ବଡ଼ ଖବର ଶେଷରେ ସବୁ ଧରା ପଡିଲା ACF ସୋମ୍ୟରଞ୍ଜନ କେଶ ରେ ଚାଞ୍ଚଲ୍ୟ କର ଖୋଲାସା ତଦନ୍ତ ରେ ମିଳିଥିବା ସୋମ୍ୟ ଙ୍କର ଓ ବିଦ୍ୟାଙ୍କର ବହୁତ ହାତ ଲେଖା ଚିଠି ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଭିତିରେ ତଦନ୍ତ କାରି ଟିମ ବିଦ୍ୟାଭାରତୀ ଙ୍କ ଭୂମିକାକୁ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ବିବେଚିତ କରି ତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛି | ଉଭୟ ସୋମ୍ୟ ଓ ବିଦ୍ୟା ଙ୍କ ଜବତ ହୋଇଥିବା ହାତ ଲେଖା ଚିଠି ରୁ ବିଦ୍ୟା ଏମିତି କିଛି କରିଥିଲେ ବା କରୁଥିଲେ ଯାହାକୁ ନେଇ ସୋମ୍ୟ ଗଭୀର ଦୁଃଖରେ ରହୁଥିବାର ଆପତ୍ତି କରୁଥିଲେ ବୋଲି ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଚିଠି ଗୁଡିକ ଅନୁଧ୍ୟାନ କରୁଥିବା ଲୋକେ |
ଏହା DFO ଙ୍କ ସହିତ ଥିବା ପରକ୍ରିୟା ପ୍ରୀତି ନଥିଲା ତ ସୋମ୍ୟ ଙ୍କ ବାପା ଓ ଭାଇ ଏହା କହିଛନ୍ତି ଯେ ସୋମ୍ୟ ଙ୍କୁ ନିଶା ଦେଇ କିମ୍ବା ବାନ୍ଧି କିରୋସିନ ରେ ଜଳା ଯାଇଛି ତାପରେ ତାଙ୍କୁ ଆଣି ତାଙ୍କ କ୍ୱାଟର ଘରେ ପକାଇ ଦିଆଯାଇଛି ଏଥିରେ ଚାକର DFO ଓ ବିଦ୍ୟାଭାରତୀ ସହ ସବୁ ସାମିଲ ଅଛନ୍ତି ସୋମ୍ୟ ଙ୍କ ମୃତୁ କୁ ଏତେଦିନ ହୋଇଯାଇଥିବା |
ତାପରେ ମଧ୍ୟ ପୋଲିସ ଠାରୁ କୌଣସି ତଥ୍ୟ ମିଳିନାହିଁ ଏବଂ କୌଣସି ପ୍ରକାର ସୁରାଗ ହାତରେ ଲାଗିନାହିଁ ଏହା ସନ୍ଦେହ ଦୃଷ୍ଟି ରୁ ମଧ୍ୟ ସତ ମନେ ହୋଉଛି | ସ୍ତ୍ରୀ ବିଦ୍ୟାଭାରତୀ କହୁଛନ୍ତି ଯେ ସେ ଦେଖିଛନ୍ତି ସୋମ୍ୟ ଜଳିଯିବାର ଓ ଚାକର ମଧ୍ୟ ଦେଖିଛନ୍ତି ଏବଂ ପାଣି ଢ଼ାଲିଛନ୍ତି ଯଦି ସୋମ୍ୟ ସେଇଘରେ ଜଳିଛନ୍ତି | ତେବେ କାହିଁକି ଘରର ଛାତ କଳା ପଡ଼ିନାହିଁ କାନ୍ଥରେ କଳା ଦାଗ ଜମା ନାହିଁ ଦ୍ୱତୀୟ କଥା ସୋମ୍ୟ ଯଦି କିରାସିନ ରେ ଜଳିଛନ୍ତି |
ତେବେ ତାଙ୍କର ହାତ ଗୋଡ଼ କାହିଁକି ଜଳିନାହିଁ ଘରୁ ଜବତ ହୋଇଥିବା 200 ମିଲିଲିଟର କିରୋସିନ ରେ ଜଣେ ମଣିଷ 95% ଜଳିବା ସମ୍ଭବ ବିଭିନ୍ନ ଦୃଷ୍ଟି ରୁ ଏହା ଦେଖି ଜଣେ ମୂର୍ଖ ମଧ୍ୟ କହିଦେବ ଏହା ଦୁର୍ଘଟଣା ବା ଆତ୍ମହତ୍ୟା ନୁହେଁ ବରଂ ପ୍ଲାନ କରି କରାଯାଇଥିବା ହତ୍ୟା ବୋଲି |
ପାରଳା ଖେମୁଣ୍ଡିରେ କାର୍ଯ୍ୟରତ ଯୁବ ବନ ଅଧିକାରୀ ସୋମ୍ୟରଞ୍ଜନ ଙ୍କର ନିଜ ବାସ ଭବନରେ ଓ ପତ୍ନୀଙ୍କ ଉପସ୍ଥିତି ରେ ନିଆଁ ରେ ଜଳିଥିବା ରୁ ମୃତୁ ମାମଲା ର ରହସ୍ୟ ଏଇ ଘଟଣା ର 20 ଦିନ ବିତିବା ପରେ ବି ସାମ୍ନା କୁ ଆସିପାରି ନଥିବାରୁ ପୋଲିସ ର ତଦନ୍ତ ଉପରେ ପ୍ରଶ୍ନ ଉଠିଛି | ହେଲେ ଏହା ଭିତରେ ତଦନ୍ତ ଭିତରେ ତଦନ୍ତ କରି ଅଧିକାରୀଙ୍କ ସନ୍ଦେହ ରେ କେନ୍ଦ୍ରବିନ୍ଦୁ କୁ ସୋମ୍ୟ ଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଆସିଥିବାର ଜଣା ପଡିଛି ତାଙ୍କୁ ଖୁବ ଶୀଘ୍ର ଜେରା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି |