ସୋଏବ ଅକ୍ଷତର ଙ୍କର ଘରେ ଜନ୍ମ ହେଲା ପୁତ୍ର ସନ୍ତାନ; ହରବଜନ କହିଲେ ଭାଇ ଏବେବି ପୁରା

ରାୱାଲପିଣ୍ଡି ଏକ୍ସପ୍ରେସ ନାମ ରେ ପରିଚିତ ପାକିସ୍ତାନ ର ପୂର୍ବ ବୋଲର ସୋଏଲ ଅକ୍ଷତର ଙ୍କ ର ଘରେ ପୁତ୍ର ସନ୍ତାନ ଜନ୍ମ ହେଇଚି I ସେ ନିଜ ର ଦ୍ୱିତୀୟ ସନ୍ତାନ ସହ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି I ସେ ତାଙ୍କ ର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହି ଫୋଟୋ ସେୟାର କରିଛନ୍ତି I ଏହି ଫୋଟୋ ରେ ଦର୍ଶକେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି I

କିନ୍ତୁ ହର୍ବଜନ ସିଂ ଟିକେ ସମାଲୋଚନା କରିଥିଲେ I ସୋଏବ ଅକ୍ଷତର ଟ୍ୱିଟ ରେ ନିଜ ଦ୍ୱିତୀୟ ସନ୍ତାନ ସହ ସେୟାର କରିଥିବା ଫୋଟୋ ରେ ଲେଖିଥିଲେ , ଏହା ମୋର ଦ୍ୱିତୀୟ ସନ୍ତାନ ପାଁଇ ଯଥେଷ୍ଟ ନୁହେଁ I ତାଙ୍କୁ ଆଶ୍ରିବାଦ ଦିଅନ୍ତୁ I ଏବଂ ହର୍ବଜନ , ସୋଏବ ଅକ୍ଷତର ଙ୍କ ର ପୁଅ କୁ ଆଶ୍ରିବାଦ ଦେବା ସହ ଅଭିନନ୍ଦନ ଜଣାଇଥିଲେ I ଏବଂ ଏହା ମଧ୍ୟ ଲେଖିଥିଲେ କି , ଭାଇ ସ୍ପିଡ଼ କମ ହେଇନି !

ହର୍ବଜନ ଙ୍କ ର ଏହି ଟ୍ୱିଟ କୁ 14 ହଜାର ଲୋକେ ଲାଇକ କରିବା ସହ 500 ରୁ ଉର୍ଧ୍ଵ ଲୋକେ କମେନ୍ଟ ମଧ୍ୟ କରିଛନ୍ତି I ଆପଣ ମଧ୍ୟ କମେନ୍ଟ ବକ୍ସ ରେ ନିଜ ର ପ୍ରତିକ୍ରିୟା ଦେଇପାରିବେ I