ପ୍ରଥମ ଥର ପାଇଁ ଗୀତ ଗାଇଲେ Asima Pandaଙ୍କର ଝିଆରୀ, ସାମ୍ନାକୁ ଆସିଲା ଏମିତି ଭିଡ଼ିଓ, ଦେଖନ୍ତୁ

ଦର୍ଶକବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜବରଦସ୍ତ ଗାୟିକା ହେଉଛନ୍ତି ଅସୀମା ପଣ୍ଡା ଯାହାଙ୍କୁ ଓଡିଶା ବାସି ବହୁତ ଭଲ ପାଆନ୍ତି ଘରେ ଘରେ ପରିଚିତ ଅଟନ୍ତି ଅସୀମା ପଣ୍ଡା ତେବେ ବର୍ତ୍ତମାନ ସମୟରେ ଅସୀମା ପଣ୍ଡା ଗୋଟେ କୁନି ଝିଅର କିଛି ଫୋଟୋ ଏବଂ ଭିଡିଓ ପ୍ରଚୁର ପରିମାଣରେ ଭାଇରଲ ହେଉଛି ଯୋଉଥିରେ କି ଅସୀମା ପଣ୍ଡା ଙ୍କ ସହିତ ଏଇ କୁନି ଝିଅଟି ଗୀତ ଗାଉଥିବାର ମଧ୍ୟ ଦେଖିବାକୁ ମିଳିଛି |

ତେବେ ଏହାକୁ ଦେଖିବାପରେ ଅସୀମା ଙ୍କ ଫ୍ୟାନ୍ସ ମାନେ ଭାବୁଛନ୍ତି ଏ କାଳେ ଅସୀମା ପଣ୍ଡା ଝିଅ ତେବେ ଏଇ କୁନିଝିଅଟି ମଧ୍ୟ ଅସୀମା ପଣ୍ଡାଙ୍କ ଭଳି ଦେଖିବାକୁ ଏବଂ ସେ ମଧ୍ୟ ବହୁତ ସୁନ୍ଦର ଗୀତ ଗାଉଛନ୍ତି ତେବେ ଅସୀମା ପଣ୍ଡା ଏଇ କୁନିଝିଅ ସହ ବହୁତ ସାରା ଫୋଟୋ ଏବଂ ଭିଡିଓ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି |


ତେବେ ଅସୀମା ପଣ୍ଡା ବାହା ହୋଇଛନ୍ତି ସତ କିନ୍ତୁ ତାଙ୍କର କୌଣସି ଭି ସନ୍ତାନ ନାହାନ୍ତି ଯାହାକି ନିଜେ ସ୍ପଷ୍ଟ କରିଛନ୍ତି ଅସୀମା | ଏଇ କୁନିଝିଅଟି ଅସୀମା ପଣ୍ଡା ଙ୍କୁ ଆଣ୍ଟି ବୋଲି ସମ୍ବୋଧନ କରୁଛନ୍ତି ତାମାନେ ଏଇ କୁନି ଝିଅଟି ଅସୀମା ପଣ୍ଡା ଙ୍କର ଜଣେ ସମ୍ପର୍କୀୟ |

ତେବେ ଅସୀମା ପଣ୍ଡା ଓଡ଼ିଶାରେ ବହୁତ ପରିଚିତ ତାଙ୍କ ଗୀତ କୁ ଓଡିଶା ବାସି ବହୁତ ପସନ୍ଦ କରିଥାନ୍ତି ସେ ବହୁତ କମ ଦିନ ମଧ୍ୟରେ ଲୋକଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ତେବେ ଆପଣମାନଙ୍କୁ ଅସୀମା ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |