ଦର୍ଶକବନ୍ଧୁ ଆପଣମାନେ ହିରୋଇନ ଏଲିନା ସାମନ୍ତରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ | ତେବେ ଏଲିନା ନୁ ଅଡ୍ରେସସ ପିନ୍ଧି ନିଜ ଗାଁ ରେ କିପରି ରଜ ପାଳନ କଲେ ଆସନ୍ତୁ ଜାଣିବା | ବନ୍ଧୁଗଣ ଆପଣମାନେ ଜାଣିଥିବେ ଏଲିନା ସାମନ୍ତରାୟ ଓଲିଉଡ଼ କୁ ଏକ ରିଆଲିଟି ସୋ ମାଧ୍ୟମରେ ଏଣ୍ଟ୍ରି କରିଥିଲେ | ସେତେବେଳେ ତାଙ୍କୁ ମାତ୍ର 17 ବର୍ଷ ବୟସ ହୋଇଥିଲା |
ଏହାରି ମଧ୍ୟରେ ତାଙ୍କର ଆକ୍ଟିଙ୍ଗ କ୍ୟାରିଅର କୁ 7 ବର୍ଷ ହୋଇଗଲାଣି ଓ ବର୍ତମାନ ଏଲିନା 24 ବର୍ଷ ବୟସର ହୋଇ ଗଲେଣି | ତାହେଲେ ତାଙ୍କର 7 ବର୍ଷର ଫିଲ୍ମ କ୍ୟାରିଅର ମଧ୍ୟରେ ସେ ଓଲିଉଡ଼ ର ସମସ୍ତ ଆଗଧାଡ଼ି କଳାକାର ମାନଙ୍କ ସହିତ ଅଭିନୟ କରି ଓଡ଼ିଶାର ଦର୍ଶକମାନଙ୍କ ମନରେ ଗୋଟେ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ଓ|
ସେ ଅନୁଭବ ବାବୁଶାନ କିମ୍ବା ସବ୍ୟସାଚୀ ହୁଅନ୍ତୁ ସମସ୍ତଙ୍କ ସହ ଏଲିନା ଓଡ଼ିଆ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି | ତେବେ ବର୍ତମାନ ସମୟରେ ଓଲିଉଡ଼ ର ସମସ୍ତ ସିନେମା ସୁଟିଂ ର କାର୍ଯ୍ୟ ବନ୍ଦ ରହିଛି ସେଥିପାଇଁ ଏଲିନା ସାମନ୍ତରାୟ ନିଜ ଗାଁ କୁ ଚାଲିଯାଇଛନ୍ତି ଓ ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି |
ଏଥି ସହିତ ନିଜ ଗାଁ ପିଲାମାନଙ୍କ ସହ ମିଶି ରଜ ପାଳନ କରୁଥିବାର ଦେଖା ଦେଇଛନ୍ତି ସେ ନୂଆ ଡ୍ରେସ ପିନ୍ଧି ଗାଁ ରେ ବୁଲୁଥିବାର ପାନ ଖାଉଥିବାର ଓ ଦୋଳି ଖେଳୁଥିବାର ନଜର ଆସିଛନ୍ତି ତେବେ ଆପଣମାନଙ୍କୁ ଏଲିନାଙ୍କ ଅଭିନୟ ଆପଣମାନଙ୍କୁ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |