ସିରିଏଲ ଛାଡିଲା ପରେ ଏବେ କଣ କରୁଛନ୍ତି Radhika ଓ Swatik, ସମ୍ନାକୁ ଆସିଲା ଏମିତି ଫୋଟୋ

ତାହେଲେ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ କି ଆଗାମୀ ଦିନମାନଙ୍କରେ ନୂଆ ବୋହୁ ସିରିଏଲ ଟି ସାରିବାପାଇଁ ଯାଉଛି ଆଉ ଏଇ ସିରିଏଲ ଜାଗାରେ ଗୋଟେ ନୂଆ ସିରିଏଲ ଆରମ୍ଭ ହେବାକୁ ଯାଉଛି ଯାହାର ନାଁ ରହିଛି ଝିଅ ଆମର ନୂଆ ବୋହୁ ତ ଫ୍ରେଣ୍ଡ୍ସ ଏଇ ସିରିଏଲ ସରିବାପରେ ରାଧିକା ଓ ସାତ୍ଵିକ ବର୍ତ୍ତମାନ କଣ କରିବେ ଆସନ୍ତୁ ଜାଣିବା |

ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଆଗାମୀ ଦିନମାନଙ୍କରେ ନୂଆ ବୋହୁ ସିରିଏଲ ଟି ସରି ଯାଉଛି ଆଉ ଏ ସିରିଏଲ ର କାହାଣୀ ଆଗାମୀ 18 ବର୍ଷ ପର ସମୟକୁ ଚାଲି ଯାଉଛି ତ ଏଇ 18 ବର୍ଷ ପରେ ରାଧିକା ଓ ସାତ୍ଵିକ ମରି ଯାଇଛନ୍ତି ଆଉ ତାଙ୍କ ଜାଗାରେ କିଛି ନୂଆ ଆକ୍ଟର ଓ ଆକ୍ଟ୍ରେସ ଅଭିନୟ କରିବାର ନଜର ଆସିଛି |

ତ ଫ୍ରେଣ୍ଡ୍ସ ରାଧିକା ଓ ସାତ୍ଵିକ ଏଇ ସିରିଏଲ ବର୍ତ୍ତମାନ ସମୟରେ ଛାଡ଼ିବାପାଇଁ ଯାଉଛନ୍ତି ତାହେଲେ ଏଇ ସିରିଏଲ ଛାଡ଼ିବାପରେ ସେମାନେ କଣ କରିବେ ଏହା ଓଡିଶା ର ଦର୍ଶକମାନଙ୍କୁ ବା ରାଧିକା ଓ ସାତ୍ଵିକ ଙ୍କର ଫ୍ୟାନ ମାନଙ୍କ ମନରେ ଜାଣିବାକୁ ରହିଛି |

ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଓଲିଉଡ଼ ର ଏଇ ଜବରଦସ୍ତ ଯୋଡି ରାଧିକା ଓ ସାତ୍ଵିକ ଙ୍କୁ ଓଡ଼ିଶାର ଦର୍ଶକମାନେ ବହୁତ ସାରା ଭଲପାଇବା ଦେଇଛନ୍ତି ତାହେଲେ ଏଇ ସିରିଏଲ ସରିବାପରେ ସେମାନେ ଆଉ ଗୋଟେ ନୂଆ ସିରିଏଲ ରେ ଅଭିନୟ କରିବେ ବୋଲି ରାଧିକା ନିଜ ଲାଇଭ ସୋ ରେ ଆସି କହିଛନ୍ତି |


ଆଉ ଏଥି ସହିତ ରାଧିକା ଓ ସାତ୍ଵିକ କିଛିଦିନ ପୂର୍ବେ ଲାଇଭ ରେ ଆସିଥିଲେ ଓ ନିଜ ଫ୍ୟାନ ମାନଙ୍କ ସହିତ କଥା ହେଇଥିଲେ ନିଜ ଫ୍ୟାନ ମାନଙ୍କର ବହୁତ ଗୁଡିଏ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଥିଲେ ତ ସେମାନେ କହିଥିଲେ ଆମେ ଆଗାମୀ ଦିନମାନଙ୍କରେ ଗୋଟେ ନୂଆ ସିରିଏଲ ରେ ଏକାଠି ଅଭିନୟ କରିବୁ ଆଉ ଆପଣମାନଙ୍କ ଠୁ ଆମେ ବେଶିଦିନ ପର୍ଯ୍ୟନ୍ତ ଦୂରରେ ରହିପାରିବୁନି ଆଉ ଏଠି ସହିତ ରାଧିକା ଓ ସାତ୍ଵିକ ଙ୍କର ଫ୍ୟାନ ଏମାନଙ୍କ ବାହାଘର ବିଷୟରେ ଭି ପଚାରିଥିଲେ ତ ଏଇ କଥାକୁ ନେଇ ରାଧିକା କହିଲେ କି ସେମାନେ ଏବେ ବିବାହ କରିବେ ନାହିଁ ସେମାନେ ଆଗାମୀ ଦିନ ମାନଙ୍କରେ ଗୋଟେ ନୂଆ ସିରିଏଲ ରେ ଅଭିନୟ କରିବାକୁ ଯାଉଛନ୍ତି |