବି ତାଙ୍କୁ ବହୁତ ସାରା ତାଙ୍କ ସହିତ ମଜାମସ୍ତି କରୁଥିବାର ଭି ନଜର ଆସିଛନ୍ତି | କିନ୍ତୁ ଫ୍ରେଣ୍ଡ୍ସ ଗତ କାଲି ସାବିତ୍ରୀ ଅମାବାସ୍ୟା ରହିଥିଲା |
ଏହି ସାବିତ୍ରୀ ଅମାବାସ୍ୟାରେ ସୁମି ଅପା ସାବିତ୍ରୀ ବ୍ରତ ପାଳନ କରୁଥିବାର ନଜର ଆସିଥିଲେ| ଯେପରି ଗୋଟେ ଓଡ଼ିଆ ଘରର ବୋହୁ ହାତରେ ଚୁଡ଼ି ଓ ମଥାରେ ସିନ୍ଦୁର ଲଗାଇ ଏହି ପୂଜାଟି କରିଥାନ୍ତି ସେଇପରି ସୁମି ଅପା ଭି ମଧ୍ୟ ଏଇ ପୁଜାଟି କରିଥିବାର ନଜର ଆସିଛନ୍ତି | ସେ ଏଇ ବ୍ରତଟି ଶ୍ରଦ୍ଧାର ସହ ପାଳନ କରିଛନ୍ତି |
ହେଲେ ସେ ଏ ବ୍ରତଟି କାହାପାଇଁ ପାଳନ କରିଛନ୍ତି |ଏ ବିଷୟରେ କୌଣସି ବିଷୟ ଜଣାପଡିନାହିଁ ତେବେ ବନ୍ଧୁଗଣ ଆପଣମାନଙ୍କୁ ନୂଆବୋହୁ ସିରିଏଲ ରେ ସୁମିଅପାଙ୍କ ଜବରଦସ୍ତ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |