ସାଉଥର ଏହି ଲୋକପ୍ରିୟ ଅଭିନେତା କରିଛନ୍ତି ୩ଥର ବିବାହ; ନାମ ଶୁଣିଲେ ଆପଣ ବି ବିଶ୍ଵାସ କରିପାରିବେ ନାହିଁ

ବଲିଉଡ ଫିଲ୍ମ ଜଗତ ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଦ୍ୱିତୀୟ ବିବାହ କରିଛନ୍ତି I କିନ୍ତୁ ସାଉଥ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଙ୍କ ବିଷୟ ରେ ଆଜି ଆମେ କହିବୁ ଯିଏ କି 3 ଗୋଟି ବିବାହ କରିଛନ୍ତି I ଏହି ଅଭିନେତା ଙ୍କ ର ନାମ ହେଉଛି ପବନ କଲ୍ୟାଣ I

ସାଉଥ ମେଗା ଷ୍ଟାର ଚିରଞ୍ଜିବି ଙ୍କ ର ଛୋଟ ଭାଇ ପବନ କଲ୍ୟାଣ ସାଉଥ ଇଣ୍ଡଷ୍ଟ୍ରି ର ଜଣେ ସୁପର ଷ୍ଟାର ଅଟନ୍ତି I ଅଭିନେତା ପବନ କଲ୍ୟାଣ ସର୍ବଦା ନିଜ ର ବୈବାହିକ ଜୀବନ କୁ ନେଇ ମିଡ଼ିଆ ରେ ଚର୍ଚା କୁ ଆସିଥାନ୍ତି I ବର୍ତମାନ ପବନ ଯାହା ଙ୍କୁ ବିବାହ କରିଛନ୍ତି ସେ ଜଣେ ବିଦେଶୀ ଯୁବତୀ ଅଟନ୍ତି ଏବଂ ତାଙ୍କ ନାମ ଏନା ଅଟେ I ସେ ପବନ ଙ୍କ ର ତୃତୀୟ ପତ୍ନୀ ଅଟନ୍ତି I

ପବନ ଙ୍କ ର ପ୍ରଥମ ବିବାହ 1997 ରେ ନନ୍ଦିନୀ ଙ୍କ ସହ ଓ 1999 ରେ ଛାଡପତ୍ର ହେଇଥିଲା I ଦ୍ୱିତୀୟ ବିବାହ 2009 ରେ ଓ ଛାଡପତ୍ର 2012 ରେ ହେଇଥିଲା I ଏହା ପରେ ପବନ ଙ୍କ ର ସାକ୍ଷ୍ୟାତ ଏନା ଙ୍କ ସହ ହେଇଚି I ତାଙ୍କ ର ପ୍ରେମ କାହାଣୀ 2013 ରୁ ଆରମ୍ଭ ହେଇଚି I


ଦୁହେଁ ପରସ୍ପର ସହ ମିଡ଼ିଆ ରେ ଖୁବ କମ ଚର୍ଚା କୁ ହିଁ ଆସିଥାନ୍ତି I ବିଗତ ଦିନ ରେ କିନ୍ତୁ ଦୁହିଁଙ୍କୁ ହାଇଦ୍ରାବାଦ ଏୟାରପୋର୍ଟ ରେ ଦେଖିବାକୁ ମିଳିଥିଲା I ପବନ ସାଉଥ ର ମେଗାଷ୍ଟାର ଚିରଞ୍ଜିବି ଙ୍କ ର ଭାଇ ଅଟନ୍ତି I ରାମ ଚରଣ ପବନ ଙ୍କ ର ଭଣଜା ଅଟନ୍ତି I