7 ବର୍ଷର 7 ଥର ଗର୍ଭବତୀ ହୋଇଗଲେ ଏହି ଶିକ୍ଷୟତ୍ରୀ, Bhagban ଯେତେବେଳେ ସତ ଆସିଲା ସାମ୍ନାକୁ ତ ସବୁ ବେହୋସ

ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ଗୋଟିଏ ଆଶ୍ଚର୍ଯ୍ୟ ଜନକ ଖବର ଯାହାକି ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ୭ ବର୍ଷରେ ୭ ଥର ଗର୍ଭବତୀ ହୋଇଥିଲେ ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଏବଂ ସେଟ୍ ଜାଣିବା ପରେ ସ୍କୁଲ୍ ପ୍ରଶାସନ ଦେଲା ଏମିତିକା ଦଣ୍ଡ। ତେବେ କଣ ରହିଛି ଏହା ଉପରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ସାଧାରଣତଃ ଡାକ୍ତର ମହିଳାମାନଙ୍କୁ ୨ଟି ସନ୍ତାନ ମଧ୍ୟରେ ୨ ରୁ ୩ ବର୍ଷ ଅନ୍ତର ରଖିବାକୁ ଉପଦେଶ ଦେଇଥାନ୍ତି। ମାତ୍ର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣମାନେ ଶୁଣିଲେ ମଧ୍ୟ ବିଶ୍ଵାସ କରିବେ ନାହିଁ କିନ୍ତୁ ଏହା ସତ ବୋଲି ଜଣେ ମହିଳା ଦାବି କରିଛନ୍ତି।

ଏହି ଘଟଣା ଜଣେ ସ୍କୁଲ୍ ଶିକ୍ଷୟତ୍ରୀଙ୍କର ଯିଏ ବିବାହର ନିବାସୀ ଅଟନ୍ତି ଏବଂ ସେ ଗତ ୭ ବର୍ଷ ଧରି ୭ ଥର ଗର୍ଭବତୀ ହୋଇସାରିଛନ୍ତି। ଏହି କଥା ସେହି ମହିଳା ନିଜେ କହିଥିଲେ। ସେ ଗର୍ଭବତୀ ହେଉଥିବାରୁ ସ୍କୁଲ୍ ରୁ ପ୍ରତିବର୍ଷ ଛୁଟି ନେଇ ଯାଇଥିଲେ ହେଲେ ଏହି କଥାକୁ ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ମାତ୍ର ଘଟଣା ପଛର ରହସ୍ୟ କିଛି ଅଲଗା ଥିଲା।

ମହିଳା ଜଣଙ୍କ ଗର୍ଭବତୀ ହେଉ ନଥିଲେ ସେ କେବଳ ଗର୍ଭବତୀ ହେବାର ନାଟକ କରୁଥିଲେ। ସେ କେବଳ ନିଜ ପେଟରେ ତକିଆ ରଖି ଗର୍ଭବତୀ ହେବାର ହେବାର ଅଭିନୟ କରୁଥିଲେ ଏବଂ ସେ ଏହି ବାହାନାରେ ସ୍କୁଲରୁ ଛୁଟି ନେଇ ଘରେ ରହୁଥିଲେ କିନ୍ତୁ ସେ ବୋହୁତ ସମୟ ଧରି ସ୍କୁଲରୁ ଛୁଟି ନେଇ ଘରେ ବସିଥିଲେ ମଧ୍ୟ ତାଙ୍କୁ ଦରମା ମିଳି ଯାଉଥିଲା।

ଏମିତି ୭ ବର୍ଷ କରିସାରିବା ପରେ ସ୍କୁଲ୍ ପ୍ରଶାସନ ଏହି ମାମଲାର ତଦନ୍ତ କରି ସତକୁ ସମ୍ନାକୁ ଆଣିଛନ୍ତି। ତେବେ ଏହା ଅଟେ ସ୍କୁଲ୍ ପ୍ରଶାସନ ଏହା ବିରୁଦ୍ଧରେ କଡ଼ା ପଦକ୍ଷେପ ନେଇଛନ୍ତି ଏବଂ ତାଙ୍କ ନାଁରେ ମଧ୍ୟ ଏଫାୟାର ଜାରୀ କରିଛନ୍ତି ଏବଂ ଏହି ମହିଳା ଶିକ୍ଷୟତ୍ରୀଙ୍କ ପ୍ରତି କଡ଼ା ପଦକ୍ଷେପ ନିଆଯାଉ ବୋଲି ସ୍କୁଲ୍ ପ୍ରଶାସନ ବାଦି କରିଛନ୍ତି।