ବର୍ତମାନ ସମୟ ରେ କ୍ରିକେଟ କୁ ନେଇ ଚର୍ଚା ବେଶ ଜୋର ଧରିଛି I କଲି ଭାରତ ଶ୍ରୀଲଙ୍କା ମ୍ୟାଚ ବର୍ଷା ଯୋଗୁ ରଦ୍ଧ ହୋଇଯାଇଛି| ଆଗାମୀ ମ୍ୟାଚ 7 ତରିଖରେ ଖେଳ ହେବ କିନ୍ତୁ ଆଜିର ଚର୍ଚା ର ମୁକ୍ଷ୍ୟ ବିଷୟ ହେଉଛି ଜଣେ ସେନା ର ଯବାନ ଏପରି କିଛି କରିବା ର ଦେଖି ଗୌତମ ଗମ୍ଭୀର ତାଙ୍କ ର ପ୍ରତିକ୍ରିୟା ରଖିଥିଲେ I
ଭାରତୀୟ ପୂର୍ବ କ୍ରିକେଟର ଗୌତମ ଗମ୍ଭୀର ଜଣେ ଯବାନ ଙ୍କ ର ସହାୟତା କରିଛନ୍ତି I ଏବଂ ଗୌତମ ଙ୍କ କାରଣ ରୁ ଏହି ସେନା ର ଯବାନ ଙ୍କୁ ବର୍ତମାନ ସହାୟତା ମଧ୍ୟ ମିଳିପାରିଛି I ଏହି ଯବାନ ଏପରି ସମସ୍ୟା ରେ ଅଛନ୍ତି କି ସେ ଭିକ ମାଗିବାକୁ ବାଧ୍ୟ ହେଇଯାଇଛନ୍ତି I ଏବଂ ଗୌତମ ଙ୍କର ଏକ ଟ୍ୱିଟ ପରେ ରକ୍ଷମନ୍ତ୍ରାଳୟର ନଜର ଏହି ଯବାନ ଙ୍କ ଉପରେ ପଡିଥିଲା I
ଗୌତମ ଗମ୍ଭୀର ଏହି ବ୍ୟକ୍ତି ଙ୍କ ର ଫୋଟୋ ପୋଷ୍ଟ କରି ଲେଖିଥିଲେ ସେ 1965 ରୁ 1971 ମସିହା ମଧ୍ୟ ରେ ଭାରତୀୟ ସେନା ରେ କାର୍ଯ୍ୟରତ ଥିଲେ I କିନ୍ତୁ ବର୍ତମାନ ସେନା ରୁ ବାହାରିବା ପରେ ସେନା ରୁ ଯେଉଁ ସହାୟତା ତାଙ୍କୁ ମିଳୁଥିଲା ଆଉ ମିଳୁନାହିଁ I ଏହି ବ୍ୟକ୍ତି ବର୍ତମାନ କଣ୍ଟକଟ ପ୍ଲେସ ରେ ଭିକ ମାଗୁଛନ୍ତି I ଗୌତମ ଙ୍କ ର ଟ୍ୱିଟ ର ଉତର ମଧ୍ୟ ରକ୍ଷମନ୍ତ୍ରାଳୟ ଦେଇଥିଲେ ଓ କହିଥିଲେ ଖୁବ ଶୀଘ୍ର ଆକ୍ସନ ନିଆ ଯିବ ଓ ତାଙ୍କ ର ସହାୟତା କରାଯିବ I