ସାଉଥର ଏହି ୫ ଜଣ ଅଭିନେତା ଯାହାଙ୍କୁ ଆଜିବି ଜୀବିତ ଭାବୁଛନ୍ତି ଆପଣ କିନ୍ତୁ ଏମାନଙ୍କର ବହୁତ ଦିନ ପୁର୍ବରୁ ହୋଇଗଲାଣି ମୃତ୍ୟୁ

ଆଜି ଆମେ ସାଉଥ ର ଏପରି 5 ଜଣ କଳାକାର ଙ୍କ ବିଷୟ ରେ ଆଲୋଚନା କରୁଛେ ଯେଉଁମାନେ ନିଜ ଅଭିନୟ ର କ୍ଷମତା ରେ ବେଶ ଲୋକପ୍ରିୟ ହେଇପାରିଥିଲେ I ଏବଂ ଖୁବ କମ ଦିନ ରେ ଦୁନିଆ ରୁ ବିଦାୟ ନେଇଥିଲେ I

1. ଏମ. ଏସ. ନାରାୟଣ – ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆପଣ ତ ଏମ. ଏସ. ନାରାୟଣ ଙ୍କୁ ଜାଣିଥିବେ ସେ ନିଜ ର ଅଭିନୟ ର କ୍ଷମତା ରେ କୋଟି କୋଟି ଜନତା ଙ୍କ ର ମନୋରଞ୍ଜନ କରିପାରିଥିଲେ I ସେ ଅନେକ ପୁରସ୍କାର ବି ପାଇଥିଲେ I କିନ୍ତୁ ଆଜି ବି ତାଙ୍କ ର ଫ୍ୟାନ୍ସ ଭାବୁଛନ୍ତି କି ସେ ଜୀବିତ ଅଛନ୍ତି I ଏମ. ଏସ. ନାରାୟଣ 23 ଜାନୁୟାରୀ 2015 ରେ ମୃତ୍ୟୁବରଣ କରିଥିଲେ I

2.ଆହୁତି ପ୍ରସାଦ – ଆହୁତି ତ ଅନେକ ସାଉଥ ଫିଲ୍ମ ରେ କାମ କରିଛନ୍ତି I ସେ ଅଧିକାଂଶ ଖଳନାୟକ ଓ ପୋଲିସ ଭୂମିକା ରେ ଅଭିନୟ କରିଥିଲେ I କିନ୍ତୁ ଆଜି ଲୋକେ ସେ ଜୀବିତ ଅଛନ୍ତି ବୋଲି ଭାବୁଛନ୍ତି ଘଟଣା ମୁତାବିକ 4 ଜାନୁୟାରୀ 2015 ରେ କ୍ୟାନସରି ପରି ରୋଗ ରେ ମୃତ୍ୟୁବରଣ କରିଥିଲେ I

3.ଧର୍ମବରପୁ ସୁବ୍ରମନ୍ୟୟାମ – ଧର୍ମବରପୁ ବର୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ ଫିଲ୍ମ ରେ କାମ କରିଛନ୍ତି ଏବଂ ସେ ଅଧିକାଂଶ ଫିଲ୍ମ ରେ କମେଡି ଭୂମିକା ରେ ହିଁ ଅଭିନୟ କରିଥାନ୍ତି I କିନ୍ତୁ ଆଜି କା ସମୟ ରେ ଲୋକେ ଜାଣିନାହାନ୍ତି କି ସେ ଆଉ ଆମ ଗହଣ ରେ ନାହାନ୍ତି I 7 ଡିସେମ୍ବର 2013 ରେ ତାଙ୍କ ର ନିଧନ ହେଇଥିଲା I

4.ରଘୁମୂଦାରୀ ଶ୍ରୀ ହରି -ରଘୁମୂଦାରୀ ବି ସାଉଥ ଫିଲ୍ମ ରେ ନିଜ ର ଦମଦାର ଅଭିନୟ ପାଁଇ ବେଶ ଲୋକପ୍ରିୟତା ପାଇଥିଲେ ଏବଂ ସେ ବି ଫିଲ୍ମ ରେ ପୋଲିସ ଭୂମିକା ରେ ହିଁ ଅଭିନୟ କରିଥାନ୍ତି I ହେଲେ ତାଙ୍କ ର ପ୍ରଶଂସକ ବି ଜାଣିନାହାନ୍ତି କି ସେ 9 ମାର୍ଚ୍ଚ 2013 ରେ ମୃତ୍ୟୁବରଣ କରିଛନ୍ତି I

5.ରଘୁବରନ – ରଘୁବରନ ଅନେକ ଫିଲ୍ମ ରେ କାମ କରିଛନ୍ତି ଏବଂ ସେ ପ୍ରଥମେ ବଲିଉଡ ରେ କାମ କରିବା ପରେ ସାଉଥ ଫିଲ୍ମ ରେ ବି ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ କିନ୍ତୁ 19 ମାର୍ଚ୍ଚ 2008 ରେ ତାଙ୍କ ର ମୃତ୍ୟୁ ହେଇଥିଲା I