ଶ୍ରଦ୍ଧାଙ୍କୁ ଛାଡିବା ପରେ ଏବେ ନୂଆ ଗାର୍ଲଫ୍ରେଣ୍ଡ ଲୁମରାଇନାଙ୍କ ସହ ଏମିତି କରୁଥିବାର ନଜର ଆସିଲେ Raj Rajesh, ଦେଖିକି ସମସ୍ତେ କହିଲେ ଏମିତି କଣ…

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋ ରାଜ୍ ରାଜେଶ୍ ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ଏହା ସହିତ ଲୁମ୍ରାଇନାଙ୍କୁ ମଧ୍ୟ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଦର୍ଶକ ବନ୍ଧୁ ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବସିଛନ୍ତି ଆଉ ବର୍ତ୍ତମାନ ସମୟରେ ଲୁମ୍ରାଇନାଙ୍କ ସହିତ ରାଜ୍ ରାଜେଶ୍ ଯେଉଁଭଳି ଭାବରେ ସମୟ ବିତାଉଛନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ରାଜେଶ୍ ଓ ଲୁମ୍ରାଇନାଙ୍କ ଯୋଡିକୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଦୁହେଁ ପରସ୍ପରକୁ ଭଲ ପାଉଥିବାର କଥା ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ଓ ଏହା ସହିତ ଦୁହେଁ ବୋହୁତ ଜାଗାରେ ଏକାଠି ମଧ୍ୟ ଦେଖିବାକୁ ମିଳୁଛନ୍ତି।

ଗତ ଦିନମାନଙ୍କରେ ଆପଣମାନେ ଜାଣିଥିବେ ରାଜେଶ୍ ଓ ଶ୍ରଦ୍ଧା ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ପାଇଥିଲେ ଆଉ ସେମାନଙ୍କ ବାହାଘର ମଧ୍ୟ ହୋଇଥାନ୍ତା ଅର୍ଥାତ୍ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା କିନ୍ତୁ କୌଣସି କାରଣ ଯୋଗୁଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଆଉ ଦୁହେଁ ପରସ୍ପରଙ୍କ ଠାରୁ ବ୍ରେକଅପ୍ କରି ନେଇଥିଲେ ଆଉ ବ୍ରେକଅପ୍ କରି ସାରିବା ପରେ ଶ୍ରଦ୍ଧା ବର୍ତ୍ତମାନ ସମୟରେ ଏକୁଟିଆ ରହୁଥିବା ବେଳେ ରାଜ୍ ରାଜେଶ୍ ଲୁମ୍ରାଇନାଙ୍କ ସହିତ ଡେଟ୍ କରୁଛନ୍ତି।


ତେବେ ଦର୍ଶକ ବନ୍ଧୁ ରାଜ୍ ରାଜେଶ୍ ଲୁମ୍ରାଇନାଙ୍କୁ ଭଲ ପାଉଛନ୍ତି ବୋଲି କିଛି ସୋସିଆଲ ମିଡିଆ ସୂତ୍ରରୁ ପ୍ରକାଶ ପାଇଛି। ରାଜେଶ୍ ଆଉ ଲୁମ୍ରାଇନାଙ୍କୁ ବୋହୁତ ଜାଗାରେ ଏକାଠି ଦେଖିବାକୁ ମିଳୁଛି। ତେବେ ଦର୍ଶକ ବନ୍ଧୁ ଗତ ଦିନମାନଙ୍କରେ ଲୁମ୍ରାଇନାଙ୍କ ଜନ୍ମଦିନ ପାଳନ ହୋଇଥିଲା ଓ ଏହି ଜନ୍ମଦିନରେ ରାଜ୍ ରାଜେଶ୍ ଲୁମ୍ରାଇନାଙ୍କ ପାଇଁ ବୋହୁତ ସାରା ସର୍ପ୍ରାଇଜ୍ ଗିଫ୍ଟ ପ୍ଲାନ୍ କରିଥିଲେ ଆଉ ତାଙ୍କର ଜନ୍ମଦିନକୁ ବୋହୁତ ଧୁମ୍ ଧାମ୍ ରେ ପାଳନ କରିଥିବାର ଦେଖା ଦେଇଥିଲେ |

ଆଉ ଏହା ସହିତ ଗତ ଦିନମାନଙ୍କରେ ବଡ ଦିନରେ ମଧ୍ୟ ରାଜ୍ ରାଜେଶ୍ ଆଉ ଲୁମ୍ରାଇନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା ବୋହୁତ ସାରା ମଜାମସ୍ତି ଓ ନାଚଗୀତ କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ରାଜ୍ ରାଜେଶ୍ ଓ ଲୁମ୍ରାଇନାଙ୍କ ଯୋଡି କେମିତି ଲାଗୁଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିହାତି ଭାବରେ ଜଣାଇ ଦିଅନ୍ତୁ।