୧୨ ବର୍ଷ ପୂର୍ବରୁ ସେହେବାଗ କରିଥିଲେ ଗାଙ୍ଗୁଲିଙ୍କ ଉପରେ ୨ଗୋଟି ଭବିଷ୍ୟବାଣୀ, ଆଉ ଆଜି ସେସବୁ ହେଇଗଲା ସତ

ଭାରତୀୟ କ୍ରିକେଟ ଟିମ ର ବିସ୍ଫୋଟକ ଖେଳାଳି ବୀରେନ୍ଦ୍ର ସେହେବାଗ ସର୍ବଦା ନିଜ ର ବୟାନ କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା ରେ ରହିଥାନ୍ତି I ସେହିପରି ବିଗତ ଦିନ ରେ ସେହେବାଗ , ଗାଙ୍ଗୁଲି କ୍ରିକେଟ ଟିମ ର ଅଧକ୍ଷ ହେବେ ବୋଲି ବଡ଼ ବୟାନ ଦେଇଥିଲେ I ବର୍ତମାନ ସମୟ ରେ ସେହେବାଗ ଙ୍କ ର ଦୁଇ ଦୁଇଟି ଭବିଷ୍ୟବାଣୀ ସତ୍ୟ ହେବାକୁ ଯାଉଛି I

ଭାରତୀୟ କ୍ରିକେଟ ର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ବର୍ତମାନ ବିସିସିଆଇ ର ଅଦକ୍ଷ ହେଇଯାଇଛନ୍ତି I ବିଗତ ଦିନ ରେ ସୌରଭ ପ୍ରେସ କନ୍ଫରେନ୍ସ ରେ ମଧ୍ୟ ନିଜ ର ମତାମତ ଦେଇଛନ୍ତି I ଏହି ପ୍ରେସ କନ୍ଫରେନ୍ସ ରେ ସୌରଭ 20 ବର୍ଷ ପୁରୁଣା ଵଲେଜର ପିଂଧିକି ଆସିଥିଲେ I ତେବେ ଆଜି ଆମେ ଏଠାରେ ଆଲୋଚନା କରୁଛେ ସେହେବାଗ ଙ୍କ ର ଭବିଷ୍ୟବାଣୀ ବିଷୟ ରେ I

2007 ରେ ବୀରେନ୍ଦ୍ର ସେହବାଗ କିଛି ଭବିଷ୍ୟବାଣୀ କରିଥିଲେ
ବୀରେନ୍ଦ୍ର ସେହେବାଗ 2007 ରେ ଦାଦା ଙ୍କ ର ବିସିସିଆଇବି ର ଅଦକ୍ଷ୍ୟ ହେବାକୁ ନେଇ ଭବିଷ୍ୟବାଣୀ କରିଥିଲେ I ବର୍ତମାନ ଏତେ ବର୍ଷ ପରେ ବୀରେନ୍ଦ୍ର ସେହେବାଗ ଙ୍କ ର ଭବିଷ୍ୟବାଣୀ ସତ ହେବାକୁ ଯାଉଛି I 2007 ରେ ଡ୍ରେସିଂ ରୁମ ରେ ବୀରେନ୍ଦ୍ର ସେହେବାଗ ଭବିଷ୍ୟବାଣୀ କରିଥିଲେ କି ଦାଦା ବିସିସିଆଇ ର ଅଦକ୍ଷ ହେବେ I

ବୀରେନ୍ଦ୍ର ସେହେବାଗ ଙ୍କ ର ଦ୍ୱିତୀୟ ଭବିଷ୍ୟବାଣୀ
ଆଉ ଏକ ଭବିଷ୍ୟତବାଣୀ ରେ ବିରେନ୍ଦ୍ରସେହେବାଗ ଯାହା କହିଥିଲେ ତାହା ମଧ୍ୟ ସତ ହେବାକୁ ଯାଉଛି I ବୀରେନ୍ଦ୍ର ସେହେବାଗ ଙ୍କ ର ଦ୍ୱିତୀୟ ଭବିଷ୍ୟବାଣୀ ଅନୁସାରେ ଆଗାମୀ ସମୟ ରେ ଦିନେ ଦାଦା ପଶ୍ଚିମ ବଙ୍ଗ ର ମୁଖ୍ୟମନ୍ତ୍ରୀ ହେବେ I ଏବଂ ବର୍ତମାନ ସମୟ ରୁ ଦାଦା ଙ୍କ ର ରାଜନୈତିକ କ୍ୟାରିୟର ରେ ଏକ ଆଶ୍ଚଯ୍ୟକର ପରିବର୍ତନ ମଧ୍ୟ ଦେଖିବାକୁ ମିଳିଛି I

20 ବର୍ଷ ପୁରୁଣା ଵଲେଜର ପିନ୍ଧି ଆସିଥିଲେ ଦାଦା
ବିସିସିଆଇ ର ଅଦକ୍ଷ୍ୟ ହେବା ପରେ ସୌରଭ ଗାଙ୍ଗୁଲି ପ୍ରେସ କନ୍ଫରେନ୍ସ ଦେବାକୁ ଆସିଥିଲେ ଏବଂ ଏଠାକୁ ସେ ଦୀର୍ଘ 20 ବର୍ଷ ର ପୁରୁଣା ଏକ ଵଲେଜର ପିନ୍ଧି ଆସିଥିଲେ I ଆଗାମୀ ସମୟ ରେ ଗାଙ୍ଗୁଲି ବିସିସିଆଇ ର ନୂଆ ଅଦକ୍ଷ୍ୟ ରୂପେ ଚୟନ ହେବାକୁ ଯାଉଛନ୍ତି I