ଦୁନିଆ ରେ ଅନେକ ପ୍ରକାର ର ଲୋକେ ଅଛନ୍ତି ଏବଂ ସମସ୍ତେ ନିଜ ନିଜ ଶୈଳୀ ରେ ହିଁ ଜୀବନ ଅତିବାହିତ କରିଥାନ୍ତି I କେଉଁଠାରେ ଏତେ ଗରିବ ଲୋକେ ଅଛନ୍ତି ଖାଇବାକୁ ପାଉ ନାହାନ୍ତି ତ କେଉଁଠାରେ ଲୋକେ ଖାଦ୍ୟ ନଷ୍ଟ କରିଥାନ୍ତି I ଆଜି ଆମେ ପେରୁ ଦେଶ ର ମୋଚ ସହର ର ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ I ଏଠାରେ ଏକ ପିଲା ସହର ର ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢୁଥିଲା I ସେହି ବାଟ ଦେଇ ଏକ ପୋଲିସ ଗାଡି ଯାଇଥିଲା I
ପ୍ରଥମେ ତ ପୋଲିସ ଭାବିଥିଲା କି କୌଣସି ସଂଦୀଘନ ବ୍ୟକ୍ତି ଅଟନ୍ତି କିନ୍ତୁ ପାଖ କୁ ଯାଇ ଦେଖିବାକୁ ଜଣାପଡିଥିଲା କି ପିଲାଟି ବସି ସେଠାରେ ପାଠ ପଢୁଛି I ପିଲାଟି ନିଜ ର ପାଠପଢା ଦାଇତ୍ୱ ଦିନ ରେ ପୁରା କରି ନ ପରିବା ରୁ ରାତି ରେ ଏଠାରେ ବସି ପଢୁଛି I ଏହି ଘଟଣା ର ଭିଡିଓ କେହି ଜଣେ ବନେଇ ଏହା କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ I ଏହି ଭିଡିଓ ଟି କୁ ୟାକୁବ ଅହମଦ ନାମ ଜଣେ କୋଟିପତି ବ୍ୟକ୍ତି ଦେଖିଥିଲେ I
ଏବଂ ସେହି ଧନୀ ବ୍ୟକ୍ତି ଏହି ନିଷ୍ପତି ନେଇଥିଲେ କି ସେ ଯାଇ ସେହି ପିଲାଟି କୁ ସାକ୍ଷ୍ୟାତ କରିବେ I ଏବଂ ପିଲାଟି କିପରି ଉତ୍ତମ ଶିକ୍ଷ୍ୟା ହାସିଲ କରିବ ତାହା ମଧ୍ୟ ସେ ସହାୟତା କରିପାରିବେ I ଏହି କୋଟିପତି ବ୍ୟକ୍ତି ଉକ୍ତ ପିଲାଟି ର ପରିବାର ପାଁଇ ଦୁଇ ମହଲା ର ଏକ ଘର ମଧ୍ୟ ନିର୍ମାଣ କରିଥିଲା I ଏହିପରି ଭାବ ରେ ଜଣେ ଧନୀ ବ୍ୟକ୍ତି ଙ୍କ ର କାରଣ ରୁ ପିଲାଟି ର ଜୀବନ ରେ ଅନେକ ପରିବର୍ତନ ଆସିଥିଲା I
¡Lo contó todo! El empresario árabe Jacob Mubarak, quien decidió ayudar de manera desinteresada al niño peruano que fue grabado estudiando debajo de un poste de luz en plena calle, confesó qué lo motivó hacer este acto de solidaridad ► https://t.co/I70GiIh5VI pic.twitter.com/MSB6RBVSjo
— Panamericana.pe (@PanamericanaTV) 24 May 2019
ଏହି ଘଟଣା ରୁ ଆପଣ ଅନୁମାନ କରିପାରୁଥିବେ କି ଆଜି ମଧ୍ୟ ଦୁନିଆ ରେ ମଣିଷପଣିଆ ଜୀବିତ ରହିଛି I