ସାଉଥ ଇଣ୍ଡଷ୍ଟ୍ରିର ଏହି 3ଜଣ ହିରୋଇନଙ୍କ ସୁନ୍ଦରତା ଆଗରେ ଫେଲ ମାରିବେ Bollywoodର ସବୁ ବଡ ବଡ ଅଭିନେତ୍ରୀ ମାନେ… ଦେଖିଲେ ନିଜେ ଜାଣି ଯିବେ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର କଳାକାର ମାନେ ମଧ୍ୟ ବେଶ ଲୋକପ୍ରିୟ ଅଟନ୍ତି | ବଲିଉଡ ପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ସୁନ୍ଦରୀ ଅଭିନେତ୍ରୀ ମାନେ ଅଛନ୍ତି କିନ୍ତୁ ଆଜି ଆମେ ଏପରି କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କ ସୁନ୍ଦରତା ଆଗ ରେ ବଲିଉଡ ର ସବୁ ଅଭିନେତ୍ରୀ ଫେଲ ହେଇଯିବେ |

କୃତି ସୁରେଶ

କୃତି ସୁରେଶ ସାଉଥ ଇଣ୍ଡଷ୍ଟ୍ରି ର ସବୁଠାରୁ ସୁନ୍ଦରୀ ଓ ହଟ ଅଭିନେତ୍ରୀ ଅଟନ୍ତି | ସେ ନିଜ ସୁନ୍ଦରତା ରେ କୋଟି କୋଟି ଦର୍ଶକ ଙ୍କ ର ପ୍ରିୟ ହେଇପାରିଛନ୍ତି | କୃତି ସୁରେଶ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଳିଦଉ ଫିଲ୍ମ ରେ ମଧ୍ୟ ସକ୍ରିୟ ଅଛନ୍ତି |

କାଜଲ ଅଗ୍ରୱାଲ

ବଲିଉଡ ର ଅଭିନେତା ଅଜୟ ଦେଵଗଂ ଙ୍କ ସହ ଫିଲ୍ମ ସିଂଘମ ରେ ନଜର ଆସିଥିଲେ କାଜଲ ଅଗ୍ରୱାଲ | କାଜଲ ଅଗ୍ରୱାଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଙ୍କ ମଧ୍ୟ ରେ ପରିଚିତ ଅଟନ୍ତି | ଏବଂ ଟନଙ୍କ ସୁନ୍ଦରତା ଆଗ ରେ ବଳିଦଉ ର ଅଭିନେତ୍ରୀ ମାନେ ମଧ୍ୟ ଫିକା ପଡିଯିବେ |

ତମନ୍ନା ଭାଟିୟା

ବଲିଉଡ ର ଖିଲାଡୀ କୁମାର ଙ୍କ ସହ ଫିଲ୍ମ ଆଣ୍ଠେର୍ଟିଂମେଣ୍ଟ ରେ ନଜର ଆସିଥିଲେ ତମନ୍ନା ଭାଟିୟା | ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି | ଏବଂ ତାଙ୍କ ସୁନ୍ଦରତା ର କୋଟି କୋଟି ପ୍ରଶଂସକ ଅଛନ୍ତି | ଏବଂ ତାଙ୍କ ର ଲୋକପ୍ରିୟତା କିଛି କମ ନୁହେଁ |