ସିନ୍ଦୁରର ଅଧିକାର ସିରିଏଲରପବିତ୍ରାଙ୍କର Lifestyle ଓ Family, ଆଗରୁ ଦେଖି ନ ଥିବେ …

ବନ୍ଧୁଗଣ ଆପଣମାନେ ପ୍ରତ୍ୟେକଦିନ ସିନ୍ଦୁରର ଅଧିକାର ସିରିଏଲ କୁ ତ ନିଶ୍ଚିତ ଭାବରେ ଦେଖୁଥିବେ ଏଇ ସିରିଏଲ ରେ ଲିଡ଼ ନାୟିକା ଭାବରେ ଅଭିନୟ କରୁଥିବା ଇତି ଙ୍କ ମା ପବିତ୍ରା ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତ ଫ୍ରେଣ୍ଡ୍ସ ଆଜି ଆସନ୍ତୁ ଜାଣିବା ପବିତ୍ରା ଙ୍କ ଯିବନି ଘର ପରିବାର ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା |


ତ ଫ୍ରେଣ୍ଡ୍ସ ଆପଣମାନେ ପ୍ରତ୍ୟେକଦିନ ସିନ୍ଦୁରର ଅଧିକାର ସିରିଏଲ କୁ ତ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏଇ ସିରିଏଲ ରେ ପ୍ରତ୍ୟେକ ଆକ୍ଟର ମାନଙ୍କର ଜବରଦସ୍ତ ଆକ୍ଟିଙ୍ଗ ଭି ଆପଣ ଦେଖୁଥିବେ | ତ ଏଇ ସିରିଏଲ ରେ ପବିତ୍ରା ଇତିଙ୍କ ମା ଭୂମିକାରେ ଅଭିନୟ କରୁଛନ୍ତି ଏହା ପୂର୍ବରୁ ପବିତ୍ରା ଙ୍କୁ ତୁଳସୀ ସିରିଏଲ ରେ ଲିଡ଼ ନାୟିକା ଭାବରେ ଦେଖିବାକୁ ପାଉଥିଲେ |


ତୁଳସୀ ସିରିଏଲ ଟି ସାରିବା ପରେ ସେ କିଛିଦିନ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିଥିଲେ ପୁଣିଥରେ ସିନ୍ଦୁରର ଅଧିକାର ସିରିଏଲ ମାଧ୍ୟମରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରୁଛନ୍ତି ତ ବର୍ତ୍ତମାନ ସମୟରେ ପବିତ୍ରା ଭୁବନେଶ୍ୱର ରେ ତାଙ୍କ ଫ୍ୟାମିଲିଙ୍କ ସହ ରହୁଛନ୍ତି ତାଙ୍କ ଫ୍ୟାମିଲି ରେ ତାଙ୍କର ବାପା ମା ଓ ତାଙ୍କର ଜଣେ ସାନ ଭାଇ ମଧ୍ୟ ଅଛନ୍ତି |


ତ ବର୍ତ୍ତମାନ ସମୟରେ ପବିତ୍ରା ଙ୍କୁ ମାତ୍ର 26 ବର୍ଷ ବୟସ ହୋଇଛି ସେ ସିନ୍ଦୁରର ଅଧିକାର ସିରିଏଲ ରେ ଗୋଟେ ଏପିସଡ଼ କରିବାପାଇଁ ମାତ୍ର 10ହଜାର ଟଙ୍କା ନେଉଛନ୍ତି ତ ବର୍ତ୍ତମାନ ସମୟରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ କୁ ବହୁତ ପସନ୍ଦ କରୁଛନ୍ତି |


ଆଉ ଏହି କାରଣ ପାଇଁ ଏଇ ସିରିଏଲ ଟି ଏବେ ସାରା ଓଡ଼ିଶାରେ ନଂ 1 ସିରିଏଲ ହୋଇ ପାରିଛି | ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ସିନ୍ଦୁରର ଅଧିକାର ସିରିଏଲ ରେ ପବିତ୍ରା ଙ୍କ ଜବରଦସ୍ତ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବରେ ଜଣାଇବେ |