ଶକ୍ତି କପୁରଙ୍କୁ ମିଳିଗଲା ତାଙ୍କର ଜ୍ୱାଇଁ, ଏହି ବ୍ୟକ୍ତିଙ୍କ ସହ ଶ୍ରଦ୍ଧା କପୁର କରି ପାରନ୍ତି ବିବାହ

ବଲିଉଡ ରେ ଏପରି ତ ଅନେକ ବଡ଼ ବଡ଼ କଳାକାର ଅଛନ୍ତି କିନ୍ତୁ 90 ଦଶକ ରୁ ଦର୍ଶକ ଙ୍କ ର ମନ କୁ ତାଙ୍କ କଳାକୃତି ରେ ଆକର୍ଷିତ କରିଥିବା ଶକ୍ତି କପୁର ଙ୍କ ର ଲୋକପ୍ରିୟତା ସମ୍ପର୍କ ରେ କିଏ ବା ନ ଜାଣିଚି I ସେ ସମୟ ରେ ଶକ୍ତିକପୁର ଜଣେ ଏପରି କଳାକାର ଥିଲେ ଯିଏ ଅଭିନେତା ଠାରୁ ନେଇ ଖଳନାୟକ ଏପରି କି ହାସ୍ୟ ଅଭିନେତା ର ଭୂମିକା ରେ ବି ସୁନ୍ଦର ଅଭିନୟ କରିଛନ୍ତି I ତାଙ୍କ ର ଝିଅ ଶ୍ରଦ୍ଧା କପୁର ଆଜିକା ସମୟ ରେ ବଲିଉଡ ରେ ବେଶ ସୁପରିଚିତ ହେଇପାରିଛନ୍ତି I ତେବେ ଶ୍ରଦ୍ଧା ତାଙ୍କ ର ପ୍ରେମ ସମ୍ପର୍କ କୁ ନେଇ ବେଶ ଚର୍ଚା ରେ ଅଛନ୍ତି I

ବଲିଉଡ ଫିଲ୍ମ ଆସିକି 2 ରୁ ଶ୍ରଦ୍ଧା ନିଜ ର ବଲିଉଡ ରେ କ୍ୟାରିୟର ଆରମ୍ଭ କରିଛନ୍ତି I ଏହି ଫିଲ୍ମ ରେ ସେ ଅଭିନେତା ଆଦିତ୍ୟ କପୁର ଙ୍କ ସହ ଅଭିନୟ କରିଥିଲେ I ତେବେ ଖବର ଅନୁସାରେ ବଲିଉଡ ର ଅଭିନେତା ଡ଼ାଇରେକ୍ଟର ଫରନ ଖାଁ ଙ୍କ ସହ ତାଙ୍କ ର ସମ୍ପର୍କ ଥିଲା I

ଖବର ମୁତାବିକ ଶ୍ରଦ୍ଧା କିଛି ସମୟ ପୂର୍ବ ରୁ ଜବେଦ ଆକ୍ଟର ଙ୍କ ର ପୁଅ ଓ ବଲିଉଡ ର ଡ଼ାଇରେକ୍ଟର ଫରନ ଙ୍କ ସହ ପ୍ରେମ ସମ୍ପର୍କ ରେ ଥିବା ର ଜଣାଯାଇଛି I ଶକ୍ତି କପୁର ଏହି ସମ୍ପର୍କ ବାବଦ ରେ ଜାଣିବା ପରେ ଏହି ପ୍ରସ୍ତାବ କୁ ସେ ଗ୍ରହଣ କରି ନ ଥିଲେ I ଏହା ପରେ ଶ୍ରଦ୍ଧା ନିଜ ଘର ଛାଡି ଫରନ ଙ୍କ ସହ ଲିଭ ଇନ ରିଲେସନ ରେ ରହିବାକୁ ଲାଗିଲେ I ତେବେ ଶ୍ରଦ୍ଧା ଓ ଫରନ ଙ୍କ ର ପ୍ରେମ ରେ ଫାଟ ସୃଷ୍ଟି ହେଇଚି ଏବଂ ଶ୍ରଦ୍ଧା ବର୍ତମାନ ତାଙ୍କ ଘର କୁ ଫେରି ଆସିଛନ୍ତି I ତାଙ୍କ ଜୀବନ ରେ ଜଣେ ଯୁବକ ର ପୁଣି ଏଣ୍ଟ୍ରି ହେଇଚି I

ଶ୍ରଦ୍ଧା ବର୍ତମାନ ଯେଉଁ ଯୁବକ ଙ୍କୁ ପ୍ରେମ କରୁଛନ୍ତି ସେ କୌଣସି ଅଭିନେତା ନୁହନ୍ତି ସେ ହେଉଛନ୍ତି ଜଣେ ଫଟୋଗ୍ରାଫର I ଶ୍ରଦ୍ଧା ଲୋକପ୍ରିୟ ଫୋଟୋଗ୍ରାଫର ରୋହନ ସେଠି ଙ୍କୁ ପ୍ରେମ କରୁଛନ୍ତି I ସେ ଦୁହେଁ ପରସ୍ପର ଙ୍କୁ ପିଲାଦିନ ରୁ ଜାଣିଛନ୍ତି I ଦୁହେଁ ପରସ୍ପର ର ଭଲ ବନ୍ଧୁ ମଧ୍ୟ ଅଟନ୍ତି I ରୋହନ ଙ୍କ ର ବୟସ ବର୍ତମାନ 33 ଓ ଶ୍ରଦ୍ଧା ଙ୍କ ର ବୟସ 31 ଅଟେ I ତେବେ ଏହି ପ୍ରସ୍ତାବ ରେ ଶକ୍ତି କପୁର ବି ବେଶ ଖୁସି ଥିବା ର ଦେଖିବାକୁ ମିଳିଛି I