ସେନାରେ ଭର୍ତି ସମୟରେ ଉଚ୍ଚତା ବଢାଇବା ପାଇଁ ଏହି ଯୁବକ କରିଲେ କିଛି ଏପରି କାମ,ଯାହା ଜାଣିଲା ପରେ ଆପଣ ସ୍ତବ୍ଦ

ଆମ ଜୀବନ ରେ ପ୍ରତୋକ ବ୍ୟକ୍ତି ଙ୍କ ର କିଛି ନା କିଛି ଲକ୍ଷ ରହିଥାଏ I ଏବଂ ସେମାନେ ନିଜ ର ଏହି ସ୍ୱପ୍ନ କୁ ସାକାର କରିବାକୁ ନିଜ ର ସବୁ ଜୀବନ ଅତିବାହିତ କରିଥାନ୍ତି I ଆଜିକାଲି ଯୁବପିଢ଼ି ଙ୍କ ର ପୋଲିସ କିମ୍ବା ଆର୍ମି ବିଭାଗ ରେ ଚାକିରୀ କରିବାକୁ ଅଧିକ ଆଗ୍ରହ ଦେଖିବାକୁ ମିଳିଛି I ଏବଂ ଏହି ବିଭାଗ ରେ ଉଚ୍ଚତା କୁ ବି ବେଶ ପ୍ରାଧାନ୍ୟ ଦିଆ ଯାଇଥାଏ I ତେବେ ପ୍ରତୋକ ଲୋକଙ୍କ ର ଲକ୍ଷ ଗୋଟିଏ କି ଦେଶ ସେବା ରେ ନିଜ କୁ ସମର୍ପିତ କରିବା I କିଛି ଏପରି ନଜାରା ବୁଧବାର ଦିନ କମଳା ନେହୁରୁ ମୈଦାନ ରେ ଦେଖିବାକୁ ମିଳିଥିଲା I

ମୁରାଦବାଦ ରେ ବୁଧବାର ଦିନ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଏବଂ ଉଚତା ର ପରୀକ୍ଷା ରେ ପାସ ହେବା ପାଁଇ ଏହି ଯୁବକ ଏପରି କିଛି କରିଥିଲେ I ଏପରି ସେହି ଯୁବକ କରିଥିଲେ କି ଅନ୍ୟ କେହି ଏହି ବାବଦ ରେ କଳ୍ପନା ବି କରି ନ ଥିଲେ ତେବେ ଚାଲନ୍ତୁ ଜାଣିବା ସେ କଣ କରିଥିଲେ I

ସେନା ରେ ଯୋଗ ଦେବା ପାଁଇ ଜାଲ ପ୍ରମାଣ ପତ୍ର ଓ ଅନ୍ୟ ଜାଲ କାଗଜପତ୍ର ଯୋଗାଡ଼ କରିଥିଲେ ସୂଚନା ମୁତାବକ ଏହି ଦିନ ପରୀକ୍ଷା ରେ 12 ଅଧିକ ପ୍ରାର୍ଥୀ ଜାଲ ପ୍ରମାଣ ସହ ଧରା ପଡିଛନ୍ତି I

ତେବେ ସେନା ରେ ନିଯୁକ୍ତି ପାଁଇ ବୁଧବାର ଦିନ ରାଲି ରେ ମୁରାଦବାଦ ଜନପଥ ର ଯୁବକମାନଙ୍କୁ ଡକାଯାଇଥିଲା I ଏହି ସମୟ ରେ 7289 ଯୁବକ ଙ୍କ ର ରେଜିଷ୍ଟ୍ରସନ କରାଯାଇଥିଲା I କିନ୍ତୁ ଏଥିରୁ 4347 ଯୁବକ ଙ୍କ ର ଚୟନ ହେଇଥିଲା I ଏବଂ ଏହି ଯୁବକ ମାନେ ମୈଦାନ ରେ ପହଂଚିଥିଲେ I ପାଖାପାଖି 409 ଜଣ ଯୁବକ ଙ୍କ ର ଉଚତା କାରଣ ରୁ ତାଙ୍କୁ କାଟି ଦିଆ ଯାଇଥିଲା I ଏବଂ ଶେଷ ପର୍ଯ୍ୟାୟ ରେ କେବଳ 290 ଜଣ ଙ୍କ ର ଚୟନ ହେଇଥିଲା I

ତେବେ ଏହି ସମୟ ରେ ଜଣେ ଯୁବକ ପଥର ରେ ନିଜ ମୁଁଡ଼ କୁ ଫଟାଇଦେଇଥିଲା ତେବେ ଏହି ସମ୍ପର୍କ ରେ ଯେତେବେଳେ କାରଣ ପଚରା ଯାଇଥିଲା ତ ଆଶ୍ଚଯ୍ୟକର ଉତ୍ତର ମିଳିଥିଲା I

ଏହି ଚୟନ ପ୍ରକ୍ରିୟା ପରେ 25 ଜଣ ପ୍ରାର୍ଥୀ ଙ୍କ ର ଫରଜି ଡକମେଣ୍ଟ ଓ 18 ଟି ଫରଜି ଆଡମିଟ କାର୍ଡ ଥିବା ବ୍ୟକ୍ତି ଧରା ଯାଇଥିଲା I ଏବଂ ତାଙ୍କୁ ବାହାର କରାଯାଇଥିଲା I ତେବେ ଏଠାରେ ଜଣେ ପ୍ରାର୍ଥୀ ଅଙ୍କିତ କୁମାର ନିଜ ର ଉଚତା କମ ହେବା କାରଣ ରୁ ସେ ନିଜ ର ଉଚତା ବଢାଇବା ପାଁଇ ନିଜ ମୁଣ୍ଡ କୁ ପଥର ରେ ମାରି ମାରି ଫଟାଇଦେଇଥିଲେ I ଯାହା ଫଳ ରେ କି ତାଙ୍କ ମୁଣ୍ଡ ରେ ଆଘାତ ଲାଗିଥିଲା I

ତେବେ ଚୟନ ସମୟ ରେ ଅଧିକାରୀ ଙ୍କୁ ସନ୍ଦେହ ହେବା ରୁ ପୁଣି ଆଉଥରେ ଅଙ୍କିତ ଙ୍କ ର ଉଚତା ମପା ଯାଇଥିଲା ଏବଂ ଏହା ପରେ ବାଧ୍ୟ ହେଇ ଅଙ୍କିତ ସେନାକର୍ମୀ ଙ୍କୁ ସବୁ ସତ କହିଥିଲେ ଏବଂ ତାଙ୍କ ର ଚୟନ କରାଯାଇଥିଲା ଯାହା ଫଳରେ କି ତାଙ୍କୁ ଏହି ପରୀକ୍ଷା ରେ ପାସ କରାଯାଇଥିଲା I