ନମସ୍କାର ବନ୍ଧୁଗଣ ଶ୍ରାବଣ ମାସ ସାରିବା ପୂର୍ବରୁ ଭଗଵାନ ଶିବ ଏହି ୫ ଟି ରାଶିରେ କରିବାକୁ ଯାଉଛନ୍ତି ଅଦ୍ଭୁତ ଚମତ୍କାର। ଏମାନଙ୍କ ଜୀବନ ପୁରାପୁରି ବଦଳିବାକୁ ଯାଉଛି। ଏମାନଙ୍କ ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି। ପ୍ରତ୍ୟେକ ମନୁଷ୍ୟର ଜୀବନରେ ଦୁଃଖ ଆସିଥାଏ ତ କେତେବେଳେ ଜୀବନରେ ସୁଖ ଆସିଥାଏ। ଜୀବନରେ ଦୁଃଖ ନଥିଲେ କେବେବି ସୁଖର ଅନୁଭବ ହୋଇ ନଥାଏ। ତେବେ ବନ୍ଧୁଗଣ ଏହି ସବୁ ପରିବର୍ତ୍ତନର କାରଣ ଗ୍ରହମାନଙ୍କ ଚଳନ ହେତୁ ହୋଇଥାଏ। କୌଣସି ବ୍ୟକ୍ତିର ଜୀବନରେ ଘଟୁଥିବା ଘଟଣା ପଛରେ ଗ୍ରହମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ। ପ୍ରତି ୧୦୦ ବର୍ଷରେ ଥରେ ଗ୍ରହର ଚଳନରେ ପରିବର୍ତ୍ତନ ଆସିଥାଏ ଏବଂ ସେହି ପରିବର୍ତ୍ତନ ହିଁ ବ୍ୟକ୍ତି ଜୀବନରେ ଦୁଃଖ ବା ସୁଖ ନେଇ ଆସିଥାଏ। ତେବେ ଏହି ଶ୍ରାବଣ ମାସରେ ଏପରି ମହାସଂଯୋଗ ଵନୁଅଛି କି ଏହି ଶ୍ରାବଣ ମାସ ସାରିବା ପୂର୍ବରୁ ଏହି ୫ ଗୋଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା କଣ କଣ ସେହି ୫ ଗୋଟି ଭାଗ୍ୟଶାଳୀ ରାଶି।
ମେଷ ରାଶି:ମେଷ ରାଶିର ବ୍ୟକ୍ତିଙ୍କୁ ଏହି ଅଦ୍ଭୁତ ମହାସଂଯୋଗ ସହିତ ଭଗଵାନ ଶିବଙ୍କର କୃପା ପ୍ରାପ୍ତି ହେବ, ଯାହାଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହୋଇଯିବ। ତାହା ସହିତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି କିନ୍ତୁ ପରିଶ୍ରମ ଜାରୀ ରଖନ୍ତୁ ଉତ୍ତମ ଫଳ ନିଶ୍ଚିତ ରୂପରେ ପ୍ରାପ୍ତ ହେବ। ସମାଜରେ ମାନସମ୍ମାନ ଏବଂ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାରିବ। ତାହା ସହିତ ଶରୀର ମଧ୍ୟ ସୁସ୍ଥ ରହିବ। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ।
କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ଏହି ଅଦ୍ଭୁତ ସଂଯୋଗରେ ଭଗଵାନ ଶିବଙ୍କର ବିଶେଷ କୃପା ପ୍ରାପ୍ତି ହେବ। ତାହା ସହିତ ଏହି ରାଶିର କୁଣ୍ଡଳୀରେ ଗ୍ରହମାନଙ୍କ ଯୋଗର କାରଣରୁ ଅନେକ ପ୍ରକାରର ଶୁଭଫଳ ପ୍ରାପ୍ତି ହେବ। ବ୍ୟବସାୟରେ ବି ଲାଭ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ଅଚାନକ ଗୁପ୍ତଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ଏମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କର ବିଶ୍ୱାସ କୃପା ରହିବ।
ତୁଳା ରାଶି: ତୁଳା ରାଶିର ବ୍ୟକ୍ତିମାନଙ୍କୁ ଆଗାମୀ ସମୟରେ ନୂତନ ଯୋଜନା କରିବାର ଯୋଗ ବନୁଅଛି। ତାହା ସହିତ ଭଗଵାନ ଶିବଙ୍କର ବିଶେଷ କୃପା ପ୍ରାପ୍ତି ପାଇଁ ଏମାନଙ୍କ ଭାଗ୍ୟ ଏହି ଶ୍ରାବଣ ମାସ ସାରିବା ପୂର୍ବରୁ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ଏହା ସହିତ ଅଚାନକ ଗୁପ୍ତଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ଭାଗ୍ୟର ପୂର୍ଣ୍ଣ ସମର୍ଥନ ଏମାନଙ୍କୁ ପ୍ରାପ୍ତି ହେବ। ଏହା ସହିତ ବ୍ୟବସାୟରେ ମଧ୍ୟ ବିଶେଷ ରୂପେ ଲାଭ ପ୍ରାପ୍ତି ହେବ।
ସିଂହ ରାଶି: ଏହି ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ଶ୍ରାବଣ ମାସର ଅଦ୍ଭୁତ ମହାସଂଯୋଗ କାରଣରୁ ଗ୍ରହମାନଙ୍କ ଶୁଭାଫଳ ଏହି ରାଶିରେ ଦେଖିବାକୁ ମିଳିବ। ତାହା ସହିତ ଏମାନଙ୍କ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ଭଗଵାନ ଶିବଙ୍କ କୃପାରୁ ସମସ୍ତ କାର୍ଯ୍ୟକୁ ବେଶ୍ ସୁରୁଖୁରୁରେ ସମାଧାନ କରିବେ। ଏହା ସହିତ ଅଚାନକ କୌଣସି ଗୋଟିଏ ବଡ଼ ଧରଣର ଖୁସୀ ଖବର ଶୁଣିବାକୁ ମିଳିବ ଯାହା ଆପଣଙ୍କ ସମୟକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ। ତାହା ସହିତ ଏହି ସମୟରେ ଧନ, ମାନସମ୍ମାନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ଭଗଵାନ ଶିବଙ୍କ କୃପାରୁ ଆପଣଙ୍କୁ ଆକସ୍ମିକ ଧନ ଲାଭ ହୋଇପାରେ।
କୁମ୍ଭ ରାଶି: କିମ୍ବା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଶ୍ରାବଣ ମାସର ଅଦ୍ଭୁତ ମହାସଂଯୋଗ କାରଣରୁ ସମସ୍ତ ପ୍ରକାରର ସଂଯୋଗ ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ। ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏହା ସହିତ ଭୋଳା ନାଥଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ଏହି ରାଶିର ବ୍ୟକ୍ତିଙ୍କର ବଦଳି ଯିବ ଭାଗ୍ୟ। ତାହା ସହିତ ଇଚ୍ଛା ମୁତାବକ କାର୍ଯ୍ୟ ସବୁକୁ ଏହି ଦିନରେ ସମାଧାନ କରିବେ। ଯାହାଦ୍ଵାରା ବିଶେଷ ଭାବେ ସଫଳତା ପ୍ରାପ୍ତି ହେବ।