ଆଜିକା ସମୟ ରେ ହିନ୍ଦୀ ଫିଲ୍ମ ପରି ସାଉଥ ଫିଲ୍ମ ମଧ୍ୟ ବେଶ ଲୋକପ୍ରିୟତା ହାସିଲ କରିଛି I ସାଉଥ ଇଣ୍ଡିଆନ ଫିଲ୍ମ ଗୁଡିକ ଆପଣ ଅନେକ ଟିଭି ଚାନେଲ ରେ ମଧ୍ୟ ଦେଖିବା କୁ ପାଇବେ I ଆଜିକା ସମୟ ରେ ବଲିଉଡ ଫିଲ୍ମ ର ଅଧିକାଂଶ ଲୋକେ ସାଉଥ ଫିଲ୍ମ ରେ କାମ କରିବା କୁ ପସନ୍ଦ କରିଥାନ୍ତି I
ଅଧିକାଂଶ ସାଉଥ ଇଣ୍ଡିଆନ ଫିଲ୍ମ ରେ ଦୁଇଟି ଜିନିଷ ଦେଖିବା କୁ ମିଳିଥାଏ I ଏହି ଅଭିନେତ୍ରୀ ଙ୍କ ର ସୁନ୍ଦରତା ସହ ତାଙ୍କ ର ନାଭି ବେଶ ଚର୍ଚା ରେ ରହିଥାଏ I ସାଉଥ ଫିଲ୍ମ ର ଅଭିନେତ୍ରୀ ଙ୍କ ର ବୋଲଡନେସ ସହ ତାଙ୍କ ର ନାଭି ମଧ୍ୟ ବିଶେଷ ଚର୍ଚା ରେ ରହିଥାଏ I ସାଉଥ ଫିଲ୍ମ ର ଏପରି ସିନ ବେଶ ଅଧିକ ଚର୍ଚା ରେ ରହିଥାଏ I
ସାଉଥ ଇଣ୍ଡିଆନ ଫିଲ୍ମ ଦେଖୁଥିବା ପ୍ରତିଟି ଲୋକେ ଏହା ମଧ୍ୟ ଦେଖିଥିବେ , ପ୍ରତିଟି ଫିଲ୍ମ ରେ ଅଭିନେତ୍ରୀ ଙ୍କ ର ନାଭି ଙ୍କୁ ନେଇ ହଟ ସିନ ପ୍ରଦର୍ଶନ କରିଥାନ୍ତି I ମୋରା ଦମ ର ଗୀତ ରେ ଦୀପିକା ପାଦୁକୋନ ବହୁତ ସେକ୍ସି ଡ୍ରେସ ପିନ୍ଧିଥିଲେ I ଏବଂ ଏହି ଗୀତ ରେ ରେବ ପାର୍ଟି ରେ ଦୀପିକା ପଡୁ଼କୋନ ନିଜ ର ନାଭି ର ପ୍ରଦର୍ଶନ କରିଥିଲେ I
ସାଉଥ ଇଣ୍ଡିଆନ ଫିଲ୍ମ ର ଲଭ ସିନ ରୁ ନେଇ ଇମୋସନାଲ ସିନ ପର୍ଯ୍ୟନ୍ତ ଆପଣ ଅନେକ ଫିଲ୍ମ ରେ ନୋଟିସ କରିଥିବେ I କି ଏହି ଅଭିନେତ୍ରୀ ମାନେ ଅଧିକାଂଶ କ୍ଷେତ୍ର ରେ ନିଜ ର ନାଭି ପ୍ରଦର୍ଶନ କରିଥାନ୍ତି I ତେବେ ନାଭି ସିନ ଏପରି କେଉଁ କାରଣ ରୁ ସାଉଥ ଫିଲ୍ମ ରେ ଅଧିକ ଦର୍ଶାଯାଇଥାଏ ଏହା ଆପଣ ମଧ୍ୟ ଚିନ୍ତା କରୁଥିବେ I
ଦକ୍ଷିଣ ଭାରତୀୟ ଫିଲ୍ମ ରେ ଅଭିନେତ୍ରୀ ଙ୍କ ର ନାଭି କୁ କାମୁକତା ର ଭାବନା ରୂପେ ଦର୍ଶାଯାଇଥାଏ I ଏବଂ ଫିଲ୍ମ ନିର୍ମାତା ମାନେ U/A ସାର୍ଟିଫିକେଟ ମଧ୍ୟ ପାଇପାରିଥାନ୍ତି I
ସାଉଥ ଫିଲ୍ମ ର ଅଭିନେତ୍ରୀ ଙ୍କ ର ଡ୍ରେସ କୁ ଏପରି ଡିଜାଇନ କରାଯାଇଥାଏ କି ଯେପରି ତାଙ୍କ ର ନାଭି ସ୍ପଷ୍ଟରୂପେ ଦେଖାଯିବ I ତେବେ ବିଗତ ଦିନ ରେ ଅଭିନେତ୍ରୀ ତପସ୍ୱୀ ଏହି ଦୃଶ୍ୟ ଆଦି କୁ ନେଇ ଆପତ୍ତି ଜଣାଇଥିଲେ I ଏହା ମେକର ରାଘବେଦ ଏହା କୁ ନେଇ ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି I
ଅଭିନେତ୍ରୀ ତପସ୍ୱୀ କହିଛନ୍ତି ମୋତେ ଏ ପର୍ଯ୍ୟନ୍ତ ଏପରି ଦୃଶ୍ୟ ଆଦି ର କାରଣ ଜଣାପଡ଼ୁନାହିଁ I ଏପରି ନାଭି ପ୍ରଦର୍ଶନ କରିବା କେଉଁପରି କାମୁକତା ର ଦୃଶ୍ୟ ଅଟେ I
ତପସ୍ୱୀ କହିଛନ୍ତି ମୋତେ ଜଣାନାହିଁ କି ମୋ ନାଭି କୁ ନଡ଼ିଆ ପକାଇ କେଉଁପରି ଏହା କାମୁକତା ର ଦର୍ଶାଯାଇଛି I
ସାଉଥ ଇଣ୍ଡିଆନ ଫିଲ୍ମରେ ହିରୋଇନ ଙ୍କର ନାଭି ଉପରେ ସବୁବେଳେ କ୍ୟାମେରା କଣ ପାଇଁ ବୁଲିଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ
