କାହିଁକି ନିଜ ପରିବାରକୁ ଅଭିନୟ ଦୁନିଆରୁ ଦୂରେଇ ରଖନ୍ତି Sidhant Mohapatra, ଜାଣିଲେ ଆଶ୍ଚଯ୍ୟ ହେବେ

ଦର୍ଶକବନ୍ଧୁ ଆପଣମାନେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଭଲଭାବରେ ଯାଇଥିବେ ସେ ନିଜର ଅଭିନୟ ମାଧ୍ୟମରେ ସ୍ୱତନ୍ତ୍ର ପରିଚୟ ବନେଇବାରେ ସଫଳ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର 1966 ମସିହା ମେ ମାସ 5 ତାରିଖରେ ଜନ୍ମ ଗ୍ରହଣ କରିଥିଲେ | ବର୍ତ୍ତମାନ ତାଙ୍କୁ 55 ବର୍ଷ ହୋଇସାରିଲାଣି ଏହା ସହିତ ସେ ପ୍ରାୟ 150 ରୁ ଅଧିକ ଫିଲ୍ମ ରେ ଅଭିନୟ କରିସାରିଲେଣି |

ସେ ନିଜ ଅଭିନୟ ମାଧ୍ୟମରେ ଅନେକ ଫିଲ୍ମ କୁ ସୁପରହିଟ କରାଇ ପାରିଛନ୍ତି| ତେବେ ସେ ନିଜ ଜୀବନରେ ଅନେକ ଜାତୀୟ ପୁରସ୍କାର ପାଇଛନ୍ତି ସେ ପ୍ରାୟ 7 ଟି ଜାତୀୟ ପୁରସ୍କାର ପାଇଛନ୍ତି | ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ସିନେମା ରେ କାମ କରୁ କରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା|

ଆଉ ସେମାନେ ପ୍ରେମ ବିବାହ କରି ନେଇଥିଲେ ଏହାପରେ ସେମାନଙ୍କ ମଧ୍ୟରେ ମତାନ୍ତର ହେବାରୁ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ| ଏହାପରେ ସିଦ୍ଧାନ୍ତ ମହାପାତ୍ର ବିବାହ କରିଥିଲେ ମାମା ମିଶ୍ରଙ୍କୁ ଏହାପରେ ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ମଧ୍ୟ ହୋଇଥିଲେ | ସିଦ୍ଧାନ୍ତ ମହାପାତ୍ର ନିଜ ଅଭିନୟ ର ଜୀବନ 1992 ମସିହାରେ ଆରମ୍ଭ କରିଥିଲେ|

ସେଇ ସମୟରେ ତାଙ୍କର ବୟସ ହୋଇଥିଲା 27 ବର୍ଷ ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକମାନଙ୍କର ପ୍ରିୟ ହୋଇପାରିଥିଲେ| ସିଦ୍ଧାନ୍ତ ମହାପାତ୍ର ଗୋଟେ ଫିଲ୍ମ ରେ ଅଭିନୟ କରିବାପାଇଁ ପ୍ରାୟ 15 ରୁ 20 ଲକ୍ଷ ଟଙ୍କା ନେଇଥାନ୍ତି ଓ ସେ ଅନେକ ଚଳଚିତ୍ରରେ ମଧ୍ୟ ସୁପରହିଟ ଅଭିନୟ କରିଥାନ୍ତି|

ସିଦ୍ଧାନ୍ତ ମହାପାତ୍ର ଙ୍କର ପୁଅ ଏବଂ ଝିଅ ବର୍ତ୍ତମାନ ପାଠ ପଢୁଛନ୍ତି ତେବେ ସେ ସିନେମା ଲାଇନ କୁ ଆଣିବେ କି ନାହିଁ ତାହାତ ସମୟ କହିବ ସିଦ୍ଧାନ୍ତ ଓ ରଚନା ଙ୍କର କେଉଁ ଫିଲ୍ମ ଆପଣଙ୍କୁ ଭଲଲାଗିଛି ଆମକୁ କମେଣ୍ଟ ଦ୍ୱାରା ମତାମତ ଜଣାନ୍ତୁ |