ନିଜ ଶାଶୁଘରେ ଏମିତି କିଛି ଢଙ୍ଗରେ ଶଶୁରଙ୍କ ଜନ୍ମ ଦିନ ପାଳିଲେ Jyanklin, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଜାଙ୍କଲୀନ୍ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଙ୍କଲୀନ୍। ଶାଶୁଘରେ ନିଜ ଶଶୁରଙ୍କ ଜନ୍ମ ଦିନ ପାଳନ କରିଛନ୍ତି ଜାଙ୍କଲୀନ୍ ଆସନ୍ତୁ ଜାଣିବା। ଗତ ମେ ମାସ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଜାଙ୍କଲୀନ୍। ଏହା ମଧ୍ୟରେ ତାଙ୍କ ବାହାଘରକୁ ୧ ମାସ ପୁରି ଯାଇଛି।


ତେବେ ବର୍ତ୍ତମାନ ସମୟରେ ଶଶୁରଙ୍କ ଜନ୍ମଦିନ ପାଳନ କରୁଥିବାର ନଜର ଆସିଛନ୍ତି ଜାଙ୍କଲୀନ୍। ନିଜ ଶାଶୁଘରେ ସମସ୍ତ ଲୋକମାନଙ୍କ ସହିତ ଭଲ ଭାବରେ ମିଶିବା ଓ ଗୋଟେ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ନଜର ଆସିଛନ୍ତି ଜାଙ୍କଲୀନ୍। ତାଙ୍କ ଶାଶୁଘରେ ତାଙ୍କ ଶାଶୁ, ଶଶୁର ଓ ଦିଅର ରୁହନ୍ତି। ଗତକାଲି ଜାଙ୍କଲୀନ୍ ଙ୍କ ଶଶୁରଙ୍କ ଜନ୍ମଦିନ ଥିଲା।


ଏହି ଜନ୍ମଦିନର ସମସ୍ତ ପ୍ରକାର କାମ ବା ଡେକୋରେସନ୍ କରିଥିଲେ ଜାଙ୍କଲୀନ୍। ନିଜ ଶଶୁରଙ୍କ ପାଇଁ ସର୍ପ୍ରାଇଜ ରଖିଥିଲେ ଏବଂ ତାଙ୍କ ଶଶୁର ପାଇଁ ନିଜେ କେକ୍ ବି ମଧ୍ୟ ତିଆରି କରିଥିଲେ ଜାଙ୍କଲୀନ୍। ଆପଣମାନେ ଜାଣିଥିବେ ସୁଟିଂ ସେଟ୍ ରୁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ ଜାଙ୍କଲୀନ୍ ଓ ଅରବିନ୍ଦ। ମୋ ଜେଜେ ମା ସୁଟିଂ ସେଟ୍ ରୁ ପରସ୍ପରକୁ ଭଲ ପାଇ ବସିଥିଲେ ଜାଙ୍କଲୀନ୍ ଆଉ ଅରବିନ୍ଦ।


ଜାଙ୍କଲୀନ୍ ରଜ କୁଇନ୍ ମାଧ୍ୟମରେ ଓଲିଉଡରେ ଏଣ୍ଟ୍ରି କରିଥିଲେ ଜାଙ୍କଲୀନ୍। ଏହାପରେ ସେ ବୋହୁତସାରା ଓଡ଼ିଆ ଧାରାବାହିକ ଏବଂ ଆଲବମ୍ ରେ ଅଭିନୟ କରିଥିଲେ। ବର୍ତ୍ତମାନ ସମୟରେ ଆପଣ ତାଙ୍କୁ ହେ ପ୍ରଭୁ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ବର୍ତ୍ତମାନ ସମୟରେ ସୁଟିଂ ବନ୍ଦ୍ ରହିଥିବାରୁ ଜାଙ୍କଲୀନ୍ ତାଙ୍କ ଶାଶୁଘରେ ଅରବିନ୍ଦଙ୍କ ସହ ରହୁ ଥିବାର ନଜର ଆସିଛନ୍ତି।