ବିରାଟ କୋହଲି କହିଲେ, ଷ୍ଟାଡିୟମରେ ଧୋନି ଧୋନିର ନାରା ଲାଗିବା ବନ୍ଧ ହେବା ଦରକାର, ତାପରେ ଗାଙ୍ଗୁଲି କହିଲେ କି- ମତେ ଲାଗୁଚି …..

ବିରାଟ କୋହଲି ବର୍ତମାନ ଭାରତୀୟ କ୍ରିକେଟ ଟିମର ତିନି ଫର୍ମଟର କ୍ୟାପଟେନ ଅଟନ୍ତି I ଡାହାଣ ହାତର ବ୍ୟାଟ୍ସମ୍ୟାନକୋହଲି ଦୁନିଆର ସର୍ବଶ୍ରେଷ୍ଟ ଖେଳାଳିଙ୍କ ମଧ୍ୟରୁ ଜଣେ I ସେ 2008 ମସିହାରେ 19 ବର୍ଷ ଆୟୁରରଦଳର ବିଶ୍ୱକପ କ୍ରିକେଟ ଟିମର କ୍ୟାପଟେନ ମଧ୍ୟ ରହିସାରିଛନ୍ତି | ଭାରତୀୟ ଘରୋଇ ପ୍ରତମ ଶ୍ରେଣୀ କ୍ରିକେଟରେ ସେ ଦିଲ୍ଲୀ ପାଇଁ ମଧ୍ୟ ଅଧିନାୟକ ଭାର ତୁଲାନ୍ତି ଯେତେବେଳେ କି ସେ ଆଇପିଏଲ ରେ ବ୍ୟଂଗୁଲୂରୁ ପାଇଁ କ୍ୟାପିଟେନସିପ କରନ୍ତି |

ବିଶ୍ୱକପ ପରେ ମହେନ୍ଦ୍ର ସିଂ ଧୋନି ଭାରତୀୟ କ୍ରିକେଟ ଦଲଠାରୁ ଦୁରେଇ ରହିଛନ୍ତି କିନ୍ତୁ ମହେନ୍ଦ୍ର ସିଂ ଧୋନି ଙ୍କର ସ୍ଥାନରେ ଟିମରେ ଋଷବ ପଂତ ଵିକେଟ କିପର ଓ ବ୍ୟାଟ୍ସମ୍ୟାନ ହିସାବରେ ଦଳରେ ସୁଯୋଗ ମିଳୁଛି | ଆପଣ ଜାଣିଥିବେ ଯେତେବେଳେ ଋଷବ ପଂତ ମୈଦାନରେ ଥାନ୍ତି ସେତେବେଳେ ଷ୍ଟାଡିୟମରେ ଦର୍ଶକମାନେ ଧୋନି ଧୋନିର ନାରା ଲହାଇଥାନ୍ତି I ଏହାର ପ୍ରଭାବ ଋଷବ ପଂଥଙ୍କ ବହୁତ ମାତ୍ରାରେ ଦେଖୀବାକୁ ମିଳିଛି | ଏହି କାରଣରୁ ବିରାଟ କୋହଲି ଏକ ଇଣ୍ଟରଭିଉ ରେ ଏହି ବିଷୟରେ ଚର୍ଚ୍ଚା କରିଥିଲେ| ଏବଂ କହିଲେ କି ଷ୍ଟାଡିଅମରେ ଧୋନି ଧୋନି ନାରା ନ ଲାଗିବା ଦରକାର| କାରଣ ଏହା ଦ୍ୱାରା ଋଷବ ପଂତଙ୍କ ଉପରେ ଅନେକ ଚାପ ପଡିଥାଏ I

ଷ୍ଟାଡିୟମ ରେ ଏପରି ହେବା ଦ୍ୱାରା ଋଷବ ପଂତ ଙ୍କର ମନୋବଳ କମିଯାଇଥାଏ ଓ ସେ ଭଲ ପରଫରମନ୍ସ ଦେଇ ପାରି ନ ଥାନ୍ତି I ତେଣୁ ବିରାଟ କୋହଲି ସିଧା ସିଧା କହିଥିଲେ କି ଷ୍ଟାଡିଅମରେ ଯେପରି ଧୋନି ଧୋନି ନାରା ନ ଲାଗିବ | ଆମେ ଋଷବ ପଂଥଙ୍କୁ ସୁଯୋଗ ଦେବା ଦରକାର ଓ ତାଙ୍କ ମନୋବଳ ବଡ଼ାଇବା ଦରକାର ସେ ଆମର ଭବିଷ୍ୟତ| ଇଣ୍ଡିଆ ଟୁଡେକୁ ଦେଇଥିବା ଆଉ ଏକ ଇଣ୍ଟରଭିଉରେ ସୌରଭ ଗାଙ୍ଗୁଲି ଏହାର ବିପରୀତ କହିଥିଲେ |

ସୌରଭ ଗାଙ୍ଗୁଲି କହିଥିଲେ କି ମୋତେ ଲାଗୁଚି ମ୍ୟାଚ ସମୟରେ ଧୋନି ଧୋନି ନାରା ଲାଗିବ ଦରକାର I ଋଷବ ପଂଥଙ୍କ ଲାହି ଏହା ଭଲ ହେବ ଓ ସେ ଏହାର ଅଭ୍ୟାସ କରିନିୟନ୍ତୁ | ଗାଙ୍ଗୁଲି କହିଲେ କି ଧୋନି ଧୋନି ନାରା ଲାଗିଲେ ହିଁ ତାଙ୍କ ଉପରେ ଠିକ ପ୍ରେସର ଆସିବ ଆଉ ସେ କିପରି ପ୍ରେସର କୁ ସହନ କରିପାରୁଛନ୍ତି ଆମେ ଦେଖିବା ଏହା ଦ୍ୱାରା ସେ ବହୁତ ଭଲ କ୍ରିକେଟର ହେଇ ପାରିବେ | ଗାଙ୍ଗୁଲି ସିଧା ସିଧା କହିଥିଲେ କି ଋଷବ ନିଜ ଖେଳ ଦ୍ୱାରା ହିଁ ସମସ୍ତଙ୍କୁ ଚୁପ କରାଇ ପାରିବେ ଆଉ କିଛି ରାସ୍ତା ତାଙ୍କ ପାଖରେ ନାହିଁ |