ତେବେ ହିନ୍ଦୁ ଧର୍ମ ରେ ସ୍ୱାମୀ ସ୍ତ୍ରୀ ପାଁଇ କିଛି ନିୟମ ର ଉଲେଖ ରହିଛି I ଯେପରି ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମ ରେ 16 ଗୋଟି ସଂସ୍କାର ରହିଛି ବିବାହ ର I ଏବଂ ପ୍ରତୋକ ସଂସ୍କାର କୁ ଲୋକେ ପାଳନ କରିଥାନ୍ତି I
ଏପରି ମାନ୍ୟତା ରହିଛି କି ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟ ରେ କେହି ବି ଭୁଲ କର୍ମ କରିଥାନ୍ତି ତ ଏହା ର ଫଳ ଦୁହେଁ ପାଇଥାନ୍ତି I ଏବଂ ଶାସ୍ତ୍ର ରେ ପତ୍ନୀ ଙ୍କ ର ଏହି 5 ଗୋଟି ଲକ୍ଷଣ ସମ୍ପର୍କ ରେ ଉଲେଖ ରହିଛି I
ପ୍ରତୋକ ଦିନ ସ୍ନାନ ନ କରିବା :
ଯଦି ଆପଣ ଙ୍କ ର ପତ୍ନୀ ପ୍ରତୋକ ଦିନ ସ୍ନାନ ନ କରିଥାନ୍ତି ତ ଆପଣ ଙ୍କ ର ବି ଏହି ଦୁର୍ଭାଗ୍ୟ ଲାଗି ରହିଥାଏI
ଅଧିକ ଡେରି ପର୍ଯ୍ୟନ୍ତ ପତ୍ନୀ ଶୋଇବା :
ଯଦି କୌଣସି ବିବାହିତା ନାରୀ ଅଧିକ ଡେରି ପର୍ଯ୍ୟନ୍ତ ସୋଇ ରହିଥାଏ ତ ଏହାର ପ୍ରଭାବ ତାଙ୍କ ସ୍ୱାମୀଙ୍କ ଉପରେ ପଡିଥାଏ ଓ ସର୍ବଦା ଅର୍ଥାଭାବ ଲାଗିରହିଥାଏ I
ମୈଲା ସଫା ନ କରିବା:
ଯଦି ଘର ର ପତ୍ନୀ ଘର କୁ ଠିକ ରେ ପରିସ୍କାର ନ ରଖନ୍ତି ତ ଏବଂ ଘର ଅପରିଷ୍କାର ହେଇ ରହିଥାଏ ତ ସେହି ଘରେ ମାତା ଲକ୍ଷ୍ମୀ କେବେ ହେଲେ ଆସନ୍ତି ନାହିଁ I
ସର୍ବଦା ସ୍ୱାମୀ ଙ୍କ ପୂର୍ବ ରୁ ଖାଦ୍ୟ ଖାଇବା :
ଯଦି ସ୍ୱାମୀ ସ୍ତ୍ରୀ ଏକାଠି ରହିବା ପରେ ବି ନିଜ ସ୍ୱାମୀ ଖାଦ୍ୟ ଖାଇବା ପୂର୍ବ ରୁ ପତ୍ନୀ ଖାଇଦେଇଥାନ୍ତି ତ ଏହା ର ଖରାପ ପ୍ରଭାବ ସ୍ୱାମୀ ଙ୍କ ଉପରେ ପଡିଥାଏ I
ଖର୍ଚ୍ଚ କୁ ନ ଜଗିବା:
ଯଦି ଆପଣ ଙ୍କ ପତ୍ନୀ କୌଣସିବି ଖର୍ଚ୍ଚ ପାଁଇ ସର୍ବଦା ପ୍ରସ୍ତୁତ ହେଇଥାଏ ତ କେବେ ହେଲେ ସେହି ଘରେ ଧନ ରହି ନ ଥାଏ I