ଶଶୁର ଧାର ନେଇ ଲଗାଇଲେ ବୋହୁ ଙ୍କର ରୁମରେ ସିସିଟିଭି କ୍ୟାମେରା; ଶଶୁର ଧାର ନେଇ ଲଗାଇଲେ ବୋହୁ ଙ୍କର ରୁମରେ ସିସିଟିଭି କ୍ୟାମେରା; ତାପରେ ବହୁ ଯାହା କରିଲେ

ଜଣେ ବ୍ୟକ୍ତି ନିଜ ବୋହୁ ଙ୍କୁ ଏପରି ଡ଼ରିଥିଲା କି ସେ କରଜ ନେଇ ଏକ ସିସିଟିଭି ନିଜ ବୋହୁ ରୁମ ରେ ଲଗାଇଥିଲା I ଶଶୁର ର କହିବା ଅନୁସାରେ ବୋହୁ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ I ବୋହୁ ଙ୍କ ର ଧମକ ରେ ଶଶୁର ଡରିଯାଇଥିଲେ I ଏବଂ ଘରେ ଚାରି ଗୋଟି ସ୍ଥାନ ରେ ସିସିଟିଭି ଲଗାଇଥିଲେ I ଏବଂ ରବିବାର କୁ ମହିଳା ଆୟୋଗ ଯାଇ ନିଜ ସମସ୍ୟା ଜଣାଇଥିଲେ I

ଶଶୁର ଏହା ମଧ୍ୟ ସେଠାରେ କହିଲେ କି ବୋହୁ ରାଗିବା ସମୟ ରେ ନିଜ ପିଲା ଙ୍କୁ ମାଟି ର ତେଲ ପିଆଇ ଦେଉଛି I ଏବଂ ନିଜ ପତି ଙ୍କୁ ସିଦ୍ଧିର ରୁ ମଧ୍ୟ ପେଲିଦେଉଛି I ଏବଂ ଧମକ ଦେଉଛି ଆତ୍ମହତ୍ୟା କରିଦେବି ଓ ପୁରା ଘର ଲୋକ ଙ୍କୁ ଫସାଇ ଦେବୀ I ବୋହୁ ର ଏହି ଧମକ ଶୁଣି ଶୁଣି ଘର ଲୋକେ ବହୁତ ଚିନ୍ତା ରେ ଥିଲେ I ପୁଅ ମଧ୍ୟ ବୋହୁ ର ଧମକ ଶୁଣି ଶୁଣି ଚିନ୍ତା ରେ ରହୁଥିଲା I

ମହିଳା ଆୟୋଗ ରେ ବର୍ତମାନ ଏହି ମହିଳା ଙ୍କ ନାମ ରେ ମାନସିକ ପ୍ରତାଡନା ର କେଶ ଲାଗିଛି I ଏବଂ ସିସିଟିଭି ଲାଗିବାକୁ ନେଇ ମଧ୍ୟ ବୋହୁ ମହିଳା ଆୟୋଗ ରେ ଘରୋଇ ହିଂସା ର କେଶ କରିଛି I